pakka

ପୋଲିସ କବଜାରେ ଗଞ୍ଜେଇ ବେପାରୀ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଳରେ ଯାଉଥିବା ବଡକୁଞ୍ଜାରୀ ଗ୍ରାମର ବେଲାରସେନ ପଟେଲ ବୟସ-୨୫ବର୍ଷ ପିତା-କ୍ଷିରସିନ୍ଧୁ ପଟେଲ ଏବଂ ଜଗନ୍ନାଥ ପଟେଲ ବୟସ ୨୪ ବର୍ଷ ପିତା ଜୟକୃଷ୍ଣ ପଟେଲ ଏକ ହିରୋ କମ୍ପାନୀର ଏଚ୍.ଏଫ୍ ଡିଲ୍ସ ମୋଟର ସାଇକେଲ ଯାହାର ନଂ-ସିଜି-୦୬-ଜିଇ-୩୮୨୩ ରେ ୭କିଲୋ ୫୦ ଗ୍ରାମ୍ ଗଞ୍ଜେଇ ଏକ ଜରିବସ୍ତାରେ ନେଉଥିବା ସମୟରେ ଜଗଦଲପୁର ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜବତ ସହ ଗିରଫ କରି ଜଗଦଲପୁର ପିଏସ୍ କେଶନଂ-୯୮ ତାରିଖ-୦୩.୦୮.୨୦୨୧ ୟୁଆଇଏସ(ବି) ଏନ୍‌ଡିପିଏସ୍‌ ଆକ୍ଟ ଅନୁଯାୟୀ ଗିରଫ ସହ ଆଜି ତା୦୪.୦୮.୨୦୨୧ରେ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରିଛନ୍ତି ।

jay balangir
Leave A Reply

Your email address will not be published.

four × 1 =

error: Content is protected !!