Daily Archives

ନୂତନ ଭାବେ ଯୋଗ ଦେଇଥିବା ଏସଡିପିଓଙ୍କୁ ସ୍ୱାଗତ ସର୍ମ୍ବଦ୍ଧନା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭାବେ ଡ. ହୃଷିକେଶ ମେହେର ଯୋଗ ଦେଇଛନ୍ତି । କଣ୍ଟାବାଞ୍ଜି ବିଭିନ୍ନ ଅନୁଷ୍ଠାନ ଏବଂ ରାଜନୈତିକ ଦଳ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି । କଣ୍ଟାବାଞ୍ଜି ପ୍ରେସ କ୍ଲବ ସଭାପତି
Read More...

ସ୍ନେହଲତା ପାତ୍ରଙ୍କ ଦେହାନ୍ତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅମ୍ବାଭନା ବ୍ଳକ ଦୁର୍ଗମ ରାମଖୋଲ ଗ୍ରାମରେ ଉଜୁଜା ଜଙ୍ଗଳକୁ ସଜାଡ଼ିବାରେ ପ୍ରମୁଖ ଭୂମିକା ନେଇଥିବା ପ୍ରକୃତିବନ୍ଧୁ ଭୈରବ ପାତ୍ରଙ୍କ ଧର୍ମପତ୍ନୀ ସ୍ନେହଲତା ପାତ୍ରଙ୍କ ଦେହାନ୍ତ ଆଜି ପୂର୍ବାହ୍ନ ୧୦ଟାରେ ତାଙ୍କ ରାମଖୋଲସ୍ଥିତ ବାସଭବନରେ ହୋଇଛି । ସେ ଦୀର୍ଘ
Read More...

ମାନବିକତା ଦେଖାଇ ମାଙ୍କଡ଼ର ଜୀବନ ବଞ୍ଚାଇଲେ ଭେକ୍ସିନେଟର କାହ୍ନୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡୁଙ୍ଗୁରିପାଲି ପଞ୍ଚାୟତ ଡ଼ଙ୍ଗରମୁଣ୍ଡା ଗ୍ରାମରେ ମାଙ୍କଡ଼ର ଜୀବନ ବଞ୍ଚିଯାଇ ଥିବା ବେଳେ ତାର ଛୁଆର ମୃତ୍ୟୁ ହୋଇଥିଲା ହେଲେ ମାନବିକତା ଦେଖାଇ ମାଙ୍କଡ଼ର ଜୀବନ ବଞ୍ଚାଇଲେ ଭେକ୍ସିନେଟର କାହ୍ନୁ ଚରଣ ମିଶ୍ର । ତେବେ ଏଭଳି
Read More...

ସ୍ୱର୍ଗତ ନିତ୍ୟାନନ୍ଦ ମିଶ୍ରଙ୍କ ବିୟୋଗରେ ନାଗରିକ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ପାଠାଗାରଠାରେ ଯୁବନେତା ବିଧୂ ଭୂଷଣ ତ୍ରିପାଠୀଙ୍କ ଆହୂତ ସ୍ୱର୍ଗତ ନିତ୍ୟାନନ୍ଦ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ନାଗରିକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ସହରର ବିଭିନ୍ନ ଅନୁଷ୍ଠାନ ତଥା ସାମାଜିକ ସଂଗଠନର
Read More...

ହାଇ ଲେଭେଲ୍‌ ଟିମ୍‌ ଆଗମନ ପୂର୍ବରୁ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ : ରିଭିଜନ୍‌ କରାଇଲେ, ଜିଲ୍ଲାର ବିକାଶ ପାଇଁ…

ଜିଲ୍ଲାରେ ବିକାଶ ପଥରେ କରୋନା ଏକ ବାହାନା ନ ହେଉ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୁଧବାର ଦିନ ସକାଳୁ ରାଜ୍ୟ ସରକାରଙ୍କ ଏକ ହାଇ ଲେଭେଲ୍‌ ଟିମ୍‌ ବଲାଙ୍ଗିର ଗସ୍ତରେ ଆସିବା ନେଇ ସୂଚନା ରହିଛି । ସେମାନଙ୍କ ଆଗମନ ପୂର୍ବରୁ ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏକ
Read More...

