Daily Archives

ନୃଶଂସ ହତ୍ୟାକାଣ୍ଡ : ଦିଅର ହାତରେ ଭାଉଜର ପ୍ରାଣ ଗଲା

ଲାଠୋର, (କେପିଏନଏସ) : ଏକ ନୃଶଂସ ହତ୍ୟାକାଣ୍ଡର ଖବର ଆସିଛି। ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଲାଠୋର ଥାନା ଅନ୍ତର୍ଗତ ସାହାଜପାଣି ଗାଁର ଅନୀଲ ମେହେର ନିଜ ଭାଉଜଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ଭାଉଜଙ୍କୁ ପାଟଣାଗଡ଼ ଡ଼ାକ୍ତରଖାନାକୁ ଅଣାଯାଇଥିଲା। ତେବେ ଡାକ୍ତର
Read More...

ହାର୍ଡକୋର୍‌ ମାଓବାଦୀ ସହଯୋଗୀ ଗିରଫ୍‌

ପାଟଣାଗଡ, (କେପିଏନ୍‌ଏସ୍‌) : ଜଣେ ହାର୍ଡକୋର୍‌ ମାଓବାଦୀ ସହଯୋଗୀ ଗିରଫ୍‌ ହୋଇଥିବା ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ସୂଚନା ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଲାଠୋର ଥାନା ଅନ୍ତର୍ଗତ ଝାଲବାହାଲ ଗ୍ରାମର ହାର୍ଡକୋର୍‌ ମାଓବାଦୀ ସହଯୋଗୀ ଦୁର୍ଯ୍ୟୋଧନ ବରିହା(୪୦) ପୋଲିସ
Read More...

ବନ୍ଧପଡ଼ା ମଣ୍ଡଳ ସ୍ତରୀୟ ବିଜେପିର କାର୍ଯ୍ୟକାରିଣୀ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ୧୨ଟା ସମୟରେ ଦେଓଗାଁ ବ୍ଳକ ବନ୍ଧପଡ଼ା ମଣ୍ଡଳ ସ୍ତରୀୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ବନ୍ଧପଡ଼ା ସ୍ଥିତ କଲ୍ୟାଣ ମଣ୍ଡପରେ ମଣ୍ଡଳ ସଭାପତି ବାସୁଦେବ ସିଂନିନାଙ୍କ ସଭାପତିତ୍ୱରେ ଅନୁ‌ଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ଜିଳ୍ଲା ବିଜେପି
Read More...

ଟ୍ରାକ୍ଟର ଓଲଟି ଯୁବକଙ୍କ ମୃତ୍ୟୁ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ସକାଳୁ ଟିଟିଲାଗଡ ଥାନା ଅନ୍ତର୍ଗତ ବାଞ୍ଜିପଦର ଗ୍ରାମରେ ଥିବା ଏକ କ୍ଷେତରେ ମାଟି ସଜାଡୁଥିବା ସମୟରେ ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଟିଟିଲାଗଡ ସହର ସ୍ଥିତ ବ୍ଲକ ପଡ଼ାର ଭଜମନ ବଗର୍ତ୍ତିଙ୍କ ପୁଅ ଶ୍ରୀନିବାସ
Read More...

ଚକ୍ଷୁ ବିଭାଗ ଟେକ୍‌ନିସିଆନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ୧.୨୫ କୋଟି ଟଙ୍କାର ସମ୍ପତ୍ତି ଠାବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନାରେ କାର୍ଯ୍ୟରତ ଚକ୍ଷୁ ବିଭାଗ ଟେକ୍‌ନିସିଆନ କିଶୋର ଚନ୍ଦ୍ର ପ୍ରଧାନଙ୍କ ଘରେ ସମ୍ବଲପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧.୨୫ କୋଟି ଟଙ୍କାର ସ୍ଥାବର ଅବସ୍ଥାର
Read More...

