Daily Archives

ଟିଟିଲାଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶନିବାର ଦିନ ସ୍ଥାନୀୟ ଟିଟିଲାଗଡ଼ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ମରଣାନ୍ତକ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ୍‌ କରୁନଥିବା ଅଭିଯୋଗ ନେଇ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମରଣାନ୍ତକ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ୍‌ କରୁନଥିବା ଅଭିଯୋଗ ନେଇ ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡିତ ବ୍ୟକ୍ତି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଗୁହୁରିହାପଦର ଗ୍ରାମର ବିରଜାନନ୍ଦ ମେହେରଙ୍କୁ
Read More...

ସଇଁତଲାରେ ମାଙ୍କଡ଼ ଆକ୍ରମଣରେ ୧୫ ଆହତ ଘଟଣାରେ ବନ୍ୟଜନ୍ତୁ ଉଦ୍ଧାର ଟିମ୍‌ ଓ ବଲାଙ୍ଗିର ଏସିଏଫ୍‌ର ହସ୍ତକ୍ଷେପ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ପାଗଳ ମାଙ୍କଡ଼ ଆକ୍ରମଣକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହୁଥିବା ଦେଖାଦେଇଛି । ବୁଲେଟ ଗାଡି ଶବ୍ଦ ଶୁଣି ମାଙ୍କଡ଼ ବାଇକ ଆରୋହୀ ବ୍ୟକ୍ତିମାନଙ୍କୁ ଦୌଡାଉଥିବାରୁ ୧୫ ଜଣରୁ ଅଧିକ ଲୋକ ଆକ୍ରମଣର ଶୀକାର ହୋଇସାରିଲେଣି । ଏହି
Read More...

ମାଲପଡା ରାମସ୍ୱାମୀ ମନ୍ଦିର ପୁନଃଉଦ୍ଧାର କାର୍ଯ୍ୟର ଶିଳାନ୍ୟାସ କଲେ ନରସିଂହ

ମନ୍ଦିର ମାଧ୍ୟମରେ ଅଂଚଳରେ ଶାନ୍ତି ଏକତା ପ୍ରତିଷ୍ଠା ହେଉ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସହର ଅନ୍ତର୍ଗତ ୧୫ ନଂ. ୱାର୍ଡ ମାଲପଡାଠାରେ ଥିବା ଶ୍ରୀ ଶ୍ରୀ ରାମସ୍ୱାମୀ ମନ୍ଦିରର ପୁନଃଉଦ୍ଧାର କାର୍ଯ୍ୟର ଶୁଭ ଶିଳାନ୍ୟାସ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ
Read More...

ସହାୟତାର ହାତ ବଢାଇଲା ପଶ୍ଚିମ ଓଡିଶା ମହିଳା ସଂଗଠନ : କୁଷ୍ଠରୋଗୀଙ୍କୁ ଟ୍ରାଇ ସାଇକଲ ଓ ହ୍ୱିଲ ଚେଆର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହିଳା ଓ ଦଳିତଙ୍କ ହକ ପାଇଁ ଲଢୁଥିବା ପଶ୍ଚିମ ଓଡିଶା ମହିଳା ସଂଗଠନ ପୁଇଁନ୍ତଳା ସ୍ଥିତ ନାରାୟଣ କଲୋନୀର କୁଷ୍ଠ ରୋଗୀଙ୍କ ପାଇଁ ସହାୟତାର ହାତ ବଢାଇଛି । ସଂଘ ସଭାନେତ୍ରୀ ସବିତା ନନ୍ଦଙ୍କ ଉଦ୍ୟମ ଓ ବଲାଙ୍ଗିର ନିରତାର କେନ୍ଦ୍ର ସହାୟତାରେ ୭ଜଣ ରୋଗୀଙ୍କୁ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ-ବିଜ୍ଞାନ ମେଳା-୨୦୨୩ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳା ପ୍ରଥମ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ଶିଶୁମାନଙ୍କୁ ନେଇ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଛତ୍ରପୁର ସରକାରୀ
Read More...

ଭଗତ ସିଂ କ୍ଲବଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଟିକ୍ରାପଡା ଭଗତ ସିଂ କ୍ଲବଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ୱାର୍ଡ ନଂ ୧୪ର ମା’ ଗୌରୀ ଓ ପ୍ରେରଣା ଏସ୍‌ଏଜି ଗୃପ ପକ୍ଷରୁ ଆୟୋଜିତ ଏହି ଶିବିରରେ ସୁପ୍ରିମ ଟାସ୍କ ହସପିଟାଲ ଓ ନେତ୍ରନିକେତନ ତରଫରୁ ରୋଗୀମାନଙ୍କର
Read More...

ସଦର ବ୍ଲକ କଂଗ୍ରେସର ସାଂଗଠାନିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦର ବ୍ଲକ କଂଗ୍ରେସର ଏକ ସାଂଗଠାନିକ ବୈଠକ ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଚନ୍ଦନଭାଟି ସ୍ଥିତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ
Read More...

ଫାଇଭ୍‌ ଟି ସଚିବଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତା ଅଗଷ୍ଟ ୬ରେ ଫାଇଭ୍‌ ଟି ସଚିବ ଭିକେ ପାଣ୍ଡିଆନଙ୍କ ଲୋଇସିଂହା ଗସ୍ତ ନେଇ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ସକାଳ ୧୦ ଟାରେ ହେଲିକେପ୍ଟର ଯୋଗେ ସେ ଲୋଅର ସୁକତେଲ ଡ୍ୟାମ ସାଇଟରେ ପହଞ୍ଚି ଡ୍ୟାମ ତଥା ସ୍ପିଲୱେ କାର୍ଯ୍ୟର ସମୀକ୍ଷା କରିବେ ।
Read More...

ସର୍ଗିବାହାଲ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଶିଶୁ ମନ୍ଦିରଠାରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଶିଶୁ ପ୍ରାରମ୍ଭଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁମାନଙ୍କ ଅଭିଭାବିକାମାନେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ପ୍ରବଚିକା ଶ୍ରୀମତୀ ସ୍ନେହଲତା ସାହୁ
Read More...