ବଲାଙ୍ଗିର ସିଭିଲକୋର୍ଟ ପ୍ରୋସେସ୍‌ ସର୍ଭର୍‌ ଗୋକୁଳାନନ୍ଦ ପାଣିଗ୍ରାହୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସିଭିଲକୋର୍ଟ ପରିସରରେ ବଲାଙ୍ଗିର ସିଭିଲକୋର୍ଟର ପ୍ରୋସେସ୍‌ ସର୍ଭର ଗୋକୁଳାନନ୍ଦ ପାଣିଗ୍ରାହୀଙ୍କ ଚାକିରି ଜୀବନରୁ ଅବସର ଗ୍ରହଣ କରିଥିବାରୁ ବଲାଙ୍ଗିର ବିଚାର ବିଭାଗୀୟ କର୍ମଚାରୀ ସଂଘ ସଭାପତି ପ୍ରକାଶ କୁମାର ନେପାକଙ୍କ ସଭାପତିତ୍ୱରେ ଏକ
Read More...

ସଂସ୍କୃତ ଭାରତୀ ବଲାଙ୍ଗିର ଦ୍ୱାରା ସଂସ୍କୃତ ବ୍ୟାକରଣ ବର୍ଗର ସମାରୋହ ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂସ୍କୃତର ପ୍ରଚାର ପ୍ରସାର କରି ନିତ୍ୟ ଜୀବନରେ ବ୍ୟବହାର ପାଇଁ ସଂସ୍କୃତ ଭାରତୀ, ବଲାଙ୍ଗିର ଦ୍ୱାରା ବ୍ୟାକରଣ ବର୍ଗର ଉଦ୍‌ଯାପନ ଅନ୍‌ଲାଇନ ଗୁଗୁଲ ମିଟ୍‌ ଦ୍ୱାରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓକିଲ ମହେନ୍ଦ୍ର କୁମାର ଅଗ୍ରୱାଲ
Read More...

ଧର୍ମପରାୟଣା ମହିଳାଙ୍କ ଅକାଳ ବିୟୋଗ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଅନ୍ତର୍ଗତ ଗୁଡଖାପଲା ଗ୍ରାମର ଧର୍ମପରାୟଣା ମହିଳା ହେମାଙ୍ଗିନୀ ଦାଶ(୪୮)ଙ୍କ ଗତକାଲି ମଧ୍ୟାହ୍ନ ୧୨ଟା ସମୟରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ତାଙ୍କ ଗାଁ ମଶାଣିରେ ଅନ୍ତିମ ସତ୍‌କାର କରାଯାଇଛି । ତାଙ୍କର ଜ୍ୟେଷ୍ଠ ପୁତ୍ର ଦୁର୍ଲ୍ଲଭ ଚରଣ
Read More...

ଲେବରୋଟୋରି ଟେକ୍ନିସିଆନମାନଙ୍କ ୧୦ ଦଫା ଦାବୀ ନେଇ କଳା ବ୍ୟାଜ ପରିଧାନ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ସମସ୍ତ ଲେବରୋଟୋରି ଟେକ୍ନିସିଆନମାନଙ୍କ ୧୦ ଦଫା ଦାବୀ ନେଇ ଅଗଷ୍ଟ ୧ରୁ କଳା ବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି । ରାଜ୍ୟ ସରକାର ଲେବରୋଟୋରି ଟେକ୍ନିସିଆନ ମାନଙ୍କର କ୍ୟାଡ଼ର ରୁଲ୍‌ରେ ପରିବର୍ତ୍ତନ ସମେତ ଅନ୍ୟ ରାଜ୍ୟ
Read More...

ଜଳଛତ୍ରରେ ଅଢେଇ ମାସ ତୃଷାର୍ତ୍ତଙ୍କ ତୃଷା ମେଣ୍ଟାଇ ପାଉଣା ପାଇଁ ହେଲେ ହଟହଟା

ବରଗଡ଼, (ନିରୋଜ କୁମାର ପାଣୀ) : ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମାସମାସ କାମକରି ମଧ୍ୟ ପାଉଣା ନପାଇ ଶେଷରେ ନିରାଶ ହୋଇ ଶ୍ରମିକ ମାନେ ନିଜ ଘରକୁ ଫେରିଥାନ୍ତି, ମାତ୍ର ସେହି ଶ୍ରମିକ ନିଜ ମାଟିରେ ନିଜ ଲୋକଙ୍କ ଦ୍ଵାରା ଯଦି ଏପରି ଶୋଷିତ ହୁଏ ତେବେ ତା'ଠାରୁ ଆଉ ଦୁର୍ଭାଗ୍ୟ ବା କଣ
Read More...