Yearly Archives

2022

ଭୁବନେଶ୍ୱରରେ ସହରାଞ୍ଚଳ ମୋ ସେବା କେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରରେ ଆଦର୍ଶ 'ସହରାଞ୍ଚଳ ମୋ ସେବା କେନ୍ଦ୍ର' ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଭୁବନେଶ୍ୱର ବାପୁଜୀ ନଗରରେ ସ୍ମାର୍ଟ ସିଟି ସହଯୋଗରେ ଏହି ମୋ ସେବା କେନ୍ଦ୍ର ଆରମ୍ଭ କରାଯାଇଛି । ଏହି
Read More...

ମା’ ଦ୍ୱାରସେହ୍ନି ଫୁଟବଲ ଟୁର୍ଣ୍ଣାମେଣ୍ଟ : ପତ୍ରାପାଲି ଚମ୍ପିୟାନ

ବଙ୍ଗୋମୁଣ୍ଡା, (ଅର୍ଜନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପଲ୍ଲିଶ୍ରୀ ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ମା' ଦ୍ୱାରସେହ୍ନି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି ।ଫାଇନାଲ ମ୍ୟାଚ ପତ୍ରାପାଲି ଓ ଚଲକୀ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ
Read More...

ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ବଙ୍ଗୋମୁଣ୍ଡାକୁ ହରାଇ ଫାଇନାଲରେ କଣ୍ଟାବାଞ୍ଜି

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଥ କ୍ୱାର୍ଟର ଫାଇନାଲରେ କଣ୍ଟାବାଞ୍ଜି ଦଳ ଓ ବଙ୍ଗୋମୁଣ୍ଡା ଦଳ ମଧ୍ୟରେ ଖେଳ
Read More...

ଯୋଗ୍ୟ ପ୍ରାର୍ଥିନୀଙ୍କୁ ଅଙ୍ଗନୱାଡି କର୍ମୀ ଭାବେ ନିଯୁକ୍ତି କର ନଚେତ ଆଗାମୀ ଦିନରେ ବିରାଟ ଆନ୍ଦୋଳନ ହେବ : ଆମ୍ବେଦକର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମିଠାପାଲି ଅଙ୍ଗନୱାଡି କେନ୍ଦ୍ରର ଅଙ୍ଗନୱାଡି କର୍ମୀ ନିଯୁକ୍ତିର ସତ୍ୟାସତ୍ୟ ଧିରେ ଧିରେ ବିରାଟ ରୂପ ନେବାରେ ମୁଣ୍ଡ ଟେକିଛି । ପୂର୍ବରୁ ଅନେକ ଗଣମାଧ୍ୟମରେ ଜାଲ ସାର୍ଟିଫିକେଟରେ ଅଙ୍ଗନୱାଡି କର୍ମୀ ନିଯୁକ୍ତି ଖବର ପ୍ରକାଶିତ ହୋଇଥିବା
Read More...

ମଳକଣ୍ଠକ ରୋଗୀଙ୍କ ଚିକିତ୍ସା କରାଇଲେ ସମିତି ସଭ୍ୟ ଗିରିରାଜ ସିଂ ମାଝି

ତୁରେକେଲା, (କୈଳାସ ସଗ୍ରିଆ) : ମଳକଣ୍ଠକ ରୋଗୀଙ୍କ ଚିକିତ୍ସା କରାଇଲେ ସମିତି ସଭ୍ୟ ଗିରିରାଜ ସିଂ ମାଝି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କନ୍ଦେଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟିକ୍ରାପଡା ଗାଁର ଗୋପବନ୍ଧୁ ବାଗ ମଳକଣ୍ଠକ ଓ କିଡିନି ରୋଗରେ ପୀଡିତ ଥିବା ଖବର ସମିତି
Read More...

ସ୍ୱାତିନକ୍ଷତ୍ରର ଶାମୁକା ଓ ବଣମଲ୍ଲୀର ସ୍ୱର ପୁସ୍ତକ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭଜକୃଷ୍ଣ ସାରସ୍ୱତ ସ୍ମୃତି ସଂସଦ ରାଉରକେଲା ଓ ସରଳାଦେବୀ ଭାଗିରଥି ମହାପାତ୍ର ଟ୍ରଷ୍ଟ କଟକର ମିଳିତ ଆନୁକୂଲ୍ୟରେ ଆଲୋଚନାଚକ୍ର, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା ଛେଣ୍ଡ ସ୍ଥିତ ଧାମରା ସଂଘଠାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ତଥା ସଂସଦର
Read More...

ରେନବୋ ପବ୍ଲିକ ସ୍କୁଲରେ ବିଂଶତମ ଜ୍ଞାନବିଜ୍ଞାନ ମେଳା ଆୟୋଜିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ରେନବୋ ପବ୍ଲିକ ସ୍କୁଲର ଜ୍ଞାନବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି । ଏହି ମେଳାକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭୁକ୍ତା କଲେଜର ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଡ. ରାଜକିଶୋର ପ୍ରଧାନ
Read More...

ଜଗମୋହନ ମୀନା ନୂତନ ଗଞ୍ଜାମ ଏସ୍‌ପି ଭାବେ ନିଯୁକ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲାର ନୂତନ ଏସ୍‌ପି ଭାବେ ଜଗମୋହନ ମୀନାଙ୍କ ନିଯୁକ୍ତି ହୋଇଥିବା ରାଜ୍ୟ ସରକାରଙ୍କ ଗୃହ ବିଭାଗ ଦ୍ଵାରା ପ୍ରଦତ୍ତ ବିଜ୍ଞପ୍ତିରୁ ସୂଚନା ମିଳିଛି । ଶ୍ରୀ ମୀନା ଅନୁଗୁଳ ଜିଲ୍ଲା ଏସ୍‌ପି ଥିଲେ, ତାଙ୍କର ପଦୋନ୍ନତି ହୋଇ ଗଞ୍ଜାମ
Read More...

ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏଙ୍କ ଅନୁଗୁଳ ଡ଼ିଆଇଜି ଭାବେ ପଦୋନ୍ନତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏଙ୍କ ପଦୋନ୍ନତି ହୋଇଯାଇଛି । ଶ୍ରୀ ରାଏ ଗଞ୍ଜାମ ପୋଲିସ ଜିଲ୍ଲାରେ ଦକ୍ଷତା ପ୍ରତିପାଦନ କରି ସମସ୍ତ କାର୍ଯ୍ୟ ସମ୍ପନ୍ନ କରି ଆସିଥିବା ବେଳେ ତାଙ୍କୁ ଅନୁଗୁଳ ଜିଲ୍ଲା ଡ଼ିଆଇଜି ଭାବେ ପଦୋନ୍ନତି ସ୍ୱରୂପ
Read More...

ସମ୍ପୂର୍ଣ୍ଣା ମାତୃଛାୟା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ପୂର୍ଣ୍ଣା ମାତୃଛାୟା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକ ଉତ୍ସବ ଚନ୍ଦ୍ରଶେଖରନଗର ଠାରେ ସମ୍ପୂର୍ଣ୍ଣା ଏନଜିଓର ସଭାନେତ୍ରୀ ଶ୍ରୀମତୀ ସନ୍ତୋଷୀ ମେହେର, ସମ୍ପାଦିକା ଶ୍ରୀମତୀ ରଶ୍ମୀ ପାତ୍ର, କୋଷାଧ୍ୟକ୍ଷା ସଞ୍ଜଳି ଶତପଥୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
Read More...