ମଳକଣ୍ଠକ ରୋଗୀଙ୍କ ଚିକିତ୍ସା କରାଇଲେ ସମିତି ସଭ୍ୟ ଗିରିରାଜ ସିଂ ମାଝି

ତୁରେକେଲା, (କୈଳାସ ସଗ୍ରିଆ) : ମଳକଣ୍ଠକ ରୋଗୀଙ୍କ ଚିକିତ୍ସା କରାଇଲେ ସମିତି ସଭ୍ୟ ଗିରିରାଜ ସିଂ ମାଝି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କନ୍ଦେଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟିକ୍ରାପଡା ଗାଁର ଗୋପବନ୍ଧୁ ବାଗ ମଳକଣ୍ଠକ ଓ କିଡିନି ରୋଗରେ ପୀଡିତ ଥିବା ଖବର ସମିତି ସଭ୍ୟ ଗିରିରାଜ ସିଂ ମାଝି ଜାଣିବା ପରେ ଏ ବିଷୟ ନେଇ ଗିରିରାଜ ସିଂ ମାଝି ରାୟପୁର ଭରଦାନ୍ ଡାକ୍ତରଖାନାରେ ଯୋଗାଯୋଗ କରି ଚିକିତ୍ସା କରାଇଥିଲେ । ଏବେ ତାଙ୍କ ଦେହ ସୁସ୍ଥ ଥିବା ଜଣାପଡିଛି ।

Leave A Reply

Your email address will not be published.

10 − 8 =