csstore

ଚିନ୍ଦାଗୁଡାରେ ବିଜେଡି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତରା ପଂଚାୟତ ଚିନ୍ଦାଗୁଡା ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ଜିଲ୍ଲା ଯୁବ ବିଜୁ ଜନତା ଦଳର ଉପସଭାପତି ସୁଧାଂଶୁ ସିଂଦେଓଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟକାରୀ ସଭାପତି ସଞ୍ଜୟ ସିଂଦେଓ, ପ୍ରଦୀପ ସାହୁ, ତ୍ରୀବିକ୍ରମ ବେହେରା, ଭୋଜରାଜ ବେହେରା, ୱାର୍ଡ ମେମ୍ବର ରମେଶ କମ୍ପାନ, ହାବିଲ ଛୁରା, ମକରଧ୍ୱକ୍ସ ତାଣ୍ଡି, ପିତାମ୍ବର ବେହେରା, ପଦୁ ବେହେରା, କମଲ ସାଗର, ପ୍ରେମାନନ୍ଦ ଭୋଇ, ଡମ୍ବରୁଧର ସାହୁ, ପ୍ରୋମାନନ୍ଦ ସାହୁ ପ୍ରମୁଖଙ୍କ ବହୁ ବିଜେଡି କର୍ମୀ ମାନେ ସାମିଲ ହୋଇଥିଲେ । ଆଗାମୀ ଦିନରେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି କୁହାଯାଉଛି ।

jayashree
Leave A Reply

Your email address will not be published.