Daily Archives

ହାତୀ ପାହାଡ ଉପରେ ଜାତୀୟ ପତାକା ଉତ୍ତୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଗାନ୍ଧୀ ଷ୍ଟାଡିୟମ ଠାରେ ନିୟମିତ ବ୍ୟାୟାମ କରୁଥିବା କିଛି ଯୁବକ ସାଇ ସୁମନ କୁମାରଙ୍କ ନେତୃତ୍ୱରେ ହାତୀ ପାହାଡ ଉପରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥିରେ ସାଇ ସୁମନ କୁମାର ପତାକା ଉତ୍ତୋଳନ କରିଥିବା ବେଳେ ଏମ୍ ମାନସ, ଭିରାଟ, ଦେବ,
Read More...

ଭ୍ରାମ୍ୟମାଣ ପରୀକ୍ଷାଗାର ଏବଂ ସ୍ୱାସ୍ଥ୍ୟ ଉପକେନ୍ଦ୍ର ମାନଙ୍କରେ ଡିଜିଟାଲ୍‌ ପରୀକ୍ଷା ଉପକରଣ ବ୍ୟବହାର କାର୍ଯ୍ୟକ୍ରମର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଭ୍ରାମ୍ୟମାଣ ପରୀକ୍ଷାଗାର ଏବଂ ସ୍ୱାସ୍ଥ୍ୟ ଉପକେନ୍ଦ୍ର ମାନଙ୍କରେ ଡିଜିଟାଲ୍‌ ପରୀକ୍ଷା ଉପକରଣ ବ୍ୟବହାର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର
Read More...

ନିରସ ଜୀବନକୁ ସରସ କରିବାରେ ସମର୍ଥ ଭକ୍ତି କବିତା

କବି ଗୀତିକାର ଜ୍ୟୋତି ରଞ୍ଜନ ମିଶ୍ରଙ୍କ ଭଜନ ସଂକଳନ 'ଗୀତ ମୁକୁତା ' ଲୋକାର୍ପିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଂପ୍ରତିକ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ମଣିଷ ନିଜ ଭିତରେ ହଜି ଯାଉଛି । ଏକ ବ୍ୟକ୍ତି କୈନ୍ଦ୍ରିକ ଜୀବନ ମଣିଷର ସାମାଜିକତାକୁ ନଷ୍ଟ କରିଦେଉଛି । ଜଗତ ଓ ଜୀବନକୁ
Read More...

ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ୭୫ତମ ସ୍ଵାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ୭୫ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । କରୋନା କଟକଣା ଯୋଗୁଁ କୋଭିଡ ନିର୍ଦେଶାବଳୀ ଅନୁସାରେ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳନ କରଯାଇଥିଲା । ୭୫ତମ ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ
Read More...

ବ୍ଲେକ ଇଗଲ୍‌ ସିକ୍ୟୁରିଟି ସର୍ଭିିସେସ୍‌ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ଲେକ ଇଗଲ୍‌ ସିକ୍ୟୁରିଟି ସର୍ଭିିସେସ୍‌ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଦତ୍ତ ଭୋଇ ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ । ଏଥିରେ ବ୍ଲେକ ଇଗଲ୍‌ ସିକ୍ୟୁରିଟି
Read More...

ସ୍ୱାଧୀନତା ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ତେଲିପୁଖାପାଣି ମହିଳା ବିଦ୍ୟାଳୟଠାରେ ସ୍ୱାଧୀନତା ଦିବସ ଅବସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ସଭାପତି ସୁରତ ଗଡତିଆଙ୍କ ସହ ସୀତାରାମ ଭୋଇ, ପଞ୍ଚାନନ
Read More...

୭୫ ସ୍ୱାଧୀନତା ଦିବସରେ ସଂଗ୍ରାମୀ ମାନଙ୍କ ଉଦେଶ୍ୟରେ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୭୫ ତମ ସ୍ୱାଧୀନତା ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଉଦ୍ଦେଶ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଏନ୍.ଏ.ସି
Read More...

ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ୭୫ ତମ ସ୍ୱାଧୀନତା ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ସ୍ଥାନୀୟ ରମାଇ ହାଇସ୍କୁଲ ପଡ଼ିଆରେ ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ୭୫ ତମ ସ୍ୱାଧୀନତା ଦିବସ କୋଭିଡ କଟକଣା ନିୟମ ଅନୁସାରେ ପାଳିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ଦାୟିତ୍ଵରେ ଥିବା ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା ମୁଖ୍ୟ ଅତିଥି, ସହକାରୀ ଜିଲ୍ଲାପାଳ
Read More...

ଝାରମୁଣ୍ଡା ଏଥ୍‌ଲେଟିକ ଏସୋସିଏସନରେ ୭୫ତମ ସ୍ୱାଧୀନତା ଦିବସ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡ। ଏଥ୍‌ଲେଟିକ ଏସୋସିଏସନରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସରପଞ୍ଚ ସୁନୀଲ କୁମାର ଅଗ୍ରୱାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ପଂଚାୟତ ଅଧିନସ୍ଥ
Read More...

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ୭୫ତମ ସ୍ଵାଧୀନତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାରା ଭାରତ ବର୍ଷରେ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରକୁ ଅମୃତ ମହୋତ୍ସବ ରୂପେ ପାଳନ କରାଯାଇଛି । ସେହିଭଳି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର, ତରଫରୁ ବଲାଙ୍ଗିର ଜିଲ୍ଲାର ଐତିହାସିକ ପୀଠ ରାଣୀପୁରଝରିଆଲ ଠାରେ ପ୍ରଥମଥର ତ୍ରିରଙ୍ଗା
Read More...