Yearly Archives

2020

ମନ୍ଥର ଗତିରେ ହେଉଥିବା ଉନ୍ନୟନ କାମକୁ ନେଇ ବଢ଼ୁଛି ଅସନ୍ତୋଷ : ବିଡିଓଙ୍କ କୋଠରୀକୁ ତାଲା ଦେଇ ଆନ୍ଦୋଳନରେ ବସିଲେ…

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ମାସ ହେଲା ଦେଓଗାଁ ବ୍ଳକରେ ଉନ୍ନୟନ କାମ ଆଖି ଦୃଶିଆ ଭାବେ ଅଗ୍ରଗତି କରୁନାହିଁ । ମୁଖ୍ୟତଃ ୨୦୧୯ ବର୍ଷାରେ ଭାଙ୍ଗିଯାିଥିବା ରାସ୍ତା ମରାମତି କରିବା ପାଇଁ ଆସିଥିବା ଅର୍ଥ ପଡି ରହିଛି । ସରକାରୀ ନିୟମ ଅନୁସାରେ ବିଭାଗୀୟ ଅଧିକାରୀଙ୍କ ନାମରେ କାମ
Read More...

ଏରୋ ଇଣ୍ଡିଆ ୨୦୨୧ ପାଇଁ ମିଡିଆ ପଞ୍ଜୀକରଣ ଆରମ୍ଭ

ନୂଆଦିଲ୍ଲୀ, (ପିଆଇବି) : ‘ଏରୋ ଇଣ୍ଡିଆ ୨୦୨୧’ର ୧୩ତମ ସଂସ୍କରଣ ବାୟୁସେନା ଷ୍ଟେସନ, ୟେଲାହାଙ୍କା, ବେଙ୍ଗାଲୁରୁ (କର୍ଣ୍ଣାଟକ)ରେ ୦୩ ରୁ ୦୭ ଫେବୃଆରୀ ୨୦୨୧ରେ ଅନୁଷ୍ଠିତ ହେବ ।ପ୍ରଦର୍ଶନୀ ପରିଦର୍ଶନ କରିବାକୁ ଗଣମାଧ୍ୟମ କର୍ମଚାରୀଙ୍କ ପଞ୍ଜୀକରଣ ପାଇଁ ୦୨ ନଭେମ୍ବର ୨୦୨୦ରୁ ଖୋଲା ଯାଇଛି ।
Read More...

୨୦୧୯ ଅଗଷ୍ଟ ବନ୍ୟା ଯୋଗୁଁ ଚାଷ ଜମିରେ ବାଲି ପୋତି ହୋଇ ଜମି ନଷ୍ଟ ହେବା ଘଟଣା : ସରକାରୀ ସହାୟତା ଦେବାକୁ…

ଦେଓଗାଁ, (ମନୀଷ କୁମାର ସାହୁ) : ୨୦୧୯ ଅଗଷ୍ଟ ହୋଇଥିବା ବନ୍ୟାରେ ବର୍ଷା ଯୋଗୁଁ ଚାଷ ଜମି ଉପରେ ପାଣି ମାଡ଼ି ଯିବାରୁ ଚାଷ ଜମି ନଷ୍ଟ ହୋଇଯାଇଛି । ହେଲେ ସରକାରୀ ସହାୟତା ପାଇ ନ ଥିବାରୁ ବାରମ୍ବାର ତହସିଲଦାରଙ୍କ ନିକଟକୁ ଆସି ଅଭିଯୋଗ କରାଯାଉଛି । ତଥାପି କେହି ବି ଶୁଣୁ ନାହାନ୍ତି ବୋଲି
Read More...

ଜରୁରୀକାଳୀନ ଋଣ ଯୋଗାଣ ଗ୍ୟାରେଣ୍ଟି ଯୋଜନାର ମିଆଦକୁ ଆଉ ଏକ ମାସ ବଢାଇଲେ ସରକାର

• ଏହି ଯୋଜନାରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ମଞ୍ଜୁର ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାର ଜରୁରୀକାଳୀନ ଋଣ ଯୋଗାଣ ଗ୍ୟାରେଣ୍ଟି ଯୋଜନା (ଇସିଏଲ୍‌ଜିଏସ୍‌)ର ମିଆଦକୁ ଆଉ ୧ ମାସ ପାଇଁ ବଢାଇ ଦେଇଛନ୍ତି । ଏହା ଚଳିତ ନଭେମ୍ବର ମାସ ୩୦ ତାରିଖ ଯାଏଁ କିମ୍ବା ଏହି ଯୋଜନାରେ ୩ ଲକ୍ଷ
Read More...

