ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପୁଣି ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ବଲାଙ୍ଗିର ବ୍ଲକ ଅର୍ନ୍ତଗତ ମାଧିଆପାଲି ଗ୍ରା.ପ.ରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲଟି ୱାର୍ଡ ନମ୍ବର ୫ରୁ ଜଣେ, ପାଟଣାଗଡ ବ୍ଳକ ଅର୍ନ୍ତଗତ ଭଇଁଷା ଗ୍ରା.ପ.ରୁ ଜଣେ, ସଇଁନ୍ତଲା ବ୍ଲକ ଅର୍ନ୍ତଗତ ଝିଙ୍କିଡୁଙ୍ଗୁରି ଗ୍ରା.ପ.ରୁ ଜଣେ, କନ୍ଦକେଲଗାଁ ଗ୍ରା.ପ.ରୁ ଜଣେ, ଡେଙ୍ଗ ଗ୍ରା.ପ.ରୁ ଜଣେ ଓ ଟିଟିଲାଗଡ ବ୍ଲକ ଅର୍ନ୍ତଗତ ସିହିନୀ ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.

3 × 3 =