Daily Archives

ବରପାଲିପଡାରେ ଲାଟ୍ରିନ ଟାଙ୍କିରେ ପଡ଼ି ଜଣେ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବରପାଲି ପଡାରେ ଆଜି ସକାଳୁ ଏକ ଅଘଟଣ ଦେଖିବାକୁ ମିଳିଛି । ଜଣେ ଯୁବକ ହଠାତ୍‌ ଛାତ ଉପରୁ ପଡି ତଳେ ଥିବା ଲାଟ୍ରିନ ଟାଙ୍କି ଭିତରକୁ ଧସି ଯାଇଥିଲେ । ଲାଟ୍ରିନ ଟାଙ୍କିରେ ଶ୍ୱାସ ରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ନାମ ସୁରେନ୍ଦ୍ର
Read More...

ସରକାରୀ ନିଯୁକ୍ତିରେ ଆବେଦନ ବୟସ ସୀମା ୪୨ ବର୍ଷ ବୃଦ୍ଧି ନିମନ୍ତେ ଦାବୀପତ୍ର

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଓଡ଼ିଶା ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଙ୍କ ନିର୍ଦେଶ କ୍ରମେ ସରକାରୀ ନିଯୁକ୍ତିରେ ଆବେଦନ ବୟସ ସୀମା ୪୨ ବର୍ଷ ବୃଦ୍ଧି ନିମନ୍ତେ ବରଗଡ ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ଯୁବ
Read More...

୫ ଫୁଟର ଦୁଇଟି ଗୋଖରାନାଗ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଘଣ୍ଟାବାହାଲି ଓ ଶିଷକେଲା ଗ୍ରାମରୁ ୫ ଫୁଟରୁ ଅଧିକ ଲମ୍ବା ଥିବା ଗୋଖରାନାଗକୁ ଉଦ୍ଧାର କରିଛନ୍ତି ବିକି ଜି ନାଗ । ସାପକୁ ଉଦ୍ଧାର କରି ସ୍ଥାନୀୟ ଜଙ୍ଗଲରେ ମଧ୍ୟ ଛାଡି ଦେଇଥିବା ପ୍ରକାଶ କରିଛନ୍ତି ।
Read More...

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ ଅଭିଯୋଗ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଇଥିବା ଅଭିଯୋଗ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ପଟାବାଲି ସାହିରେ । ସୂଚନା ଅନୁସାରେ ପ୍ରଶାନ୍ତ କୁମାର ପାଣିଗ୍ରାହୀ ନାମକ ଜଣେ ଜଣାଶୁଣା
Read More...

ମାଗଣା କର୍କଟ ପରାମର୍ଶ ଶିବିର ଅନୁଷ୍ଠିତ ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଥିବା କର୍କଟ ରୋଗୀମାନଙ୍କ ସୁବିଧା ନିମନ୍ତେ ଆସନ୍ତା ୫ ତାରିଖ ଗୁରୁବାର ଦିନ ସମୟ ଅପରାହ୍ନ ୧ଟାରୁ ୩ଟା ପର୍ଯ୍ୟନ୍ତ ଏକ ମାଗଣା କର୍କଟ ପରାମର୍ଶ ଶିବିର ବଲାଙ୍ଗିର ଭୀମ ଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର
Read More...

ଲୋୟର୍‌ ସୁକ୍‌ତେଲ ଜଳସେଚନ ପ୍ରକଳ୍ପ : ଖୁଣ୍ଟପାଲି ଗ୍ରାମର ବିସ୍ଥାପିତଙ୍କୁ ଘର ଡିହ ପଟ୍ଟା ବଂଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ ନିମନ୍ତେ ବିସ୍ଥାପିତ ହୋଇଥିବା ଖୁଣ୍ଟପାଲି ଗ୍ରାମର ବିସ୍ଥାପିତଙ୍କୁ ଲର୍କିପାଲି-ସଦେଇପାଲି ପୁନର୍ବାସ ଓ ଥଇଥାନ କଲୋନୀ ନିମନ୍ତେ ଘର ଡିହ ପଟ୍ଟା ବଂଟନ କରାଯାଇଛି । ଆଜି ଲୋୟର ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପର
Read More...

ପ୍ରତ୍ୟେକ ଘରେ ଗଛଟିଏ ଅଭିଯାନର ଶୁଭାରମ୍ଭ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଳକ ଓ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳରେ ଜୁଲାଇ ପହିଲାରୁ ବନ ମହୋତ୍ସବ ପାଳନ ଅବସରରେ ବିଭିନ୍ନ ଅନୁଷ୍ଠାନ, ସମାଜସେବୀ, ପ୍ରକୃତିପ୍ରେମୀ, ବନ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିଛି ।
Read More...

ହଳଦିଆ ତୈଳିକ ସାହୁ ସମାଜ ତରଫରୁ ବୃକ୍ଷ ରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବରକାନୀ ଗ୍ୟାସ୍ ପ୍ଲାଣ୍ଟଠାରେ ତୈଳିକ ସାହୁ ସମାଜ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ବର, ପିପ୍ପଳ, ପିଜୁଳି, ଜାମ, ପଣସ ଆଦି ଫଳ ବୃକ୍ଷମାନ ରୋପଣ କରାଯାଇଥିଲା । ବୃକ୍ଷ ରୋପଣ ପରେ ଏକ ସାମାଜିକ ସଭା ଅନୁଷ୍ଠିତ
Read More...

ମଳମୁଣ୍ତା ରାସ୍ତାର ଅବସ୍ଥା ଶୋଚନୀୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ଗନିଆପାଲି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ମଳମୁଣ୍ଡା ଗ୍ରାମର ମୁଖ୍ୟ ରାସ୍ତାରେ ବହୁତ ଗୁଡିଏ ସ୍ଥାନରେ ଖାଲ ଢିପ ହୋଇ ରାସ୍ଥାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିବା ଅଭିଯୋଗ ହେଉଛି । ଏଇ ରାସ୍ତା
Read More...

ବଲାଙ୍ଗିର ଜିଲ୍ଲାରେ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ତେବେ ବଲାଙ୍ଗିର ମ୍ୟୁନିସିପାଲିଟି ୧୪ ନମ୍ବର ୱାର୍ଡରୁ ଜଣେ ଚିହ୍ନଟ ହୋଇଥିବା ବେଳେ କଂଟାବାଂଜି ଏନ୍‌ଏସିରୁ ଜଣେ, ମୁରିବାହାଲ ବ୍ଲକ ମାଲିଶିରା ଗ୍ରା.ପ.ରୁ
Read More...