Daily Archives

ବିଧାୟକ ସରୋଜଙ୍କ ଦ୍ୱାରା ୨୪ ଗୋଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ପାଟଣାଗଡ ବିଧାୟକ ସରୋଜ ମେହେର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ୨୪ ଗୋଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବା ସହ ବିଭିନ୍ନ ଗ୍ରାମର ସୁବିଧା ଅସୁବିଧା ପଚାରି ବୁଝିଥିଲେ । ତେବେ ଗ୍ରାମ ଗୁଡିକରେ ରହିଥିବା ସମସ୍ୟାଗୁଡିକର ଶୀଘ୍ର ସମାଧାନ କରିବା ପାଇଁ
Read More...

ବରପାଲି ଠାରେ ଜାତୀୟ ହସ୍ତତନ୍ତ୍ର ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଜାତୀୟ ହସ୍ତତନ୍ତ ଦିବସ ବରପାଲି ମେହେର ଧର୍ମଶାଳା ଠାରେ ପାଳିତ ହୋଇଯାଇଛି । ମହେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପୁର ବିଧାୟିକା ରୀତା ସାହୁ ଯୋଗ ଦେଇଥିବା ବେଳେ ବରଗଡ଼ ଜିଲ୍ଲା ବୟନ ଶିଳ୍ପ
Read More...

ବିଜୁ ଜନତା ଦଳ ମହିଳା ଶାଖାର ନଗର ସଭାନେତ୍ରୀ ହେଲେ କଳ୍ପନା ମାଝୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ନଗର ବିଜୁ ଜନତା ଦଳର ମହିଳା ଶାଖା ସଭାନେତ୍ରୀ ଭାବେ ଶ୍ରୀମତୀ କଳ୍ପନା ମାଝୀଙ୍କୁ ରାଜ୍ୟ ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମନୋନୀତ କରିଛନ୍ତି । ଫଳରେ ବରଗଡ଼
Read More...

କଅଁସରରୁ ୩ ଫୁଟ ୫ ଇଞ୍ଚର ନାଗସାପ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କଅଁସର ଗ୍ରାମ ସେମେଲ ପଡ଼ାର ବିପିନ ଭୋଇଙ୍କ ଘରରେ ସାପ ପସିଯାଇ ଥିବା ପରିବାର ଲୋକେ ଓ ରଞ୍ଜିତ ସାହୁ ଦେଖିବାକୁ ପାଇଥିଲେ । ପରେ ସାପ ଧରାଳି ବିକି ଜି ନାଗଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ବିକି ଉକ୍ତ ଘରକୁ
Read More...

ସମ୍ବଲପୁରୀ ବସ୍ତ୍ରାଳୟରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ : ଗିଫ୍ଟ ଭାଉଚରର ଶୁଭାରମ୍ଭ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ସହର ସମ୍ବଲପୁରୀ ବସ୍ତ୍ରାଳୟର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମେଗା ସୋରୁମ ଠାରେ ଜାତୀୟ ହସ୍ତତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସମ୍ବଲପୁରୀ ବସ୍ତ୍ରାଳୟର ପ୍ରଶାସିକା ତଥା ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଯୋଗ ଦେଇ
Read More...

ଜଗଦଲପୁର ବାଲିଘାଟ ପାଇଁ ଏକ ଗ୍ରାମ୍ୟ କମିଟି ଭେଟିଲା ତହସିଲଦାରଙ୍କୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଲପୁର ବାଲିଘାଟ ବାବଦରେ ଜଗଦଲପୁର ଗ୍ରାମ୍ୟ କମିଟିର ଏକ ପ୍ରତିନିଧି ମଣ୍ଡଳ କୃଷ୍ଣଚନ୍ଦ୍ର ପଟେଲ, ହେମସାଗର ପଟେଲ, ମଦନମୋହନ ପଟେଲ, ଦିନେଶ ପଟେଲ, ଛନ୍ଦାଚରଣ ପଟେଲ, ହରେକୃଷ୍ଣ ପଟେଲ ଓ ସମ୍ପଦ ପଟେଲ ଆଜି ଝାରବନ୍ଧ
Read More...

ବରଗଡ଼ ବିଜୁ ଛାତ୍ର ଜନତା ଦଳର ବ୍ଲକ୍ ସ୍ତରୀୟ ବୈଠକ ଅନୁଷ୍ଠିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତକାଲି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ, ବରଗଡ଼ ଜିଲ୍ଲା ସଭାପତି କରନ ସିକନ୍ଦର, ଜିଲ୍ଲା ଉପ ସଭାପତି ନୀଳାମ୍ବର ଦୀପ, ଆଇ.ଟି କୋଡ଼ିନେଟର ଭୂପତି ପ୍ରଧାନଙ୍କ ସହିତ ବ୍ଲକ୍ ସ୍ତରୀୟ ବୈଠକ ଅନୁଷ୍ଠିତ
Read More...

ବାର୍ଦ୍ଧକ୍ୟ ପେନ୍‌ସନ୍‌ ଆଣିବା ପାଇଁ ଖର୍ଚ୍ଚ ହେଉଛି ହଜାରେ ଟଙ୍କା : ଯିବାକୁ ପଡୁଛି ୧୫କିମି, ଗାଁ ନିକଟସ୍ଥ…

ଦେଓଗାଁ, (ମନୀଷ କୁମାର ସାହୁ) : ଚାକିରି କାଳରେ ଜାତୀୟ ରାଜପଥରେ ଯିବା ଆସିବା କରୁଥିବା ଜିଲ୍ଲା ତଥା ରାଜ୍ୟର ଅନେକ ଭିଆଇପି ଲୋକଙ୍କ ସେବା କରିଛି । ଯଦିଓ ଦରମା କମ, ପଦବୀ ଅତି ତଳ ସ୍ତରର ହେଲେ ବି ଖୁସିରେ କାମ କରି ସମୟ ଅତିବାହିତ କରିଛି । ହେଲେ ଅବସର ନେବା ପରେ ସରକାରୀ କୋଠା ଛାଡ଼ି
Read More...

ନୀରଜ ଜିତିଲେ ସ୍ୱର୍ଣ୍ଣ ପଦକ, ୧୦୦ ବର୍ଷ ପରେ ଆଥଲେଟିକ୍ସରେ ଭାରତକୁ ମିଳିଲା ଏହି ସଫଳତା

ଟୋକିଓ : ନୀରଜ ଜିତିଲେ ସ୍ୱର୍ଣ୍ଣ ପଦକ । ଗୋଟିଏ ଦିନରେ ଭାରତକୁ ମିଳିଲା ଡବଲ ମେଡାଲ । ଟୋକିଓରେ ଭାରତୀୟ ଖେଳାଳି ନୀରଜ ଚୋପ୍ରା କମାଲ୍‌ ଦେଖାଇଛନ୍ତି । ଜାଭେଲିନରେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ । ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ବାଜିମାତ୍‌ କରିଛନ୍ତି ହରିଆଣାର ପାନିପତ ନିକଟସ୍ଥ
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପୁଣି ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ବଲାଙ୍ଗିର ବ୍ଲକ ଅର୍ନ୍ତଗତ ମାଧିଆପାଲି ଗ୍ରା.ପ.ରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲଟି ୱାର୍ଡ ନମ୍ବର ୫ରୁ ଜଣେ, ପାଟଣାଗଡ ବ୍ଳକ ଅର୍ନ୍ତଗତ ଭଇଁଷା ଗ୍ରା.ପ.ରୁ ଜଣେ,
Read More...