ସୁସ୍ଥଙ୍କ ସଂଖ୍ୟା ୭୫ ଲକ୍ଷ ଟପିଲା

• ବିଶ୍ୱରେ ସର୍ବାଧିକ ଆରୋଗ୍ୟ ଥିବା ଦେଶ ତାଲିକାର ଶୀର୍ଷରେ ସ୍ଥାନ ବଜାୟ ରଖିଛି ଭାରତ• ବିଗତ ଦୁଇ ମାସରେ କରୋନା ସକ୍ରିୟ ମାମଲା ପ୍ରତିଶତ ତିନି ଗୁଣରୁ ଅଧିକ ହ୍ରାସ• ଭାରତରେ ନମୁନା ପରୀକ୍ଷା ଅତିକ୍ରମ କଲା ୧୧ କୋଟି ନୂଆଦିଲ୍ଲୀ, (ପିଆଇବି) : ସର୍ବାଧିକ କରୋନା ଆକ୍ରାନ୍ତ ସୁସ୍ଥ ହେବା
Read More...

ସ୍ପେଶାଲ ବରୋଇଂ ୱିଣ୍ଡୋ ଜରିଆରେ କେନ୍ଦ୍ର ସରକାର ଦ୍ୱିତୀୟ ଦଫାରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରଦାନ…

• ଅର୍ଥ ମନ୍ତ୍ରଣାଳୟ ଏ ଯାବତ୍‌ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ସ୍ପେଶାଲ ୱିଣ୍ଡୋ ବ୍ୟବସ୍ଥାରେ ୧୨ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବାର ବ୍ୟବସ୍ଥା କରିଛି ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏହାର ସ୍ପେଶାଲ ବରୋଇଂ ୱିଣ୍ଡୋ ବ୍ୟବସ୍ଥାରେ
Read More...

ବିଜୁ ଜନତା ଦଳ ପକ୍ଷରୁ ଜନସଚେତନତା ଓ ମାସ୍କ ବଂଟନ କାର୍ଯ୍ୟକ୍ରମ

କଳାହାଣ୍ଡି, (ପି.କେ.ସାହୁ) : ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେଁପୁର ଗ୍ରାମ ପଂଚାୟତର ସାପସିଲେଟ ଶିବ ମନ୍ଦିର ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ଜନସଚେତନତା ଓ ମାସ୍କ ବଂଟନ କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ
Read More...

ଏହି ପାଞ୍ଚଟି ଭୁଲ୍‌ ବ୍ଲଡ ସୁଗାର୍‌ ବଢ଼ାଇଥାଏ, ଜାଣ‌ନ୍ତୁ ସେଇ ଭୁଲ୍‌

ଶୃଂଖଳାବିହୀନ ଜୀବନ ଶୈଳୀ ଏବଂ ଅନିୟମିତ ଖାଦ୍ୟ ପାନୀୟ ହେତୁ ଆଜିକାଲି ଲୋକେ ଅଧିକରୁ ଅଧିକ ମଧୁମେହ ରୋଗର ଶିକାର ହେଉଛନ୍ତି । ଏପରି ପରିସ୍ଥିତିରେ ବ୍ଲଡ ସୁଗାର୍‌ ରୋଗୀମାନଙ୍କୁ ନିଜ ପାଇଁ ବିଶେଷ ଯତ୍ନ ନେବାକୁ ପଡ଼ିବ । କାଁ ଭାଁ କରାଯାଇଥିବା ଟିକିଏ ଅବହେଳା ମଧ୍ୟ ଅନେକ ପ୍ରମୁଖ ରୋଗର
Read More...

ଜେଏସଏମ କଲେଜ ପରିସରରେ ୨୦୨୦-୨୧ ଫ୍ରେସର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟରେ ଥିବା ଜେଏସଏମ ଯୁକ୍ତ ଦୁଇ ଓ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ମର୍ଦ୍ଧନା ପର୍ବ ଆରମ୍ଭ ହୋଇଯାଇଛି । ତେବେ ୨୦୨୦-୨୧ ଚଳିତ ବର୍ଷ ପାଇଁ ନୂତନ ଭାବେ ଏଡ଼ମିଶନ ନେଇଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା
Read More...

ଧାନ ଫସଲ ବୀମା ପ୍ରଦାନରେ ବୈମାତୃକ ମନୋଭାବ ପ୍ରଦର୍ଶନ କରାନଯାଉ : କୋସଲ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖରିଫ୍‌ ଧାନ ଫସଲ ବୀମା ପ୍ରଦାନରେ ବିଳମ୍ବ, ପାତର ଅନ୍ତର, ବିଭାଜନ ପ୍ରକ୍ରିୟା କରାଯାଉଛି ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତି ଅଭିଯୋଗ କରିଛି । ଏଥିପାଇଁ କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଫସଲ ବୀମା ଶୀଘ୍ର ପ୍ରଦାନ ଦାବୀକୁ ନେଇ ଆନ୍ଦୋଳନ କରିବାକୁ
Read More...