Daily Archives

ରାଜଯୋଗିନୀ ଦାଦୀ ପ୍ରକାଶମଣିଜୀଙ୍କ ଚତୁର୍ଦଶତମ ଶ୍ରାଦ୍ଧବାର୍ଷିକୀ ସମାରୋହ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ପ୍ରତିଷ୍ଠା କେନ୍ଦ୍ର ମାଉଣ୍ଟଆବୁ (ରାଜସ୍ଥାନ)ର ଦ୍ୱିତୀୟ ସଂଚାଳିକା ରାଜଯୋଗିନୀ ଦାଦୀ ପ୍ରକାଶମଣିଜୀଙ୍କ ଚତୃଦଶତମ ଶ୍ରାଦ୍ଧବାର୍ଷିକୀ ସମାରୋହ ସର୍ବତ୍ର ପାଳିତ ହୋଇଯାଇଛି । ବ୍ରହ୍ମାକୁମାରୀ
Read More...

ମହିଳାମାନେ ରକ୍ତଦାନ କରି ରଖିଲେ ଏକ ନିଆରା କୀର୍ତ୍ତି

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବିଜୁ ମହିଳା ଜନତା ଦଳ ଓଡ଼ିଶା ମୋ ପରିବାର ତରଫରୁ ଭାଲେର ଗ୍ରାମପଞ୍ଚାୟତ ଅଧିନସ୍ଥ ଫଟକରା ଗ୍ରାମ ଠାରେ ଏକ ନିଆରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାିଛି । ଦୁର୍ଗେଶ୍ୱରୀ କ୍ଲବର ଯୁବ ଗୋଷ୍ଠୀ ମାନଙ୍କ ଦ୍ଵାରା ଓ ରାଜ୍ୟ
Read More...

ଉଠା ଜଳସେଚନ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକ୍ଷମ ପାଇଁ ଦାବୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅମ୍ଭାଭୋନା ବ୍ଲକରେ ବର୍ଷା ଅଭାବରୁ ଆସନ୍ନ ମରୁଡ଼ି ଆଶଙ୍କାରେ ରହିଥିବା ବେଳେ ଏଠାରେ ଅଧପନ୍ତରିଆ ଭାବେ ପଡି ରହିଥିବା ମେଗା ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଭାଜପା ପକ୍ଷରୁ ଦାବୀ କରାଯାଇଛି । ବ୍ଲକ
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ୫ ଭାଇ ଭଉଣୀ

ଭୁବନେଶ୍ୱର : ୫ ମାସ ତଳେ ମା' ଆରପାରିକୁ ଚାଲି ଯାଇଥିଲେ । ଗତ କିଛିଦିନ ତଳେ ପିତାଙ୍କ ହାତ ମଧ୍ୟ ଉଠିଗଲା । ହସ ଖୁସିରେ ପରିବାର ଚଳାଇବାକୁ ଗଞ୍ଜାମରୁ ରାଜଧାନୀକୁ ଧାଇଁ ଆସିଥିବା ପ୍ରକାଶ ଚନ୍ଦ୍ର ବଡ଼ତ୍ୟାଙ୍କ ୫ପୁଅ ଝିଅ ଅନାଥ ହୋଇଗଲେ । ସୂଚନା ଯୋଗ୍ୟ ଯେ, ବଡ ଝିଅ ଦୃଷ୍ଟିହୀନ ସାଙ୍ଗକୁ
Read More...

ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଶତାଧିକ ଚାଷୀ : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀକୁ ସଂପୂର୍ଣ୍ଣ ଗଜା ମରୁଡି ଘୋଷଣା କର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଏଯାଏଁ ମାତ୍ର ୫୦ ପ୍ରତିଶତ ବୃଷ୍ଟିପାତ ହୋଇଛି । ଫଳରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତର ଚାଷୀମାନେ ଗଜା ମରୁଡିର ଶିକାର ହୋଇଛନ୍ତି । ତେଣୁ ସରକାର ସଂପୂର୍ଣ୍ଣ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀକୁ
Read More...

ଲରମ୍ଭା ପଞ୍ଚାୟତର ୧୧୧ ଜଣ ଯୁବ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗଦାନ କଲେ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଲରମ୍ଭା ପଞ୍ଚାୟତର ୧୧୧ ଜଣ ଯୁବ ବିଜେପି ଓ କଂଗ୍ରେସ କର୍ମୀଦଳ ଛାଡ଼ି ବିଜେଡିରେ ଯୋଗଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ୧୧୧ ଜଣ ଯୁବକଙ୍କ ନିଜ ଟିମ୍ ସହ ମିଶି
Read More...

ଖଦ୍ୟୋତ ତରଫରୁ ପରିବେଶ ଉପରେ ଆଲୋଚନାଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲପଡା ଖଦ୍ୟୋତ ଅନୁଷ୍ଠାନ ତରଫରୁ ପରିବେଶ ଉପରେ ଏକ ଆଲୋଚନା ଚକ୍ର ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମଣିଷ ଯଦି ସନ୍ତୁଳିତ ଖାଦ୍ୟ, ଶୃଙ୍ଖଳିତ ଜୀବନ ନିର୍ବାହ କରିବା ସହ ଜଣକୁ ଗୋଟିଏ ଲେଖାଏଁ
Read More...

ମାର୍ବଲ ଅନଲୋଡ୍ ସମୟରେ ଶ୍ରମିକ ମୃତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ-ବୁଟୁପାଲି ରାସ୍ତାରେ ଥିବା ଗୋଦାମରେ ଏକ ଟ୍ରକରୁ ମାର୍ବଲ ଓଲ୍ହାଇବା ସମୟରେ ଆଜି ସକାଳ ୧୦ ଘଣ୍ଟା ସମୟରେ ଦୁର୍ଘଟଣା ଘଟି ଦୁଇ ଜଣ ଶ୍ରମିକ ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରାଜନପାଲି ପୋଲ ନିକଟରେ ଥିବା ଗୋଟିଏ ଗୋଦାମ ନିକଟରେ
Read More...

ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୱାର୍ଡ, ପ୍ରତୀକ୍ଷାଳୟ ଏବଂ ରୋଷେଇଶାଳା ନିର୍ମାଣର ଭିତ୍ତିପ୍ରସ୍ତର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୱାର୍ଡ, ପ୍ରତୀକ୍ଷାଳୟ ଏବଂ ରୋଷେଇଶାଳା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ ଏବଂ ଜିଲ୍ଲାପାଳ ଚଂଚଳ ରାଣା
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଆଗଲପୁର ବ୍ଲକ ଲୁହୁରାମୁଣ୍ଡା ଗ୍ରା.ପ., ବେଲପଡା ବ୍ଲକ ବେଲପଡା ଗ୍ରା.ପ. ଏବଂ କଣ୍ଟାବାଞ୍ଜି ଏନ୍‌ଏସି ୱାର୍ଡ ନଂ.୫ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ
Read More...