pakka

ସାଧାରଣ ଭକ୍ତଙ୍କ ପାଇଁ ଆସନ୍ତା କାଲିଠାରୁ ଖୋଲିବ ମନ୍ଦିର, ମସଜିଦ, ଚର୍ଚ୍ଚ

bbehera

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆସନ୍ତା କାଲିଠାରୁ ବରଗଡ଼ ଜିଲ୍ଲାରେ କୋଭିଡ ଗାଇଡ ଲାଇନ ପାଳନରେ ସାଧାରଣ ଭକ୍ତଙ୍କ ପୂଜା ଆରାଧନା ପାଇଁ ମନ୍ଦିର, ମସଜିଦ, ଚର୍ଚ୍ଚ ଆଦି ଖୋଲିବ । ବରଗଡ଼ ଜିଲ୍ଲାପାଳଙ୍କ ଚିଠିସଂଖ୍ୟାNO-VI-20/2021-7084 Emg.Dated04-08-2021 ଅନୁଯାୟୀ କୋଭିଡ ଗାଇଡ ଲାଇନ ଅନୁସାରେ ମାକ୍ସ ପିନ୍ଧିବା, ୬ ଫୁଟର ସାମାଜିକ ଦୂରତା, ହାତ ଧୋଇବା ଆଦି ପାଳନ ପୂର୍ବକ ଧର୍ମାନୁଷ୍ଠାନ ଗୁଡିକୁ ଖୋଲି ପାରିବେ ବୋଲି ସୂଚିତ କରିଛନ୍ତି ।

jay balangir
Leave A Reply

Your email address will not be published.

5 × 5 =

error: Content is protected !!