Daily Archives

ଶୁଣିଲାନି ପ୍ରଶାସନ ରାସ୍ତା ନିର୍ମାଣ କଲେ ସ୍ୱେଚ୍ଛାସେବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟର ପ୍ରତ୍ୟେକ କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ଲୋକଙ୍କ ପଇସାରେ ଖୋଲାଯାଇଛି । ଏହା ଶୁଣିବାକୁ ବେଶ୍‌ ଶ୍ରୁତିମଧୁର ଲାଗେ, କିନ୍ତୁ ଆମେ ସବୁବେଳେ ଦେଖେଇବାକୁ ଚାହୁଁ ବାସ୍ତବିକ ସତକଥା । ଏହି ଘଟଣା ଖୋଲିଦେବ ସରକାରୀ କର୍ମଚାରୀଙ୍କ ଅସଲ ମୁଖା ।
Read More...

ଅଖିଳ ଭାରତୀୟ ଗୋଁଣ୍ଡୱ।ନା ଗୋଁଣ୍ଡ ମହାସଭା ଜିଲ୍ଲା ଆୟୋଜନ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ବିଶ୍ୱ ମୂଳ ନିବାସୀ ଆଦିବାସୀ ଦିବସକୁ ସରକାରୀ ଛୁଟିଦିନ ଭାବରେ ଘୋଷଣା : ଆଦିବାସୀ କର୍ମଚାରୀ ମାନଙ୍କୁ ସ୍ୱତନ୍ତ୍ର ଛୁଟି ମଞ୍ଜୁର ପ୍ରଦାନ ଦାବୀ ପାଟଣାଗଡ଼, (ଗୋରେଖନାଥ ବରିହା) : ବିଶ୍ଵ ମୂଳ ନିବାସୀ ଆଦିବାସୀ ଦିବସକୁ ସରକାରୀ ଛୁଟିଦିନ ଭାବରେ ଘୋଷଣା କରିବାକୁ ଅଖିଳ ଭାରତୀୟ
Read More...

ତାଲପାଲି ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୃହ ଓ ପାଠାଗାର ଉନ୍ମୋଚନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକର ତାଲପାଲି ଗ୍ରାମ ପଞ୍ଚାୟତ ପରିସରରେ ନବ ନିର୍ମିତ ନିର୍ବାହୀ ଅଧିକାରୀ କୋଠା ଓ ପାଠାଗାର ଗାଇସିଲାଟ ବ୍ଲକ ବିଡିଓ ନିରଂଜନ ସା'ଙ୍କ କର କମଳରେ ଉଦଘାଟିତ ହୋଇ ଯାଇଛି । ଏହି ଅବସରରେ ତାଲପାଲି ସରପଞ୍ଚ ସୁଶାନ୍ତ
Read More...

ମୁଖ୍ୟମନ୍ତ୍ରୀ ଓ ଓଏସ୍‌ଏସ୍‌ସି ଅଧ୍ୟକ୍ଷଙ୍କ କୁଶ ପୁତ୍ତଳିକା ଦାହ କଲା ଛାତ୍ର କଂଗ୍ରେସ

ବରଗଡ, (ନିରୋଜ କୁମାର ପାଣୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷଙ୍କ କୁଶ ପୁତ୍ତଳିକା ଦାହ କଲା ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ । ଓଡିଶା ଷ୍ଟାଫ ସିଲେକ୍ସନ କମିଶନରେ ହୋଇଥିବା ମହାଦୁର୍ନୀତିରେ ସାମିଲ ଥିବା ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ ପଦରୁ
Read More...

ବଲାଙ୍ଗିରରେ କୋଭିଡ୍‌ ସଂକ୍ରମଣ : ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ଆଗଲପୁର ବ୍ଲକ ନଅଗାଁ(ଖ) ଗ୍ରା.ପ.ରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ଗ୍ରା.ପ.ରୁ ଜଣେ, ବେଲପଡା ବ୍ଳକ ସଲଣ୍ଡି ଗ୍ରା.ପ.ରୁ ଜଣେ ଓ ଟିଟିଲାଗଡ ମ୍ୟୁନିସିପାଲଟି
Read More...

