Daily Archives

ଦକ୍ଷିଣାଞ୍ଚଳ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକଙ୍କ ବୌଦ୍ଧ ଜିଲ୍ଲା ଗ୍ରସ୍ତ

ବୌଦ୍ଧ, (ବଂଶୀଧର ମାଝୀ) : ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପନିର୍ଦେଶକ ଗୁରୁବୀର ସିଂହ, ଓ.ଆଇ.ଏସ(୧) ଏସ. ବି ଆଜି ବୌଦ୍ଧ ଜିଲ୍ଲାକୁ ଦିନିକିଆ ଗ୍ରସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଏବଂ
Read More...

ଲୋୟର ସୁକତେଲ ବିସ୍ଥାପିତ ପ୍ରସଙ୍ଗ : ଥଇଥାନ କେନ୍ଦ୍ରରେ ବିସ୍ଥାପିତଙ୍କ ମୌଳିକ ଅଧିକାର ପ୍ରତି ଧ୍ୟାନ ଦିଆଯାଉ –…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟା ଘ.୪ଟା ୩୦ମି.ରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଲୋୟର ସୁକତେଲ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ଲୋକଙ୍କ ଥଇଥାନ ପରିଦର୍ଶନରେ ଯାଇଥିଲେ । ଏହି ଗସ୍ତ ସମୟରେ ପ୍ରକଳ୍ପ, ଥଇଥାନ ଓ ପୁନର୍ବାସ ଅଧିକାରୀ ବିଧାୟକ ଶ୍ରୀ ମିଶ୍ରଙ୍କୁ ସେଠାରେ
Read More...

କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଯାଦବ ସମାଜର ୪ ଦଫା ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଯାଦବ ସମାଜ ତରଫରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଦାବୀପତ୍ର ପ୍ରଦାନ ସହ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସଭାପତି ପଙ୍କଜ ସେଲମାଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍‌ ଜିଲ୍ଲା-ମୁଖ୍ୟ
Read More...

ସାଲେଭଟାରେ ଗଙ୍ଗାଧର ଜୟନ୍ତୀ ଓ ରକ୍ଷା ବନ୍ଧନ ପାଳିତ

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶ୍ରାବଣ ପୂର୍ଣ୍ଣିମା ଶୁଭ ଦିବସରେ ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ଜୟନ୍ତୀ ତଥା ରକ୍ଷା ବନ୍ଧନ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୁର୍ଯ୍ୟୋଧନ
Read More...

ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ମାଗଣା କର୍କଟ ରୋଗ ପରାମର୍ଶ ଶିବିର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁବର୍ଣପୁର ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ତରୀୟ ମାଗଣା କର୍କଟ ରୋଗ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମୁମ୍ବାଇର ପ୍ରଖ୍ୟାତ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବେଲପଡା ବ୍ଲକ ମଣ୍ଡଲ ଗ୍ରା.ପ.ରୁ ଏବଂ ତୁରେକେଲା ବ୍ଲକ ଘୁନେସ ଗ୍ରା.ପ.ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକ କଣ୍ଟାମାଲ ବ୍ଲକ ସମ୍ମଳନୀ କକ୍ଷରେ ବିଧାୟକ ତଥା ଯୋଜନା ବୋର୍ଡର ଅଧ୍ୟକ୍ଷ ମହିଧର ରଣା ସଭାପତିତ୍ୱରେ କଣ୍ଟାମାଲ ନିର୍ବାଚନ ମଣ୍ଡଳୀର ସମସ୍ତ ଉନ୍ନୟନ କାର୍ଯ୍ୟର ସମୀକ୍ଷା
Read More...

କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବଲାଙ୍ଗିର ସର୍କିଟ ହାଉସ ଠାରେ ଗତକାଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଜୟ ନୃସିଂହନାଥରୁ ଜୟ ଜଗନ୍ନାଥ ରେଳପଥ ଦାବୀ କମିଟି ଗାଇସିଲେଟ ବ୍ଲକରୁ ଆମ ଏହି ପଛୁଆ ଅଂଚଳର ଆର୍ଥିକ ବିକାଶ ପାଇଁ ଓ ନୃସିଂହନାଥ ହରିଶଙ୍କରର ଉନ୍ନତି ସକାଶେ ଜୟ
Read More...

ପବିତ୍ର ସମ୍ପର୍କର ମୂକସାକ୍ଷୀ ହେଉଛି ରକ୍ଷା ବନ୍ଧନ ଉତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ଭାଇ ଭଉଣୀର ପବିତ୍ର ସମ୍ପର୍କର ମୂକସାକ୍ଷୀ ହେଉଛି ରକ୍ଷା ବନ୍ଧନ ଉତ୍ସବ ବା ରାକ୍ଷୀ ପୂର୍ଣ୍ଣିମା । କୋଭିଡ଼ କଟକଣା ସାମନ୍ୟ କୋହଳ ହେବା ପରେ ଏହି ଉତ୍ସବ ପାଇଁ ବରଗଡ଼ ସହର ଚଳଚଞ୍ଚଳ ହୋଇଥିଲା । ମାରୱାଡି ଯୁବାମଞ୍ଚର ଜାଗୃତି ଶାଖା ପକ୍ଷରୁ କରୋନା ଯୋଦ୍ଧା
Read More...

ଟିପିଡ଼ବ୍ଲ୍ୟୁଓଏଲ୍ ସୁରକ୍ଷା ତାଲିମ ଶିବିର

ମ.ରାମପୁର, (ହେମନ୍ତ ସାହୁ) : ଟିପିଡ଼ବ୍ଲ୍ୟୁଓଏଲ୍ ନର୍ଲା ବିଦ୍ୟୂତ ଉପଖଣ୍ଡ ମଦନପୁର ସେକ୍ସନ ଠାରେ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଇଯାଇଛି । ଏହି ଶିବିରରେ ବିଦ୍ୟୁତ ସୁରକ୍ଷା ବିଷୟରେ ଏବଂ ଉଚ୍ଚତାରେ କାମ କରିବା ସମୟରେ କିପରି ସତର୍କତା ଅବଲମ୍ବନ କରାଯିବ ପ୍ରଶିକ୍ଷଣ ଦିଅଯାଇଥିଲା
Read More...