Daily Archives

ବଲାଙ୍ଗିର ଯାଦବ ଭବନରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଯାଦବ ଭବନ ଠାରେ ଯାଦବ ସମାଜ ପକ୍ଷରୁ କୋଭିିଡ-୧୯ର ନିୟମାବଳୀକୁ ମାନି ଜନ୍ମାଷ୍ଟମୀ ଉତ୍ସବ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛିି । ଆଜି ସକାଳୁ କଳସ ସ୍ଥାପନ କରି ଶ୍ରୀକୃଷ୍ଣଙ୍କୁ ଆହ୍ୱାନ କରାଯାଇଥିଲା ପରେ ପରେ ସମସ୍ତ ରୀତିନୀତି ମଧ୍ୟରେ
Read More...

ନିଖୋଜ ଶିଶୁଙ୍କୁ ଉଦ୍ଧାର କଲେ ଯୁବ ଗୋଷ୍ଠୀ : ମା’ ବାପାଙ୍କୁ ଧରାଇଲେ ପୁଅର ହାତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜୁରାବନ୍ଦ ଗାଁର ଗୋପବନ୍ଧୁ ବଗର୍ତ୍ତି, ଗୋକୁଳ ଭୁଏ ପ୍ରମୁଖ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିଥିବା ବେଳେ ତାଙ୍କ ପରିବାର ଲୋକଙ୍କ ଠିକଣା ମିଳିବା ପରେ ତାଙ୍କ ବାପାଙ୍କୁ ତାଙ୍କର ପୁଅ ଫେରାଇ ଦେଇଥିବା ଜଣାପଡିଛି । ନିଖୋଜ
Read More...

ଚାଷୀଙ୍କ ପାଇଁ ମନ୍ତ୍ରୀ ଟୁକୁନିଙ୍କ ଚିନ୍ତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ବର୍ଷାର ଦେଖା ନଥିବା ବେଳେ ଚିନ୍ତାରେ ଚାଷୀ ଭାଙ୍ଗି ପଡିଛନ୍ତି, ଯାହା ଫଳରେ ଦାନା ପାଇଁ ଦାଦନ ଖଟିବା ନିମନ୍ତେ ଲୋକେ ପ୍ରସ୍ତୁତ ମଧ୍ୟ ହେଉଥିବା ନଜରକୁ ଆସିଛି । କିଛି ଦିନ ହେଲାଣି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ
Read More...

ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କରୋନା ମହାମାରୀ ସମୟରେ ରକ୍ତାଭାବକୁ ଦୂର କରିବା ପାଇଁ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଆଜି (ଗ୍ରାମ ବିକାଶ) ପାତରପାଲି, କୁରୁଆଁ ଠାରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ବରଗଡ଼ରେ ଏକ ସ୍ୱେଛାକୃତ ରକ୍ତଦାନ
Read More...

ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘର କାର୍ଯ୍ୟାଳୟ ଉଦ୍‌ଘାଟନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ଠାରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ପାଣ୍ଠିରୁ ନିର୍ମିତ ହୋଇଥିବା ମହିଳା ମହାସଂଘର କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ସଦସ୍ୟା ସୁଜାତା ଦିଗାଲ ମୁଖ୍ୟ ଅତିଥି ଭାବେ ଯୋଗ
Read More...

ଶ୍ରୀ ଶ୍ରୀ ଜଗନ୍ନାଥ କ୍ଲବ ଶାନ୍ତିନଗରର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଶାନ୍ତିନଗର ୱାର୍ଡ଼ ନମ୍ବର-୦୨ ଠାରେ ଶାନ୍ତିନଗରବାସୀଙ୍କର ଏକ ସାଧାରଣ ସଭା ତୀର୍ଥବାସୀ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଏକ ନୂତନ ଅନୁଷ୍ଠାନ ଶ୍ରୀ ଶ୍ରୀ ଜଗନ୍ନାଥ କ୍ଲବ ନାମରେ ଗଠନ କରାଗଲା । ସର୍ବ ସମ୍ମତି
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି ପ୍ରସଙ୍ଗ : ବଲାଙ୍ଗିର ସାଂସଦଙ୍କୁ ଭେଟିଲେ ପୂର୍ବତନ ଛାତ୍ର ପ୍ରତିନିଧି ମଣ୍ଡଳୀ

ବଲାଙ୍ଗିର , (ଦେବାଶିଷ ମିଶ୍ର) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ର ସଙ୍ଗଠନର ଏକ ପ୍ରତିନିଧି ମଣ୍ଡଳୀ ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଓ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ
Read More...

ଜଳ ଯୋଗାଣ ବିଭାଗର ଅବହେଳା ଯୋଗୁଁ ଚାଷ ଜମି ପଡ଼ିଛି ଶୁଖିଲା ହେଲେ ଗାଁରେ ବୋହୁଛି ନଦୀ ପାଣି

ଦେଓଗାଁ, (ମନୀଷ କୁମାର ସାହୁ) : କେବଳ ଚାଷ ଜମି ଶୁଖିଲା ନୁହେଁ ସୋନଗଡ଼ ନଦୀ ମଧ୍ୟ ଶୁଖିଲା ହେଲେ ସୋନଗଡ଼ ନଦୀରୁ ଗାଁକୁ ଯୋଗାଉଥିବା ପାନୀୟ ଜଳ ଗାଁର ମଧ୍ୟ ଭାଗରେ ୨୪ଘଣ୍ଟାରୁ ପ୍ରାୟ ୧୨ ଘଣ୍ଟା ପ୍ରଭାବିତ ହେଉଛି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦେଓଗାଁ ବ୍ଳକ ଗାଈବାହାଲ ପଞ୍ଚାୟତର
Read More...

ଟ୍ରାଫିକ ସମସ୍ୟା ସମାଧାନ ପାଇଁ ସଚେତନ ପୋଲିସ ଏବଂ ସିଟିଜେନ କମିଟିର ଶୋଭାଯାତ୍ରା

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ସହର ଭିତରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ଘଟୁଥିବାରୁ ଆଜି ପାଟଣାଗଡ ପୋଲିସ ଏବଂ ସିଟିଜେନ କମିଟି ତରଫରୁ ରାମଜୀଛକ ଠାରୁ ବାଳିକା ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ଟ୍ରାଫିକ ସମସ୍ୟା ଯୋଗୁଁ ଯାନବାହାନ
Read More...

ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ଜନ୍ମାଷ୍ଟମୀ ପର୍ବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ଆନୁକୂଲ୍ୟରେ ପବିତ୍ର ଜନ୍ମାଷ୍ଟମୀ ପର୍ବ କୋଭିଡ଼ କଟକଣା ଅନୁପାଳନ ପୂର୍ବକ ମହାସମାରୋହରେ ପାଳିତ ହୋଇଯାଇଛି । ଆଶ୍ରମ ସମ୍ବନ୍ଧିତ କୁନିଭାଇ ଭଉଣୀ ମାନେ
Read More...