ନିର୍ମାଣାଧିନ ପାଇଖାନା ଟାଙ୍କିରେ ଯୁବକଙ୍କ ମୃତ୍ୟୁ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ସହରର ହିନ୍ଦୀ ହାଇସ୍କୁଲ ଛକ ନିକଟରେ ନିର୍ମାଣାଧିନ ପାଇଖାନା ଟାଙ୍କିରେ ପଶି ଶ୍ୱାସରୁଦ୍ଧ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଯୁବକ ଗୁରୁତର ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନାମତେ ସ୍ଥାନୀୟ ହିନ୍ଦୀ ହାଇ ସ୍କୁଲ
Read More...

ସାଧାରଣ ଭକ୍ତଙ୍କ ପାଇଁ ଆସନ୍ତା କାଲିଠାରୁ ଖୋଲିବ ମନ୍ଦିର, ମସଜିଦ, ଚର୍ଚ୍ଚ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆସନ୍ତା କାଲିଠାରୁ ବରଗଡ଼ ଜିଲ୍ଲାରେ କୋଭିଡ ଗାଇଡ ଲାଇନ ପାଳନରେ ସାଧାରଣ ଭକ୍ତଙ୍କ ପୂଜା ଆରାଧନା ପାଇଁ ମନ୍ଦିର, ମସଜିଦ, ଚର୍ଚ୍ଚ ଆଦି ଖୋଲିବ । ବରଗଡ଼ ଜିଲ୍ଲାପାଳଙ୍କ ଚିଠିସଂଖ୍ୟାNO-VI-20/2021-7084 Emg.Dated04-08-2021 ଅନୁଯାୟୀ କୋଭିଡ ଗାଇଡ
Read More...

ପୋଲିସ କବଜାରେ ଗଞ୍ଜେଇ ବେପାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଳରେ ଯାଉଥିବା ବଡକୁଞ୍ଜାରୀ ଗ୍ରାମର ବେଲାରସେନ ପଟେଲ ବୟସ-୨୫ବର୍ଷ ପିତା-କ୍ଷିରସିନ୍ଧୁ ପଟେଲ ଏବଂ ଜଗନ୍ନାଥ ପଟେଲ ବୟସ ୨୪ ବର୍ଷ ପିତା ଜୟକୃଷ୍ଣ ପଟେଲ ଏକ ହିରୋ କମ୍ପାନୀର ଏଚ୍.ଏଫ୍ ଡିଲ୍ସ ମୋଟର ସାଇକେଲ ଯାହାର
Read More...

ଖାଉଟି, ସମବାୟ ଓ ହସ୍ତତନ୍ତର ବିଭାଗୀୟ ଷ୍ଟାଣ୍ଡିଂ କମିଟି ବୈଠକ : ଲୋକେ ଯେମିତି ଭୋକିଲା ନରହିବେ, ସେଥିପ୍ରତି ବିଭାଗ…

ସ୍ୱତନ୍ତ୍ର ଅଡିଟ ରିପୋର୍ଟ ଉପରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶାର ସମସ୍ତ ଜିଲ୍ଲାରୁ ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ରାସନ ଯୋଗାଇବାରେ ଅଧିକାରୀମାନେ ବିଫଳ ଅଛନ୍ତି ବୋଲି ବାରମ୍ବାର ଅଭିଯୋଗ ଆସୁଛି । ଅନେକ ଗରିବ ଲୋକ ଖାଦ୍ୟ ସୁରକ୍ଷା
Read More...

ମଦନପୁର ଓଡିଶା ଆଦର୍ଶ ବିଦ୍ୟାଳୟରେ ଦଶମ ପାସ ହାର ୯୭.୭୩% ଓ ଯୁକ୍ତ ଦୁଇରେ ଶତ ପ୍ରତିଶତ

କଳାହାଣ୍ଡି, (ପି. କେ.ସାହୁ), କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ସିବିଏସ୍‌ଇ ପରୀକ୍ଷାରେ ଯୁକ୍ତ ଦୁଇ ରେଜଲ୍ଟ ଶତ ପତିସତ ଥିବା ବେଳେ ଦଶମ ଶ୍ରେଣୀ ରେଜଲ୍ଟ ୯୭.୭୩% ଅଛି । ଯୁକ୍ତ ଦୁଇରେ ସୁପ୍ରିୟା ନାୟକ ସର୍ବାଧିକ ୯୨.୨% ମାର୍କ ରଖି ଟପ୍ପର ଓ
Read More...