pakka

ପୁରୁଷୋତ୍ତମ ଶ୍ରୀରାମଙ୍କ ମନ୍ଦିର ଭୂମି ପୂଜନକୁ ଏକ ବର୍ଷର ପୂର୍ତ୍ତି ଉପଲକ୍ଷେ ଭକ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ବର୍ଷ ୫ ଅଗଷ୍ଟ ୨୦୨୦ରେ ଅଯୋଧ୍ୟାରେ ପୁରୁଷୋତ୍ତମ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଗଠନ ପାଇଁ ଭୂମି ପୂଜନ ହୋଇଥିଲା । ଏଣୁ ମନ୍ଦିର ଭୂମି ପୂଜନକୁ ଏକ ବର୍ଷର ପୂର୍ତ୍ତି ଉପଲକ୍ଷେ ଗତକାଲି ଶ୍ରୀରାମ ଭକ୍ତ ମାନଙ୍କ ମିଳିତ ସହଯୋଗରେ ବଲାଙ୍ଗିର ଶାନ୍ତିପଡା ସ୍ଥିତ ଦୁର୍ଗାମଣ୍ଡପ ଠାରେ ଏହି ପବିତ୍ର ଦିନକୁ ହର୍ଷଉଲ୍ଲାସର ସହିତ ମିଷ୍ଟାନ୍ନ ବଣ୍ଟନ କରାଯାଇ ଧୁମଧାମ୍‌ରେ ପାଳନ କରାଯାଇଥିଲା । ପ୍ରଭୁ ଶ୍ରୀରାମ ସମସ୍ତଙ୍କ ମଙ୍ଗଳ କରନ୍ତୁ ଏବଂ ତାଙ୍କ ଶ୍ରୀମନ୍ଦିର ଶୀଘ୍ର ପ୍ରସ୍ତୁତ ହେଉ, ଏତିକି ପ୍ରଭୁଙ୍କ ଶ୍ରୀ ଚରଣ ତଳେ ପ୍ରାର୍ଥନା ବୋଲି ଉପସ୍ଥିତ ଶ୍ରୀରାମଙ୍କ ଭକ୍ତ ସମୂହ ମତ ବ୍ୟକ୍ତ କରିଥିଲେ ।

jay balangir
Leave A Reply

Your email address will not be published.

fifteen + six =

error: Content is protected !!