Daily Archives

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଆଗଲପୁର ବ୍ଲକ ଭରସୁଜା ଗ୍ରା.ପ.ରୁ ଜଣେ, ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୬ ଏବଂ ୱାର୍ଡ ନଂ.୫ରୁ ଜଣେ ଲେଖାଏଁ କରୋନା ଆକ୍ରନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି…
Read More...

ନୂଆପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆଦିବାସୀ ଉଚ୍ଚ ବିଦ୍ୟାଳୟ ନୂଆପାଲିର ପ୍ରଧାନ ଶିକ୍ଷକ ଅନନ୍ତ ଚରଣ କ୍ଷେତୀଙ୍କ ତତ୍ତ୍ୱାବଧାନରେ ମୋ ସ୍କୁଲ ଅଭିଯାନରେ ହୋଇଥିବା ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର ଶୁଭ ଉଦଘାଟନ ଓ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…
Read More...

ଜିଲ୍ଲା କୃଷି ଅଧିକାରୀଙ୍କୁ କିଶାନ କଂଗ୍ରେସର ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ଖରିଫ ଋତୁରେ ସ୍ୱଳ୍ପ ବର୍ଷା ଯୋଗୁଁ କମ୍‌ ଜାଗାରେ ଚାଷ କାମ ଚାଲୁଥିଲେ ମଧ୍ୟ କୃଷକଙ୍କୁ ସାର ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି । ଅଧିକ ଅମଳ ପାଇଁ ସାର ପ୍ରୟୋଗ ନିହାତି ଜରୁରୀ ହୋଇଥିଲେ ମଧ୍ୟ ସାର ନ ପାଇବାରୁ ଚାଷୀମାନେ ନାହିଁ ନଥିବା ଅସୁବିଧାର…
Read More...

‘କୋଶଳ ପ୍ରବାହ ଲାଇଭ୍‌’ ୱେବ୍‌ ନ୍ୟୁଜ୍‌ ପୋର୍ଟାଲ୍‌ର ପ୍ରଥମ ବାର୍ଷିକୋତ୍ସବ ଅନୁଷ୍ଠିତ : ଜନସାଧାରଣଙ୍କ ବାର୍ତ୍ତାବହ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରୁ ପ୍ରକାଶିତ ‘କୋଶଳ ପ୍ରବାହ ଲାଇଭ’ ନ୍ୟୁଜ ପୋର୍ଟାଲ ଆଜି ଦ୍ୱିତୀୟ ବର୍ଷରେ ପାଦ ଦେଇଛି । ସ୍ଥାନୀୟ ସମ୍ବାଦିକ ଭବନ ଠାରେ ଆୟୋଜିତ ବାର୍ଷିକତ୍ସୋବ କାର୍ୟ୍ୟକ୍ରମରେ ସାମ୍ପ୍ରତିକ ପରିସ୍ଥିତିରେ ୱେବ୍‌ ନ୍ୟୁଜ୍‌ ପୋର୍ଟଲର ଭୂମିକା ପ୍ରସଙ୍ଗରେ…
Read More...

ବଲାଙ୍ଗିର ଏକ୍ସନ କମିଟିର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦିନ ୧୧ ଘଣ୍ଟା ସମୟରେ ବଲାଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଲଜି ପାଣିଗ୍ରାହୀଙ୍କ ନେତୃତ୍ୱରେ କମିଟିର ଏକ ପ୍ରତିନିଧି ମଣ୍ଡଳି ବଲାଙ୍ଗିର ଏନ୍‌ଏଚ୍‌ ଡିଭିଜନର ନିର୍ବାହୀ ଯନ୍ତ୍ରୀ ହେମନ୍ତ କୁମାର ନାୟକଙ୍କୁ ସାକ୍ଷାତ କରି, ବଲାଙ୍ଗିର ବାଇପାସ କାର୍ଯ୍ୟର…
Read More...

ଭାରସାମ୍ୟ ହରାଇ ବାଇକ୍‌ ର୍ଦୁଘଟଣା : ଯୁବକ ଗୁରୁତର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ନମ୍ବର ବରଗାଁଠାରେ ଭାରସାମ୍ୟ ହରାଇ ଯୁବକ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନାନୁସାରେ ସ୍ଥାନୀୟ ଲୋକେ ଦେଖିବା ପରେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଆସିବା ପରେ ସଇଁନ୍ତଲା…
Read More...

