Daily Archives

ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟ ନିମନ୍ତେ ଦାରିଦ୍ର୍ୟ ଦୂରୀକରଣ ପାଇଁ ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗ୍ରାମ ପଞ୍ଚାୟତରୁ ବେରୋଜଗାର ଦୂର କରିବା ପାଇଁ ଗ୍ରାମସଭା, ପଲ୍ଲୀ ସଭାରେ ତଥ୍ୟ ଉପସ୍ଥାପନ କରି ପଞ୍ଚାୟତର ସମସ୍ତ କାର୍ଯ୍ୟକୁ ସଫଳ କରାଯାଇପାରିବ ସେନେଇ ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟ ନିମନ୍ତେ ଦାରିଦ୍ର୍ୟ ଦୂରୀକରଣ ପାଇଁ ତାଲିମ ଶିବିର ବଲାଙ୍ଗିର ଜିଲ୍ଲା
Read More...

ବେନାମୀ ସମ୍ପତ୍ତି ଠାବ କରିବାକୁ ଆୟକର ବିଭାଗର ତତ୍ପରତା

• ବେନାମୀ ସମ୍ପତ୍ତି କାରବାରରେ ଲିପ୍ତ ବ୍ୟକ୍ତିଙ୍କୁ ଦଣ୍ଡିତ କରିବାକୁ ଆଇନରେ ବ୍ୟବସ୍ଥା• ବେନାମୀ ସମ୍ପତ୍ତିର ସୂଚନାଦାତାଙ୍କୁ ମିଳିବ ୧କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ପୁରସ୍କାର ନୂଆଦିଲ୍ଲୀ, (ପିଆଇବି) : ବେନାମୀ ସମ୍ପତ୍ତି କାରବାରକୁ ରୋକିବା ପାଇଁ ଭାରତ ସରକାରଙ୍କ ଆୟକର ବିଭାଗ
Read More...

କଟକସ୍ଥିତ ଏସସିବି ମେଡ଼ିକାଲ କଲେଜ୍ ଓ ହସ୍ପିଟାଲର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଲେ ରାଷ୍ଟ୍ରପତି

କଟକ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଜୁଲାଇ ୨୬, ୨୦୨୩)ରେ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । କାର୍ଯ୍ୟକ୍ରମ ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ଡାକ୍ତରୀ ପେସା ହେଉଛି ସେବାର ଏକ
Read More...

ପରଲୋକରେ ଶାନ୍ତିପ୍ରିୟ ଶିକ୍ଷକ ରବୀନ୍ଦ୍ର କୁମାର ରାଉତରାୟ, ଝୁରୁଛି ସ୍ଥାନୀୟ ମାଟି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଧାମୋହନ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟଣା, ଘୋରଡ଼ିଆର ଶାନ୍ତିପ୍ରିୟ ଶିକ୍ଷକ ରବୀନ୍ଦ୍ର କୁମାର ରାଉତରାୟ(୭୦)ଙ୍କର ଭୁବନେଶ୍ୱରର ଏକ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି, ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ
Read More...

ମଣିପୁର ହିଂସା ବିରୁଦ୍ଧରେ ଗଣ ପ୍ରତିବାଦ

ଫାସିବାଦୀ ରାଷ୍ଟ୍ର ବ୍ୟବସ୍ଥା ବିରୁଦ୍ଧରେ ଜନ ଆନ୍ଦୋଳନ ଜରୁରୀ : ନାଗରିକ ସାମ୍ମୁଖ୍ୟ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭାରତର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଚାଲିଥିବା ହିଂସା, ଗୃହଦାହ, ମହିଳାମାନଙ୍କ ପ୍ରତି ଯୌନ ନିର୍ଯ୍ୟାତନା ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ସହ
Read More...

