Daily Archives

ପାଟଣାଗଡ ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ : ୩୨ ଜଣ ବିଜେପି ଛାଡି ବିଜେଡିରେ ଯୋଗଦାନ କଲେ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀ ବିଜେଡି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉପସ୍ଥିତିରେ ଯୋଗୀମୁଣ୍ଡା ପଞ୍ଚାୟତର ୩୨ ଜଣ ବିଜେପି ଛାଡି ବିଜେଡିରେ ଯୋଗଦାନ କରିଥିବା ଜଣାପଡିଛି । ମାନ୍ୟବର
Read More...

ମେଲଛାମୁଣ୍ଡା ଥାନା ଅଞ୍ଚଳରେ ଗଞ୍ଜେଇ ଜବତ ସହ ଜଣେ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡରେ ଦିନକୁ ଦିନ ବଢି ଚାଲିଛି ନିଶା କାରବାର । ମଦ, ଗଞ୍ଜେଇ ତଥା ବିଭିନ୍ନ ଔଷଧକୁ ମଧ୍ୟ ନିଶା ଭାବେ ଯୁବପିଢ଼ି ବ୍ୟବହାର କରୁଛନ୍ତି । ଏହି ସବୁ ନିଶା ଦ୍ରବ୍ୟ ବିକି ନିଶା ମାଫିଆ ମାନେ ଲାଭାନ୍ବିତ ହେଉଛନ୍ତି । ମେଲଛାମୁଣ୍ଡା ଥାନା ବରପଦର
Read More...

ପାଇକମାଲ ଅଞ୍ଚଳରେ ହାତୀର ଆତଙ୍କ ରାଜ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ପଞ୍ଚାୟତ ଅନ୍ତର୍ଗତ ଭରୁଆମୁଣ୍ଡା ଗ୍ରାମର ଧନୁ ପୁଝାରୀଙ୍କ ଘରେ ରାତି ୧୧ଟା ସମୟରେ ୪ଟି ହାତୀ ଆସି ଶୋଇ ଥିବା ସମୟରେ ଘରକୁ ଭାଙ୍ଗି ଦେଇ ଘରେ ଥିବା ଆସବା ପତ୍ର ଧାନ ଚାଉଲ ମାଣ୍ଡିଆକୁ ଖାଇ ନଷ୍ଟ କରି ଚାଲି
Read More...

ଖରଜୁରା ଜନ ଆରୋଗ୍ୟ ସମିତି ଗଠିତ

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଖରଜୁରା ସ୍ଵାସ୍ଥ୍ୟ ଉପକେନ୍ଦ୍ର ଓ ସ୍ଵାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ସଂପ୍ରତି ଜନ ଆରୋଗ୍ୟ ସମିତି ଗଠିତ ହୋଇଯାଇଛି । ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାକ୍ତର ସଂଗୀତା ଚୌଧୂରୀଙ୍କ
Read More...

ମାହେଶ୍ୱରୀ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୃକ୍ଷ ହିଁ ଜୀବନ, ବୃକ୍ଷ ନ ଥିଲେ କିଛି ନାହିଁ,ଏହାକୁ ପାଥେୟ କରି ମାହେଶ୍ୱରୀ ତା’ର ସାମାଜିକ ଦାୟିତ୍ୱକୁ ନିର୍ବାହ ପୂର୍ବକ ବୃକ୍ଷ ରୋପଣକୁ ପ୍ରାଧାନ୍ୟ ଦେଇ ମାହେଶ୍ୱରୀ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ବିଧାୟକ ନରସିଂହ ମିଶ୍ର ମୁଖ୍ୟ
Read More...

ଦୁର୍ନୀତି ବିରୋଧରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପି ଯୁବ ମୋର୍ଚ୍ଚା ଝାରବନ୍ଧ ବ୍ଲକ ତରଫରୁ ଶତାଧିକ କାର୍ଯ୍ୟକର୍ତ୍ତା ସୋମବାର ଦିନ ଝାରବନ୍ଧ ମୁଖ୍ୟ ଛକରୁ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟକୁ ପହଞ୍ଚି ସେଠାରେ ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ସାମନ୍ତ ଶେଖର ମୁନାଙ୍କ
Read More...

ବାଇକ ଚୋରଙ୍କୁ ଧରି ପୋଲିସ ଜିମା ଦେଲେ ଲୋକେ

ଲୋଇସିଂହା, (କେପିଏନ୍‌ଏସ୍‌) : ବାଇକ ଚୋରି କରି ଫେରାର ହେଉଥିବା ବେଳେ ଲୋଇସିଂହା ଥାନା ଝରଣୀପାଲି ଠାରେ ସ୍ଥାନୀୟ ଲୋକେ ଲୁଟେରା ମାନଙ୍କୁ କାବୁ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଝରଣିପାଲି ପଂଚାୟତ ପୋଢ଼ପାଲି ଗ୍ରାମର ଭଗବାନ ସାହୁ ନିଜ ହେରୋହୋଣ୍ଡା ଗାଡ଼ିରେ ଜମିକୁ ମୁଗଚାଷ
Read More...

ସପ୍ତର୍ଷି ଶ୍ରୀ ମଠ ଖପ୍ରାଡୁଙ୍ଗରିର ବଚାଂଅ ଅଭିଯାନ ନେଇ ବୈଠକ

ଆଗରେ ସମସ୍ୟାକୁ ନେଇ ହେବ ଜୋରଦାର ଆନ୍ଦୋଳନର ଚେତାବନୀ ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ଧୁମାଭଟା ଅଚଂଳରେ ଥିବା ସପ୍ତର୍ଷି ମଠ ଖପ୍ରାଡୁଙ୍ଗରିର ବିଭିନ୍ନ ସମସ୍ୟାକୁ ନେଇ ମଙ୍ଗଲବାର ମଠ ପରିସରରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଠର ବାବା ପ୍ରଣବାନ
Read More...

ଜୁନିୟର ରେଡକ୍ରସ ତରଫରୁ ପ୍ରାଥମିକ ଉପଚାର ତାଲିମ ଶିବିର ଉଦଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ତରଫରୁ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜୁନିଅର ରେଡକ୍ରସ କାଉନସିଲର ମାନଙ୍କର ଜୋନ ସ୍ତରୀୟ ଚତୁର୍ଦିବସୀୟ ପ୍ରାଥମିକ ଉପଚାର ଶିବିର ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି
Read More...

ନରସିଂହଙ୍କ ସ୍କୁଲ ପରିଦର୍ଶନ : ରେଡ୍‌କ୍ରସର ପ୍ରାଥମିକ ଚିିକିତ୍ସା ତାଲିମ ଶିବିର ଉଦ୍‌ଘାଟନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଗାମୀ ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ସହର ମଧ୍ୟରେ ଥିବା ବିଭିନ୍ନ ହାଇସ୍କୁଲ ଯଥା ଟାଉନ ବାଳକ ବିଦ୍ୟାଳୟ, ଟାଉନ ବାଳିକା ବିଦ୍ୟାଳୟ, ପିପି ଏକାଡେମୀ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ
Read More...