ଆସ୍ଥା ପରିବାର ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ସୋମବାର ଦିନ କରୋନା ମହାମାରୀ ସମୟରେ ରକ୍ତାଭାବ କୁ ଆଖି ଆଗରେ ରଖି ଆସ୍ଥା ପରିବାର ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜଣାଶୁଣା ସମାଜସେବୀ ଶ୍ରୀମତୀ ଏ. ଲାଠ ଏବଂ ଶ୍ରୀ ସପନ କୁମାର ଦାସ ଯୋଗଦାନ ସଙ୍ଗେ ଆସ୍ଥା ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.