କଅଁସରରୁ ବରାହ ଉଦ୍ଧାର କରି ଜଙ୍ଗଲରେ ଛାଡିଲା ବନ ବିଭାଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବେଲଗାଁ ବନଖଣ୍ଡ କଅଁସର ଗ୍ରାମରୁ ଏକ ବରାହକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଛି ବନ ବିଭାଗ । ସୂଚନା ମତେ କଅଁସର ଗ୍ରାମର ବିଦେଶୀ ମାଝୀଙ୍କ ଘରେ ଏକ ବରାହ ରହିଥିବା ବେଲଗାଁ ବନ ବିଭାଗ ଫରେଷ୍ଟର ଜନାର୍ଦ୍ଦନ ଠାକୁର
Read More...

ସଂସ୍କୃତି ଭବନରେ ଗ୍ରନ୍ଥାଗାରିକଙ୍କୁ ବିଦାୟ ସମ୍ବର୍ଦ୍ଧନା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଂସ୍କୃତି ବିଭାଗ ଅଧିନସ୍ଥ ଜିଲ୍ଲା ପାଠାଗାରରେ ଅବସ୍ଥାପିତ ଗ୍ରନ୍ଥାଗାରିକ ଅମୀୟ କୁମାର ଧଳ ଓ ଉପେନ୍ଦ୍ର ଭଞ୍ଜ ପାଠାଗାରର ପରିଚାଳକ ରବୀନ୍ଦ୍ର ମହାରଣାଙ୍କ ପଦୋନ୍ନତି ହୋଇଥିବା ସାଂଗକୁ ଏ ନେଇ ଇତି ମଧ୍ୟରେ ଉଭୟଙ୍କ ବଦଳି ମଧ୍ୟ
Read More...

ପୋଖରୀରୁ ମୃତ ଦେହ ଉଦ୍ଧାର

ମ.ରାମପୁର, (ହେମନ୍ତ ସାହୁ) : ଆଜି ଭୋର ସକାଳୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଚାରିଛକ ନିକଟରେ ଥିବା ମାଛିବନ୍ଧ ପୋଖରୀରୁ ଏକ ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ନିକଟସ୍ଥ ଚାରିଛକରେ ଏକ ହୋଟେଲ କରି ରହୁଥିବା ହରିହର ନାଥ(୫୩)ଗତକାଲି ରାତି ପ୍ରାୟ ୯ଟାରୁ
Read More...

ଧାର୍ମିକନୁଷ୍ଠାନ ଖୋଲିବା ନେଇ ଉପଜିଲ୍ଲାପାଳଙ୍କ ବୈଠକ

ଟିଟିଲାଗଡ, (ଗୌରବ ଦର୍ଜୀ) : କରୋନା କଟକଣାକୁ ନେଇ ଅନେକ ଦିନରୁ ଧାର୍ମିକନୁଷ୍ଠାନ ଗୁଡିକ ବନ୍ଦ ରହିଥିଲା । କରୋନା ମହାମାରୀର ସଂକ୍ରମଣ କମୁଥିବାରୁ ରାଜ୍ୟ ସରକାର ଧାର୍ମିକନୁଷ୍ଠାନ ଗୁଡ଼ିକ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଉପଖଣ୍ଡର ସମସ୍ତ
Read More...

ଡ଼.ଦୁର୍ଯ୍ୟୋଧନ ସେଠୀଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ସ୍ଥ ସହୀଦ ଭଗତସିଂ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଦୁର୍ଯ୍ୟୋଧନ ସେଠୀ(୫୮)ଙ୍କ ଗତକାଲି ରାତ୍ରି ଆଠ ଘଣ୍ଟା ସମୟରେ ତାଙ୍କ ଛତ୍ରପୁର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି
Read More...
error: Content is protected !!