ବେନିୟମ ଭାବେ ବାଲି ଚାଲାଣ : ୬୭ ହଜାର ଟଙ୍କା ଜୋରିମାନା ଆଦାୟ

ସୁବର୍ଣ୍ଣପୁର, (ପ୍ରଭୂଦତ୍ତ ରଥ) : ସୋନପୁର- ମନମୁଣ୍ଡା ବ୍ରିଜ ତଳ ତେଳ ନଦୀରୁ ୪ଟି ଟ୍ରାକ୍ଟର ଓ ଗୋଟିଏ ହାଇୱାକୁ ବେନିୟମ ଭାବେ ବାଲି ଚାଲାଣ କରୁଥିବା ସମୟରେ ଉପଜିଲ୍ଲାପାଳ, ସୋନପୁର ନିହାର ରଞ୍ଜନ କଁହରଙ୍କ ନିଦ୍ଦେଶକ୍ରମେ ତହସିଲଦାର ସୋନପୁର ନବୀନ କିଶୋର ପାଢ଼ୀ ଚଢ଼ାଉ କରି ବେନିୟମ ବାଲି…
Read More...

‘ମୋ ଝିଅକୁ ବଞ୍ଚାଇଦିଅ…… ମତେ ସାହାଯ୍ୟ କର, ମୋ ଝିଅକୁ କେନ୍ସର ହୋଇଛି’

ବରଗଡ, (ନିରୋଜ କୁମାର ପାଣୀ) : ବୃଦ୍ଧା ମା' ଟି କୋହଭରା କାନ୍ଦ ସହିତ ହାତଯୋଡି ଜନସାଧାରଣଙ୍କୁ ସାହାଯ୍ୟର ଭିକ୍ଷା ମାଗୁଛନ୍ତି, କାନ୍ଦି କାନ୍ଦି ସରକାରଙ୍କୁ କାକୁତି ମିନତୀ କରିଛନ୍ତି ମୋ ଝିଅକୁ ବଞ୍ଚାଇଦିଅ, ଟିକେ ସାହାଯ୍ୟ କର । ରୋଜଗାରକ୍ଷମ ୩୦ ବର୍ଷର ଝିଅକୁ କେନ୍ସର ରୋଗ ହେବାପରେ…
Read More...

ଜିଲ୍ଲାରେ କୋଭିଡ୍‌ କଟକଣା ମଧ୍ୟରେ ଖୋଲିଲା ଧାର୍ମିକ ଅନୁଷ୍ଠାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଆଜିଠାରୁ ମନ୍ଦିର, ଚର୍ଚ୍ଚ, ମସଜିଦ ଆଦି ଧାର୍ମିକ ଅନୁଷ୍ଠାନ କୋଭିଡ୍‌ କଟକଣା ମଧ୍ୟରେ ଖୋଲିଛି । ଗତକାଲି ଜିଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ଅନୁଯାୟୀ, ଧାର୍ମିକ ଅନୁଷ୍ଠାନ ଖୋଲିବା ପୂର୍ବରୁ ସ୍ଥାନୀୟ…
Read More...

ଚଳିତ ବର୍ଷର ନୂଆଖାଇ ଲଗ୍ନ ଧାର୍ଯ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷର ନୂଆଖାଇ ଲଗ୍ନ ଧାର୍ଯ୍ୟ ହୋଇଛି । ପଶ୍ଚିମ ଓଡିଶା ମହାନ ପର୍ବ ତଥା ଚଳିତ ବର୍ଷର ନୂଆଖାଇ ପାଇଁ ପାଟଣା ମହରାଜାଙ୍କ କାର୍ଯ୍ୟାଳୟ ନୂଆଖାଇ ଲଗ୍ନକୁ ନେଇ ପ୍ରଚାର ପତ୍ର ଜାରି ହୋଇଛି । ଆଗାମୀ ସେପ୍ଟେମ୍ବର ୧୧ ତାରିଖ ଶନିବାର ଦିନ, ତୁଳା ଲଗ୍ନ,…
Read More...