ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏଙ୍କ ଅନୁଗୁଳ ଡ଼ିଆଇଜି ଭାବେ ପଦୋନ୍ନତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏଙ୍କ ପଦୋନ୍ନତି ହୋଇଯାଇଛି । ଶ୍ରୀ ରାଏ ଗଞ୍ଜାମ ପୋଲିସ ଜିଲ୍ଲାରେ ଦକ୍ଷତା ପ୍ରତିପାଦନ କରି ସମସ୍ତ କାର୍ଯ୍ୟ ସମ୍ପନ୍ନ କରି ଆସିଥିବା ବେଳେ ତାଙ୍କୁ ଅନୁଗୁଳ ଜିଲ୍ଲା ଡ଼ିଆଇଜି ଭାବେ ପଦୋନ୍ନତି ସ୍ୱରୂପ ନିଯୁକ୍ତି ପାଇଛନ୍ତି । ଏସମ୍ପର୍କରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ତରଫରୁ ମିଳିଥିବା ଏକ ବିଜ୍ଞପ୍ତିରୁ ସରକାରୀ ଭାବେ ଜଣାଯାଇଛି ।

Leave A Reply

Your email address will not be published.

5 × two =