Daily Archives

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ

ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦକୁ ସ୍ୱାଗତ : ଧନ୍ୟବାଦ ମୁଖ୍ୟମନ୍ତ୍ରୀ ସମାବେଶ ପାଇଁ ନିଷ୍ପତି, ସମାନ ନାଗରିକ ସଂହିତାକୁ ବିରୋଧ, ମଣିପୁର ଆଦିବାସୀ ମହିଳା ନିର୍ଯ୍ୟାତନା ଘଟଣାର ତିବ୍ର ନିନ୍ଦା ସହ ଆନ୍ଦୋଳନ ପ୍ରସ୍ତାବ ଗୃହିତସଂଘର ପରିବର୍ଦ୍ଧିତ କର୍ମକର୍ତା ଘୋଷଣା ବଲାଙ୍ଗିର,
Read More...

ଅଗଷ୍ଟ ୯ କ୍ରାନ୍ତି ଦିବସର ସମାବେଶର ସଫଳତା ପାଇଁ ଏଆଇଟିୟୁସି ନେତୃତ୍ୱରେ ଜିଲ୍ଲା କନ୍‌ଭେନସନ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ମହକୁମା ଯାଦବ ଭବନଠାରେ ଆସନ୍ତା ଅଗଷ୍ଟ ୯ କ୍ରାନ୍ତି ଦିବସରେ ଧାରଣ ସମାବେଶ ସଫଳତା ପାଇଁ ମିଳିତ କନ୍‌ଭେନସନ୍‌ ଏଆଇଟିୟୁସି ଜିଲ୍ଲା ସଭାପତି ବିଭୁଦତ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କନ୍‌ଭେନସନ୍‌କୁ ସମ୍ବୋଧିତ କରି
Read More...

ଭଗବାନ ପର୍ଶୁରାମଙ୍କ ଫଟୋଚ୍ଚିତ୍ର ହଟାଇ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନର ପ୍ରତିବାଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାରେ ଏକ ଜରୁରୀ ବୈଠକ ସଭାପତି ଧନଞ୍ଜୟ ମିଶ୍ରଙ୍କ ସଭାପତିତ୍ୱରେ ନରସିଂହ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପାଟଣାଗଡରେ ଭଗବାନ ପର୍ଶୁରାମଙ୍କ ଫଟୋ ହଟାଇ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ
Read More...

ଫୁଲୁଛି ସୁକତେଲ ନଦୀ, ଜନବସତି ମୁହାଁ ପାଣି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଫୁଲୁଛି ସୁକତେଲ ନଦୀ । ଜନବସତି ମୁହାଁ ପାଣି । ଗଡଶଙ୍କର ଡୁଙ୍ଗୁରିପାଲିବାସୀ ଆତଙ୍କିତ । ରାତିସାରା ଜଗୁଛି ପ୍ରଶାସନ । ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପର ପାଣି ଫୁଲି ଯାଇଛି । ଉପରମୁଣ୍ଡରେ ଥିବା ମାୟାବତୀ ନଦୀର ପାଣି ଏହି ନଦୀରେ ମିଶିବା ପରେ ଜଳସ୍ତର
Read More...

ଜନ୍ମାଷ୍ଟମୀ ପାଇଁ ଯାଦବ ସମାଜର ପ୍ରସ୍ତୁତି ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ପାଳନ ପାଇଁ ରବିବାର ଯାଦବ ସମାଜର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବରପାଲି ସ୍ଥିତ ଜୟ ଗୋପାଳ କଲ୍ୟାଣ ମଣ୍ଡପଠାରେ ଯାଦବ ସମାଜର ବ୍ଲକ ସଭାପତି ମନଫୁଲ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Read More...

କ୍ୟାନସର ସଚେତନତା ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସହର ସେବା ସମିତି ଓ କାର୍ସିନୋଭା କ୍ୟାନସର ହସପିଟାଲ୍, କଟକର ମିଳିତ ଆନୁକୂଲ୍ୟରେ କର୍କଟ ରୋଗ ସଚେତନତା ଶିବିର ହୋଟେଲ ସୋଲାସଠାରେ ଅନୁଷ୍ଠିତ ହୋଇଯାଇଛି । ସମିତିର ଉପସଭାପତି ପୁଷ୍ପା ଲେଙ୍କାଙ୍କ ସଭାପତିତ୍ୱ, ଆବାହକ ଶୈଳେନ୍ଦ୍ର
Read More...

ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରୁ ପୁଣି ଚୋରି ଅଭିଯୋଗ : କଡା ସୁରକ୍ଷା ଭିତରରେ ଚୋରିକୁ ନେଇ ପ୍ରଶ୍ନବାଚୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅଧୀନରେ ଥିବା ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗର ଗୋଳାବାରୁଦ କାରଖାନା ଟାଇପ ୨ ଫେଜ ୩ କଲୋନୀରୁ ପୁଣି ଗତ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡିଛି । ଏହି କଡା ସୁରକ୍ଷା ପରିସରରେ ଥିବା
Read More...

ବିଶ୍ୱ ଶାନ୍ତି ପାଇଁ ଶିବ ଜଲସାଈ କଲା ସହଯୋଗ ଫାଉଣ୍ଡେସନ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭଗବାନ ଶିବଙ୍କର ପ୍ରିୟ ମାସ ହେଉଛି ଶ୍ରାବଣ । ଏହି ମାସରେ ଲୋକମାନେ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭଗବାନ ଭୋଲେନାଥଙ୍କୁ ପୂଜା କରନ୍ତି । ଭଗବାନ ଶିବଙ୍କୁ ଖୁସି କରିବା ପାଇଁ ରୁଦ୍ରାଭିଷେକ ଏବଂ ଜଳସାଈ ପାଇଁ ଶ୍ରାବଣ ମାସ ସର୍ବୋତ୍ତମ ବୋଲି ବିବେଚନା
Read More...

ପଣ୍ଡରାପିଟା ଗାଁରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦରଥାନା ଅନ୍ତର୍ଗତ ପଣ୍ଡରାପିଟା ଗାଁରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ପଣ୍ଡରାପିଟା ଗାଁର ମୁଖ୍ୟ ବସ୍ତିରୁ ମୃତଦେହଟିକୁ ବଲାଙ୍ଗିର
Read More...

ଛତ୍ରପୁର ତାଲୁକା ରେଡ୍ଡୀ ସଂଘ କମ୍ୟୁନିଟି ହଲ୍ ନିର୍ମାଣ ପାଇଁ ବିଧାୟକଙ୍କ ୫ ଲକ୍ଷ ଟଙ୍କା ଅନୁଦାନ ଘୋଷଣା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ତେରସ୍ଥାନ ତାଲୁକା ରେଡ୍ଡୀ ସଂଘ ସଭା ଭବନରେ ରବିବାର ସଂଘର ଉନ୍ନୟନ ଉଦ୍ଦେଶ୍ୟରେ ଏକ ଆନୁଷ୍ଠାନିକ ସଭା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୧୬ଖଣ୍ଡ ଗ୍ରାମର ବଡ଼ରେଡ୍ଡୀ, ନାଇଡୁ, ତାଲୁକା ପଦାଧିକାରୀଙ୍କ ଦ୍ଵାରା ପରିଚାଳିତ ହେଉଥିବା ୧୯୪୦
Read More...