Daily Archives

କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରି ମୋବାଇଲ୍‌ ଛଡ଼ାଇନେଲେ ୩ ମଦ୍ୟପ, ଗିରଫ୍‌ କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଶାଖୋର୍‌ ମାନଙ୍କ ଉତ୍‌ପାତ୍‌ ଦିନକୁ ଦିନ ସମାଜରେ ବଢ଼ି ଚାଲିଛି । ବଲାଙ୍ଗିର ଜିଲ୍ଲାରେ ଗାଁ ଠୁ ସହର ସବୁଠି ମଦ୍ୟପଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳୁଛି । ଏଭଳି ଏକ ଘଟଣା ପୁଣି ଆଜି ସାମ୍‌ନାକୁ ଆସିଛି । କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ମୋବାଇଲ୍‌
Read More...

ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. ଗୋବିନ୍ଦ ସାହୁଙ୍କ ପରଲୋକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ର ଶିଶୁରୋଗ ବିଶେଷଜ୍ଞ ଭାବେ ସ୍ୱରସ୍ଥ୍ୟ ବିଭାଗ ଅଧୀନରେ କାର୍ୟ୍ୟାରମ୍ଭ କରି ଜିଲ୍ଲାବାସୀଙ୍କୁ ଦୀର୍ଘ ବର୍ଷ ଧରି ସେବା ଦେଇ ଆସିଥିବା ପେଡିଏଟ୍ରିସିଏନ ଡାକ୍ତର ଗୋବିନ୍ଦ ସାହୁଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ
Read More...

ଐତିହାସିକ ରାମଗଡ଼ ମନ୍ଦିରର ଭୂମି ପୂଜନ

ସିନାପାଲି, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହାଲି ଆଂଚଳର ରାମଗଡ଼ଠାରେ ମା' ଗଡପତି ଗଢିଏନ ମନ୍ଦିର ନିର୍ମାଣର ଭୂମି ପୂଜନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଭୂମି ପୂଜନରେ ଗଣ୍ଡାବାହାଲି, ସୁନାରିସିକୁଆଁ, ଗମ୍ଭାରିଗୁଡା, ରାମପୁର ଚାରିଟି ଗ୍ରାମ
Read More...

ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ କଲେଜ ପରିସରରେ ବୃକ୍ଷ ରୋପଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ ମହିଳା ଡିଗ୍ରୀ ମହାବିଦ୍ୟଳୟ ପରିସରରେ ବୁଧବାର ଦିନ ବୃକ୍ଷ ରୋପଣ କରାଯାଇଛି । ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ମହାବିଦ୍ୟାଳୟର ରାଜନୀତି ଅଧ୍ୟାପକ ତଥା ଯୁବ
Read More...

ଦିଶା ବୈଠକରେ ନରସିଂହ

ଯୋଜନାଗୁଡିକର ପାରଦର୍ଶିତା, ଗୁଣବତ୍ତା ଓ କାର୍ଯ୍ୟାନ୍ୱୟନକୁ ନେଇ କଲେ ପ୍ରଶ୍ନଲଢ଼େଇ କରି ଅଣାଯାଉଥିବା ଅନୁଦାନ ଫେରିଯିବା ଦୁର୍ଭାଗ୍ୟଜନକ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ ବିଭିନ୍ନ ଯୋଜନାଗୁଡିକର କାର୍ଯ୍ୟାନ୍ୱୟନକୁ ନେଇ
Read More...

ସଂଯୁକ୍ତ ମୋର୍ଚ୍ଚା ସମାବେଶ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀର ଏକ ବୈଠକ ନୃସିଂହନାଥ ସ୍ଥିତ ଆଇଓସିଏଲ୍‌ ଧର୍ମଶାଳାଠାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପଦ୍ମପୁର ପୂର୍ବତନ ବିଧାୟକ ତଥା
Read More...

୧୧ ଜଣ ବାଘ ଶିକାରୀ ଗିରଫ : ବାଘ ଛାଲ, ନଖ ଓ ମାଂସ ଜବତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଜଙ୍ଗଲରେ କଲରାପତରିଆ ବାଘ ଶିକାର କରି ବାଘ ଛାଲ, ନଖ ବାହାର କରି ମାଂସ ଭାଗ ବାଣ୍ଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରାଇକିଆ ବନାଞ୍ଚଳର ବାରବା ସେକ୍ସନର ବାଦଗଡ଼ ଜଙ୍ଗଲରେ ।
Read More...

କଫ ସିରପ ରଖିଥିବା ଅଭିଯୋଗରେ ଜଣେ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଫ ସିରପ ରଖିଥିବା ଅଭିଯୋଗରେ ଜଣେ ଗିରଫ ହୋଇଥିବା ସୂଚନା ମିଳିଛି । ବଲାଙ୍ଗିର ସହର ବରପାଲିପଡାରେ କଫ୍‌ ସିରପ୍‌ ରଖିଥିବା ଅଭିଯୋଗରେ ଟାଉନ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଗିରଫ ବ୍ୟକ୍ତି ଜଣକ ହେଲେ ମଦନ ଗୋପାଳ ନାଥ (୫୦) ।
Read More...

ବଲାଙ୍ଗିର ସୁଦପଡା ରେଲୱେ ଟ୍ରାକରୁ ବୃଦ୍ଧଙ୍କ ଶବ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁଦପଡା ରେଲୱେ ଟ୍ରାକରୁ ମିଳିଛି ଜଣେ ବୃଦ୍ଧଙ୍କ ଶବ । ବୃଦ୍ଧ ଜଣକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସ୍ତ୍ରୀର ମୃତ୍ୟୁରେ ମର୍ମାହତ ହୋଇ ବୃଦ୍ଧ ସ୍ୱାମୀ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଇଛି । ମୃତକ ଜଣକ ହେଲେ
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀମାନଙ୍କ ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା
Read More...