pr

କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକ

dr. purohit

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକ କଣ୍ଟାମାଲ ବ୍ଲକ ସମ୍ମଳନୀ କକ୍ଷରେ ବିଧାୟକ ତଥା ଯୋଜନା ବୋର୍ଡର ଅଧ୍ୟକ୍ଷ ମହିଧର ରଣା ସଭାପତିତ୍ୱରେ କଣ୍ଟାମାଲ ନିର୍ବାଚନ ମଣ୍ଡଳୀର ସମସ୍ତ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ଉକ୍ତ ସମୀକ୍ଷା ବୈଠକରେ କଣ୍ଟାମାଲ ବ୍ଲକ ଅଧକ୍ଷା ଜାଜ୍ଞସେନି ପ୍ରଧାନ, ଉପଜିଲାପାଳ ଅଶ୍ୱିନୀ ମେହେର, ଜିଲ୍ଲା ଗ୍ରାମଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ବବିତରାଣୀ ଦଲବେହେରା, ବୌଦ୍ଧ ବିଡ଼ିଓ ଦେବୀପ୍ରସାଦ ଦାଶ, କଣ୍ଟାମାଲ ବିଡ଼ିଓ ବନ୍ଦନା ଖୁଟୁଆ, ସମେତ ଜିଲ୍ଲାର ସମସ୍ତ ବିଭାଗର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ରଣା ସମୀକ୍ଷା କରିଥିଲେ ।

nrusinghnath
Leave A Reply

Your email address will not be published.