Yearly Archives

2020

ଆଗଲପୁର ବ୍ଲକ ରିନବଚନ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଅତି ଶୋଚନୀୟ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ରିନବଚନ ଗ୍ରାମରେ ଥିବା ୧୯୪୯ ମସିହାରେ ସ୍ଥାପିତ ପ୍ରାଥମିକ ବିଦ୍ୟାଳୟ ଏବେ ଅତି ଦୟନୀୟ ଅବସ୍ଥାରେ ଅଛି । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ଏହି ବିଦ୍ୟାଳୟରେ ପିଲା‌ଙ୍କୁ ପାଠ ପଢ଼ା ଯାଉଛି । କିନ୍ତୁ ଏହି
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ : କମ୍ପୁଟର ସାଇନ୍ସ ସମ୍ମାନରେ ଟପ୍ପର ଆଦ୍ୟାଶା ମିଶ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ସମ୍ମାନରେ ଟପ୍ପର ହୋଇଛନ୍ତି ଆଦ୍ୟାଶା ମିଶ୍ର । ସମୁଦାୟ ୮.୬୩ ସିଜିପିଏ ପ୍ରାପ୍ତ କରି ସେ ଏହି ସଫଳତା ପାଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ତରଭା ସହର ହାଟପଦାପଡା ନିବାସୀ ତପସ୍ୱିନୀ ମିଶ୍ର ଏବଂ ବଳଦେବ
Read More...

ବିଜେଡି ପକ୍ଷରୁ ଜନ ସଚେତନତା ଅଭିଯାନ : ଅର୍କେଶଙ୍କ ଦ୍ୱାରା ମାସ୍କ ଓ ସେନିଟାଇଜର୍‌ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜୁ ଜନତା ଦଳ କୋଭିଡ ମହାମାରୀ ସଂପର୍କରେ ରାଜ୍ୟବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ପର୍ୟ୍ୟନ୍ତ ରାଜ୍ୟବ୍ୟାପୀ ଜନ ସଚେତନତା ଅଭିଯାନ ଅୟୋଜନ କରୁଛି । ସେହିକ୍ରମରେ ପୁର୍ବତନ ସାଂସଦ କଳିକେଶ ସିଂଦେଓଙ୍କ
Read More...

ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧିମାନେ ନିଜ ପିଲାଙ୍କୁ ସରକାରୀ ସ୍କୁଲରେ ପାଠ ପଢ଼ାନ୍ତୁ : ପଶ୍ଚିମ ଓଡିଶା ଯୁବସେନା

ପଦ୍ମପୁର, (ନିରୋଜ କୁମାର ପାଣୀ) : "ପଶ୍ଚିମ ଓଡିଶା ଯୁବ ସେନା" ତରଫରୁ ଆଜି ପ୍ରଥମ ଥର ପାଇଁ ଗାଇସିଲେଟ ବ୍ଲକରୁ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧିମାନଙ୍କ ଶିଶୁମାନଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ ସ୍କୁଲରେ ପାଠ ପଢ଼େଇବା ନିମନ୍ତେ ଏବଂ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡ଼ିକୁ ବନ୍ଦ
Read More...

କଂସାରୀପଡ଼ା ଜନବସତି ଭିତରେ ମକୁଳା ହୋଇ ପଡିଛି ଟ୍ରାନ୍ସଫର୍ମର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରପାଲିକା ଅନ୍ତ୍ରର୍ଗତ କଂସାରୀପଡାରେ ଥିବା ଟ୍ରାନ୍ସଫର୍ମର ମୁକୁଳା ହୋଇ ପଡିଛି । ଏହାଦ୍ୱାରା ଭବିଷ୍ୟତରେ ଅଘଟଣ ଘଟିବାର ସମ୍ଭାବନା ରହିଛି । ଟାନ୍ସଫର୍ମର ପାଖକୁ ଲାଗି ଜନବସତି ଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହେଲାଣି । କିଛି ଅଘଟଣ ନ ଘଟିବା
Read More...

