ପୁଣି ଅଲୋଡା ହେଲେ ବୃଦ୍ଧା ମା’ : ପରିଣତ ବୟସ ସାଙ୍ଗକୁ ଅଜଣା ରୋଗ ଦୂର କରିଦେଲା ଜନ୍ମ କଲା ପୁଅ ଝିଅଠୁ
ବରଗଡ଼, (ନିରୋଜ କୁମାର ପାଣୀ) : ମା' ଆଖିରେ ଲୁହ । ନିଜ ପୁଅ ଝିଅଙ୍କ ପାଇଁ ଆଖିର ଲୁହକୁ ନିଜର ପଣତ କାନିରେ ପୋଛି ଦେଉଥିବା ସେଇ ମଣିଷର ନାମ ହେଉଛି ମା' । ପିଲାର ସବୁ ଅଝଟକୁ ମୁଣ୍ଡରେ ଆଉଁସି ନେଇ ସହିଯାଉଥାଏ ମା' । ହେଲେ ଏଠାରେ ମା' ହୋଇଛି ଅଲୋଡ଼ା । ଡାକ୍ତର କହିବା ପୂର୍ବରୁ ବଡ଼ରୋଗ!-->…
Read More...
Read More...