Daily Archives

ରାଜ୍ୟ ପାଇପ୍‌ କର୍ମଚାରୀ ସଂଘର କ୍ଷୋଭ : ଦୈନିକ ମଜୁରୀ ବାବଦରେ ୭୬ ଟଙ୍କା ପାଉଛନ୍ତି କର୍ମଚାରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ପାଇପ ଜଳ କର୍ମଚାରୀ ସଂଘର ବଲାଙ୍ଗିର ସ୍ଥିତ ମାରୱାଡି ସେବା ସଦନ ଭବନ ଠାରେ କର୍ମଚାରୀମାନଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ମହେନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ରାଜ୍ୟ ସଭାପତି ହୃଷିକେଶ ସେଠୀ, ରାଜ୍ୟ ସାଧାରଣ ସମ୍ପାଦକ
Read More...

ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କ ମାତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କ ମା’ସତ୍ୟଭାମା ପଣ୍ଡାଙ୍କ ୮୭ ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଯାଇଛି । ସ୍ୱର୍ଗତା ପଣ୍ଡାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ପରିବାର ବର୍ଗ, ବନ୍ଧୁବାନ୍ଧବ, ସ୍ଥାନୀୟ
Read More...

ଜମି ଅସଲି ଚାଷୀ ନକଲି : ବର୍ଷ ବର୍ଷ ଧରି ହଜମ କରୁଥିଲେ ଫସଲ ବୀମା ଟଙ୍କା, ଗିରଫ ହେଲେଣି ୧୦ଜଣ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାରେ ଏବେ ଚିନ୍ତାରେ ନକଲି ଚାଷୀ । ଅସଲି ଚାଷୀଙ୍କ ଜମି ଦେଖାଇ ଫସଲ ବୀମା ହାତେଇଥିବା ନକଲି ଚାଷୀମାନଙ୍କୁ ଧରିବା ପାଇଁ ପୁଲିସ ଜାଲ ବିଛାଇ ସାରିଥିବା ବେଳେ କଣ୍ଟାବାଞ୍ଜି ଥାନାରେ ବର୍ତ୍ତମାନ ସୁଦ୍ଧା ଦଶ ଜଣରୁ ଉର୍ଦ୍ଧ୍ବ ଗିରଫ ହୋଇସାରିଥିବା
Read More...

ରାସ୍ତା କଡ଼ରୁ ବୃଦ୍ଧାଙ୍କୁ ଉଦ୍ଧାର କରି ସାଲେପାଲି ସ୍ଥିତ ଜରାନିବାସରେ ଥଇଥାନ କଲେ ସ୍ୱେଚ୍ଛାସେବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅଞ୍ଚଳ ଉପରଝର ରାସ୍ତା କଡ଼ରେ ଏକ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ଦେଓଗାଁ ବ୍ଲକକୁ ନେଇ ବିଡ଼ିଓ ଏବଂ ଦେଓଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଜରିଆରେ ଦେଓଗାଁ ବ୍ଲକ ସାଲେପାଲି ଗାଁର ଜରାନିବାସରେ ତାଙ୍କର ଥଇଥାନ କରାଇଛନ୍ତି ।
Read More...

ବଲାଙ୍ଗିରର ଯୁବକ ରାଜଗୋପାଳ ଭୋଇ କଲେ ବିଶ୍ୱ ରେକର୍ଡ : ଗୋଟିଏ ଆଙ୍ଗୁଠିରେ ହକି ଷ୍ଟିକକୁ ୩ଘଣ୍ଟା ଧରି ବାଲାନ୍ସ

ତୁରେକେଲା, (କୈଳାଶ ସଗ୍ରିଆ) : ଗୋଟିଏ ଆଙ୍ଗୁଠିରେ ହକି ଷ୍ଟିକକୁ ୩ଘଣ୍ଟା ଧରି ବାଲାନ୍ସ କରି ବଲାଙ୍ଗିରର ଯୁବକ ରାଜଗୋପାଳ ଭୋଇ ଖାଲି ବଲାଙ୍ଗିରରେ ନୁହେଁ ସାରା ବିଶ୍ୱରେ ଚର୍ଚ୍ଛାରେ ରହିଛନ୍ତି । ଗୁରୁବାର ସ୍ଥାନୀୟ ହରିଭବନ ଠାରେ ଗୋଟିଏ ଆଙ୍ଗୁଳିରେ ହକି ଷ୍ଟିକକୁ କିଛି ମିନିଟ କି ଗୋଟିଏ
Read More...

ବିଶ୍ଵ ଅଙ୍ଗଦାନ ଦିବସରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରୁ ୩୭ ୟୁନିଟ୍ ରକ୍ତ ସଂଗୃହୀତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ମର୍ଣିଂ ୱାକ ଗ୍ରୁପ ଓ ନିଷ୍ଠା ପାରିବାରର ମିଳିତ ଉଦ୍ୟମରେ ଆଜି ବରଗଡ଼ର ଆଶା କିରଣଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ
Read More...

ପାଇକମାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ କୋଭିଡ଼ ସଚେତନତା ରଥକୁ ସ୍ୱାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ଼ ସଚେତନତା ପର୍ଯ୍ୟବେକ୍ଷଣର ଶେଷ ମାସରେ ମାଣ୍ଡୋସିଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ବାହାରି ପାଇକମାଲ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପହଂଚି ଥିଲା । ପାଇକମାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ଼ ସଚେତନତା ରଥକୁ ଡ଼. ସୁଧିର କୁମାର ପ୍ରଧାନ, ଜନ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ସଇଁନ୍ତଲା ବ୍ଲକ ବଡମାଲ ଗ୍ରା.ପ.ରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ସ୍ଵାଧୀନତା ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅମୃତ ମହୋତ୍ସବ ପାଇଁ ପ୍ରେସ ବିଜ୍ଞପ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାଧୀନତା ଦିବସ ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ପକ୍ଷରୁ ଅମୃତ ମହୋତ୍ସବ ପାଳନ କରିବା ପାଇଁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ସାରା ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଅମୃତ ମହୋତ୍ସବ ପାଳନ କରାଯିବ । ଓଡ଼ିଶାର
Read More...

ବାଳିକା ଉଚ୍ଚ ବିଦ୍ୟାଳୟରେ ରାମମୂର୍ତ୍ତି ଦୋରାଙ୍କ ସ୍ମୃତି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ବରଗଡ଼ ଆନୁକୂଲ୍ୟରେ ରାମମୂର୍ତ୍ତି ଦୋରାଙ୍କର ସ୍ମୃତିରେ ଏକ ସର୍ବ ଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଆଶୁତୋଷ ଦେ'ଙ୍କର
Read More...