ଦୁର୍ନୀତିରେ ଉବୁଟୁବୁ ପାଇକମାଲ ଶିକ୍ଷା ବିଭାଗ : ପିଏଫ୍‌ଏମ୍‌ଏସ୍‌ ପାଇଁ ଅର୍ଥ ଆଦାୟ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଶିକ୍ଷା ବିଭାଗରେ ପୁଣି ଏକ ଦୁର୍ନୀତିର ଗନ୍ଧ ଜଣାପଡୁଛି । ସମଗ୍ର ଶିକ୍ଷା ଯୋଜନାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ପୋଷାକ ପ୍ରଦାନ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଅନୁଦାନ ଆସିଥାଏ ଏବଂ ଏହି ଖର୍ଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...

ନୂତନ ଯୁବ କଂଗ୍ରେସ ସଭାପତି ହେଲେ ଗଣେଶ ସାହୁ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସର ନୂତନ ସଭାପତି ଭାବେ ଗଣେଶ କୁମାର ସାହୁ ବିପୁଳ ଭୋଟରେ ନିର୍ବାଚିତ ହୋଇଥିବା ଜଣାପଡିଛି । ଏହି ଅବସରରେ ଅନୁଷ୍ଠିତ ମତଦାନ ପ୍ରକ୍ରିୟାରେ ମୋଟ ୫୬୧୧ ଖଣ୍ଡ ଭୋଟ ପାଇ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦିଙ୍କୁ ପ୍ରାୟ ୧୯୯୦ ଟି
Read More...

ଓଡ଼ିଶା ହାଇକୋର୍ଟର ୭୫ତମ ବର୍ଷପୂର୍ତ୍ତି ସମାରୋହର ଉଦଯାପନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ରାଷ୍ଟ୍ରପତି

● ଆଇନ ପେସାଦାରମାନେ ଶୀଘ୍ର ଶୁଣାଣି ଏବଂ ତ୍ୱରିତ ନ୍ୟାୟ ଦିଗରେ କାମ କରିବା ଉଚିତ୍ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି କଟକସ୍ଥିତ ଓଡ଼ିଶା ହାଇକୋର୍ଟର ୭୫ତମ ବର୍ଷ ପୂର୍ତ୍ତି ସମାରୋହର ଉଦଯାପନୀ କାର୍ଯ୍ୟକ୍ରମରେ ସାମିଲ ହୋଇ
Read More...

ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ବଦଳରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଘଟଣା : ବଙ୍ଗୋମୁଣ୍ଡାରେ…

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଛକକୁ ପର୍ଶୁରାମ ଛକ କରାଯିବା ଓ ଛକରେ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ବସାଯିବା ନେଇ ସ୍ଥିରିକୃତ ହୋଇଥିବା ବେଳେ ଗତ କିଛି ଦିନ ତଳେ ହଠାତ୍ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ବସାଯାଇଥିବା
Read More...

ମାଓବାଦୀ ସହିଦ ସପ୍ତାହ ପୂର୍ବରୁ ପୋଷ୍ଟର ଜାରି କଲା ମାଓ ସଂଗଠନ

କଳାହାଣ୍ଡି, (ପି.କେ. ସାହୁ) : ଜୁଲାଇ ମାସ ୨୮ରୁ ଅଗଷ୍ଟ ମାସ ୩ ତାରିଖ ଯାଏଁ ମାଓବାଦୀଙ୍କ ସହୀଦ ସପ୍ତାହ ପାଳନ । ଏହି ଅବସରରେ ପୋଷ୍ଟର ଜାରି କରିଛି ମାଓ ସଂଗଠନ । କଳାହାଣ୍ଡି ଜିଲ୍ଲା ସଦର ଭବାନୀପାଟଣା ନିକଟସ୍ଥ ଶଗଡ଼ାଠାରେ ଗତକାଲି ମାଓ ସଂଗଠନ ପକ୍ଷରୁ ବ୍ୟାନର ଲଗାଇଥିଲା । ମାଓ ସଂଗଠନ
Read More...