ଓଡିଶା ପୋଲିସ ପକ୍ଷରୁ ସାଇବର୍‌ କମ୍‌ପ୍ଲେକ୍ସ ଉଦଘାଟିତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜି ଭୁବନେଶ୍ୱର ଠାରେ ଓଡିଶା ପୋଲିସ ପକ୍ଷରୁ ସାଇବର ଅପରାଧକୁ ରୋକ୍‌ ଲଗାଇବା ପାଇଁ ସାଇବର କମ୍‌ପ୍ଲେକ୍ସ ଉଦଘାଟନ କରିଛନ୍ତି ପୁଲିସ ଡିଜି ଅଭୟ । ତେବେ ଏହି ଉଦ୍‌ଘାଟନ ଅବସରରେ ବିଶେଷ କିଛି ସୂଚନା ଦେଇଛନ୍ତି ଡିଜି । ସାଇବର୍‌ ଅପରାଧ ମୁକାବିଲା ବର୍ତ୍ତମାନ
Read More...

ବଦଳିଲେ ଏବିଭିପିର ସଂଗଠନ ସମ୍ପାଦକ : ବଲାଙ୍ଗିର ଜିଲ୍ଲା ପାଇଁ ଲଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଂଗଠକ ସମ୍ପାଦକ ନିକୁଂଜ ବିହାରୀ ପଣ୍ଡାଙ୍କ ଦାୟିତ୍ୱ ପରିବର୍ତ୍ତନ ହୋଇ ସେ ବର୍ତ୍ତମାନ ସମ୍ବଲପୁର ବିଭାଗ(ବରଗଡ, ସମ୍ବଲପୁର ଓ ଦେବଗଡ଼)ର ସଂଗଠନ ସମ୍ପାଦକ ଭାବେ କାର୍ୟ୍ୟ କରିିବେ । ସେହିପରି ବଲାଙ୍ଗିର ଜିଲ୍ଲାର ନୂଆ ସମ୍ପାଦକ ଭାବେ ଲଳିତ
Read More...

ବିଷ ପିଇଲେ ସ୍ୱାମୀ ସ୍ତ୍ରୀ : ଘଟଣା ସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ

ଯାଜପୁର : ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ବିରିପଟା ଗ୍ରାମରେ ସ୍ୱାମୀ ସ୍ତ୍ରୀ ପାରିବାରିକ କଳହ ଯୋଗୁଁ ବିଷ ପିଇଥିବା ବେଳେ ଘଟଣା ସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ସ୍ୱାମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବୋଲି ଖବର ମିଳିଛି । ସୂଜନାଯୋଗ୍ୟ ଯେ,
Read More...

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କରୋନା ଆକ୍ରାନ୍ତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କରୋନା ସଂକ୍ରମିତ ହୋଇଛନ୍ତି । ରାଜ୍ୟପାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରାଯାଇଥିବା ସୂଚନା ଅନୁସାରେ ରାଜ୍ୟପାଲଙ୍କ ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଖବର ମିଳିଛି ଯେ, ତାଙ୍କ ପରିବାରର ୪ ଜଣ ସଦସ୍ୟ
Read More...

ବିଜେଡି ଜନସଚେତନତା କାର୍ଯ୍ୟକ୍ରମ ଉଦଯାପିତ

କଣ୍ଟାବାଞ୍ଜି, (ମନୀଷ ହଂସ) : ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କଣ୍ଟାବାଞ୍ଜି ବିଜେଡି ପକ୍ଷରୁ ଚାଲିଥିବା ଅକ୍ଟୋବର ୨ ତାରିଖ ଠାରୁ ନଭେମ୍ବର ୨ ପର୍ୟ୍ୟନ୍ତ ବିଜେଡି ଜନସଚେତନତା କାର୍ୟ୍ୟକ୍ରମ ଉଦଯାପିତ ହୋଇଯାଇଛି । ପ୍ରଥମେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ
Read More...