pakka

ମ୍ୟାଲେରିଆ ନିରାକରଣ ପାଇଁ ସଚେତନତା

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଲକର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ଆଶା କର୍ମୀ ମାନେ ଘର ଘର ବୁଲି ଲୋକଙ୍କୁ ମଶାରୀ ଟାଙ୍ଗି ଶୋଇବା ପାଇଁ ପରାମର୍ଶ ଦେବା ସହିତ ମ୍ୟାଲେରିଆ ରୋଗରୁ ରକ୍ଷା ପାଇବା ପାଇଁ ସଚେତନ କରୁଥିବା ଦେଖିବାକୁ ମିଳିଛି ।

jay balangir
Leave A Reply

Your email address will not be published.

nine + 3 =

error: Content is protected !!