Daily Archives

ପୁରୁଷୋତ୍ତମ ଶ୍ରୀରାମଙ୍କ ମନ୍ଦିର ଭୂମି ପୂଜନକୁ ଏକ ବର୍ଷର ପୂର୍ତ୍ତି ଉପଲକ୍ଷେ ଭକ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ବର୍ଷ ୫ ଅଗଷ୍ଟ ୨୦୨୦ରେ ଅଯୋଧ୍ୟାରେ ପୁରୁଷୋତ୍ତମ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଗଠନ ପାଇଁ ଭୂମି ପୂଜନ ହୋଇଥିଲା । ଏଣୁ ମନ୍ଦିର ଭୂମି ପୂଜନକୁ ଏକ ବର୍ଷର ପୂର୍ତ୍ତି ଉପଲକ୍ଷେ ଗତକାଲି ଶ୍ରୀରାମ ଭକ୍ତ ମାନଙ୍କ ମିଳିତ ସହଯୋଗରେ ବଲାଙ୍ଗିର ଶାନ୍ତିପଡା ସ୍ଥିତ
Read More...

ବଲାଙ୍ଗିର ୟୁଥ୍ ଫର୍ ଏକ୍ସନ୍ ପକ୍ଷରୁ ଜିଲ୍ଳା କାର୍ଯ୍ୟକର୍ତ୍ତା ଘୋଷଣା ଏବଂ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ୟୁଥ୍ ଫର୍ ଏକ୍ସନ୍ ପକ୍ଷରୁ ଜିଲ୍ଳା କାର୍ଯ୍ୟକର୍ତ୍ତା ଘୋଷଣା ଏବଂ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀକର ମିଶ୍ର, ସମ୍ମାନିତ ଅତିଥି ଭାବେ ସମାଜସେବୀ ବିକ୍ରମ ବହିଦାର, ମୁଖ୍ୟବକ୍ତା ଭାବେ
Read More...

ବଲାଙ୍ଗିର ସହର ଯୁବ ବିଜେଡି ଆଇଟି କୋର୍ଡିନେଟର ଭାବେ ମନୋନୀତ ହେଲେ ପ୍ରଦୀପ କୁମାର ପରୁଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଯୁବ ବିଜେଡି ଆଇଟି କୋର୍ଡିନେଟର ଭାବେ ମନୋନୀତ ହୋଇଛନ୍ତି ପ୍ରଦୀପ କୁମାର ପରୁଆ । ଏଥିପାଇଁ ଶ୍ରୀ ପରୁଆ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ, ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଏବଂ ଜିଲ୍ଲା ଯୁବ
Read More...

ମ୍ୟାଲେରିଆ ନିରାକରଣ ପାଇଁ ସଚେତନତା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଲକର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ଆଶା କର୍ମୀ ମାନେ ଘର ଘର ବୁଲି ଲୋକଙ୍କୁ ମଶାରୀ ଟାଙ୍ଗି ଶୋଇବା ପାଇଁ ପରାମର୍ଶ ଦେବା ସହିତ
Read More...

ଉଡାର-ଶିରାବାହାଲ ରାସ୍ତାରେ ଲୁହା ଚକା ଲଗା ଟ୍ରାକ୍ଟର : ପିଡବ୍ଲୁଡ଼ି ରାସ୍ତା ୧୫ଦିନ ତଳେ ହୋଇଥିଲା କାମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡ଼ାରରୁ ଶିରାବାହାଲ ରାସ୍ତାରେ ଲୁହା ଚକା ଲଗା ଗାଡ଼ି ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି । ପ୍ରାୟ ୧୫ଦିନ ତଳେ ଏହି ରାସ୍ତା କାମ ହୋଇଥିବା ବେଳେ ଏବେ ଠାରୁ ଏଭଳି ଭାବେ ରାସ୍ତାରେ ଲୁହା ଚକା ଲଗା ଗାଡ଼ି ଚଳାଉଥିବାରୁ ରାସ୍ତାର
Read More...

ତେନ୍ତୁଳିଖୁଣ୍ଟି ଖରଡିଆମୁଣ୍ଡା ମାଟି ଉନ୍ନତି କରଣରେ ଅନିୟମିତତା ଅଭିଯୋଗ : କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲା ପ୍ରକଳ୍ପ…

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଳା ଆଗଲପୁର ବ୍ଳକ ନଅଗାଁ(ଖ) ପଂଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମର ଖରଡିଆମୁଣ୍ଡା ମାଟି ଉନ୍ନତି କରଣରେ ଅନିୟମିତତା ଅଭିଯୋଗ ପୋଖରୀର ଉନ୍ନତିକରଣ ନିମନ୍ତେ ମନରେଗା ଯୋଜନାରେ ଗତ ୨୦୧୭-୧୮ ବର୍ଷରେ ପଂଚାୟତ ତରଫରୁ ମାଟିକାମ କରାଯାଇଥିଲା । ଅଭିଯୋଗ
Read More...

ଲୋୟର ସୁକତେଲ ବୁଡି ଅଂଚଳ ପରିଦର୍ଶନ କଲେ ନରସିଂହ

ସଂପୂର୍ଣ୍ଣ ବିସ୍ଥାପିତ ନହେବା ପର୍ଯ୍ୟନ୍ତ ଲୋକଙ୍କ ମୌଳିକ ଅଧିକାର ପ୍ରତି ଧ୍ୟାନ ଦେଉ ସରକାର - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନ ସାଢେ ୪ଟାରେ ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଲୋୟର ସୁକତେଲ ଜଳ ସେଚନ ପ୍ରକଲ୍ପ ଦ୍ୱାରା
Read More...

ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକ୍, ମ୍ୟୁନିସିପାଲଟି ଓ ଏନଏସିର ଯୁବ ବିଜେଡି କର୍ମକର୍ତ୍ତା ଘୋଷିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଯୁବ ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ(ଯୁବ ବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟ ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼.
Read More...

ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଲା ନୃସିଂହନାଥ ମନ୍ଦିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର ଗତକାଲି ଭକ୍ତ ମାନଙ୍କର ଦର୍ଶନ ପାଇଁ ଖୋଲା ଯାଇଛି । ବରଗଡ଼ ଜିଲ୍ଲାପାଳଙ୍କର ନିର୍ଦ୍ଦେଶ କ୍ରମେ ଦିନ ୧୧ଟା ସମୟରେ ନୃସିଂହନାଥ ଅତିଥି ଭବନ ପରିସରରେ ଏକ ସଭା ପାଇକମାଳ ତହସିଲଦାର ମନୋଜ
Read More...

କବି ସତ୍ୟନାରୟଣ ବେରିଆଙ୍କ ମାତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୁଧବାର ଦିନ ସନ୍ଧ୍ୟା ୮ଟା ବେଳେ କବି ସତ୍ୟନାରୟଣ ବେରିଆଙ୍କ ମାତା ଶ୍ରୀମତୀ ଅମ୍ବିକା ବେରିଆ ୬୫ ବର୍ଷ ବୟସରେ ଝୁନୁଙ୍ଗାପାଲି ବାସଭବନ ଠାରେ ଦେହାନ୍ତ ଘଟିଥିବା ଜଣାପଡିଛି । ସେ ଥିଲେ ମିଷ୍ଟଭାଷୀ ଧର୍ମପରାୟଣା ମହିଳା । ତାଙ୍କର ବିୟୋଗରେ ଝୁନୁଙ୍ଗାପାଲି
Read More...