ଜଗମୋହନ ମୀନା ନୂତନ ଗଞ୍ଜାମ ଏସ୍‌ପି ଭାବେ ନିଯୁକ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲାର ନୂତନ ଏସ୍‌ପି ଭାବେ ଜଗମୋହନ ମୀନାଙ୍କ ନିଯୁକ୍ତି ହୋଇଥିବା ରାଜ୍ୟ ସରକାରଙ୍କ ଗୃହ ବିଭାଗ ଦ୍ଵାରା ପ୍ରଦତ୍ତ ବିଜ୍ଞପ୍ତିରୁ ସୂଚନା ମିଳିଛି । ଶ୍ରୀ ମୀନା ଅନୁଗୁଳ ଜିଲ୍ଲା ଏସ୍‌ପି ଥିଲେ, ତାଙ୍କର ପଦୋନ୍ନତି ହୋଇ ଗଞ୍ଜାମ ପୋଲିସ ଜିଲ୍ଲା ମହକୁମା ଛତ୍ରପୁରରେ ନିଯୁକ୍ତି ହୋଇ ଅବସ୍ଥାନ କରିବେ ବୋଲି ସରକାରୀ ଭାବେ କୁହାଯାଇଛି ।

Leave A Reply

Your email address will not be published.

15 − four =