Daily Archives

ନାଗପଡ଼ା ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ଦାବୀପତ୍ର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେମଣ୍ଡା ପଞ୍ଚାୟତ ନାଗପଡା ଗ୍ରାମର ରେମଣ୍ଡା ଗ୍ରାମପଞ୍ଚାୟତରେ ଅଧିନରେ ରହିଛି । ଆଜି ଭେଡେନ ତହସିଲଦାର ଅନୀଲ କୁମାର ହୋତାଙ୍କୁ ନାଗପଡ଼ା ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି
Read More...

ଅନୁସୂଚିତ ଜନଜାତି ବିଜେପି ଜନମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ ହେଲେ ଗୋବର୍ଦ୍ଧନ ଭୁଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବରଗଡ ଜିଲ୍ଲାରୁ ଗୋବର୍ଦ୍ଧନ ଭୁଏଙ୍କୁ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି ।
Read More...

ଖୋଲିଲା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : କୋଭିଡ-୧୯ କଟକଣା କୋହଳ ହେବା ପରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଲ ରାଣାଙ୍କ ଆଦେଶ ଅନୁସାରେ ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣିପୁର ଝରିଆଲ ସ୍ଥିତ ସୋମେଶ୍ୱର ମନ୍ଦିର ଶ୍ରଦ୍ଧାଳୁ ମାନଙ୍କ ପାଇଁ ଖୋଲାଯାଇଥିବା
Read More...

ଆଦିମ ଅଧିବାସୀ ଏକତା ମଞ୍ଚର ପ୍ରୟାସ : ମୋ ଚାଟଶାଳୀ କେନ୍ଦ୍ର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଶିକ୍ଷାଦାନ

ବୌଦ୍ଧ, (ବଂଶୀଧର ମାଝୀ) : କରୋନା ପାଇଁ ଦୀର୍ଘ ୧୭ ମାସ ହେବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଉନାହାନ୍ତି । ବିକଳ୍ପ ଶିକ୍ଷା ଭାବେ ସରକାର ଅନ୍‌ଲାଇନ୍‌ ଓ ୟୁଟ୍ୟୁବ୍‌ ମାଧ୍ୟମରେ ଶିକ୍ଷା ପ୍ରଦାନ କରୁଛନ୍ତି । କିନ୍ତୁ ବୌଦ୍ଧ ଭଳି ଜିଲ୍ଲାରେ
Read More...

ଚିନ୍ଦାଗୁଡାରେ ବିଜେଡି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତରା ପଂଚାୟତ ଚିନ୍ଦାଗୁଡା ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ଜିଲ୍ଲା ଯୁବ ବିଜୁ ଜନତା ଦଳର ଉପସଭାପତି ସୁଧାଂଶୁ
Read More...

ବିଧାୟିକା ରୀତା ସାହୁଙ୍କ ସଂଗ୍ରହାଳୟର ମରାମତି କାର୍ଯ୍ୟର ତଦାରଖ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ସ୍ଥିତ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସଂଗ୍ରାହାଳୟର ଓ ଗବେଷଣା କେନ୍ଦ୍ରର ସମ୍ପୂର୍ଣ୍ଣ ମରାମତି କାର୍ଯ୍ୟକୁ ଆଜି ବିଜେପୁର ବିଧାୟିକା ରୀତା ସାହୁ ବୁଲି ଦେଖିବା ସହ କାମ ଶୀଘ୍ର ଶେଷ କରିବାକୁ କହିଥିଲେ । ୧୯୭୦ରୁ କବି ଗଙ୍ଗାଧର ମେହେରଙ୍କ ବାସ
Read More...

ଖୋର୍ଦ୍ଧା –ବଲାଙ୍ଗିର ରେଳ ପଥ ପୁଣି ଅବହେଳାର ଶିକାର : ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର-ରାଜ୍ୟ ବୁଝାମଣା ପତ୍ରର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାରୁ ନିର୍ବାଚିତ ହୋଇଥିବା ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ମବ ରେଳ ମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କଲା ପରେ ରେଳ ବିକାଶ କ୍ଷେତ୍ରରେ ଅବହେଳିତ ଓଡିଶାକୁ ନ୍ୟାୟ ମିଳିବ ବୋଲି ରାଜ୍ୟବାସୀ ଆଶାବାଦୀ ଥିବା ବେଳେ ନିର୍ମାଣାଧିନ ଖୋର୍ଦ୍ଧା-ବଲାଙ୍ଗିର
Read More...

‘କୋଶଳ ପ୍ରବାହ ଲାଇଭ୍‌’ ପ୍ରଥମ ବାର୍ଷିକୋତ୍ସବରେ ବରଗଡ଼ର ନିଷ୍ଠା ପରିବାର ସମ୍ବର୍ଦ୍ଧିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କୋଶଳ ପ୍ରବାହ ସାପ୍ତାହିକ ସମ୍ବାଦ ପତ୍ରର ୨୧ବର୍ଷ ପୂର୍ତ୍ତି ଓ 'କୋଶଳ ପ୍ରବାହ ଲାଇଭ୍‌'ର ପ୍ରଥମ ବାର୍ଷିକୀ ଉତ୍ସବ ଅବସରରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ସରୋଜ
Read More...

୩ ଲକ୍ଷ ଟଙ୍କାର କପ୍‌ସିରପ୍‌ ଚୋରା ଚାଲାଣ ବେଳେ ଗୋଟିଏ ସ୍କୋର୍ପିଓ ସହ ଜଣଙ୍କୁ ଗିରଫ କଲା ପୋଲିସ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥରୁ ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର କପ୍‌ସିରପ୍‌ ଚୋରା ଚାଲାଣ ବେଳେ ଗୋଟିଏ ସ୍କୋର୍ପିଓ ସହ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ବଲାଙ୍ଗିରକୁ
Read More...

ପ୍ରାଥମିକ ଶିକ୍ଷାରେ ଗ୍ରାମ ପଂଚାୟତର ଭୂମିକା ସମ୍ପର୍କରେ ତାଲିମ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର, ଓଡ଼ିଶାର ସରକାରଙ୍କ ସହଯୋଗରେ ମ.ରାମପୁରର ୧୦ ଜଣ ଅଙ୍ଗନୱାଡ଼ି କର୍ମୀ ଓ ୧୦ ଜଣ ୱାର୍ଡ ମେମ୍ବର/ ନାଏବ
Read More...