ବଦଳିଲେ ଏବିଭିପିର ସଂଗଠନ ସମ୍ପାଦକ : ବଲାଙ୍ଗିର ଜିଲ୍ଲା ପାଇଁ ଲଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଂଗଠକ ସମ୍ପାଦକ ନିକୁଂଜ ବିହାରୀ ପଣ୍ଡାଙ୍କ ଦାୟିତ୍ୱ ପରିବର୍ତ୍ତନ ହୋଇ ସେ ବର୍ତ୍ତମାନ ସମ୍ବଲପୁର ବିଭାଗ(ବରଗଡ, ସମ୍ବଲପୁର ଓ ଦେବଗଡ଼)ର ସଂଗଠନ ସମ୍ପାଦକ ଭାବେ କାର୍ୟ୍ୟ କରିିବେ । ସେହିପରି ବଲାଙ୍ଗିର ଜିଲ୍ଲାର ନୂଆ ସମ୍ପାଦକ ଭାବେ ଲଳିତ କୁମାର ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି । ଲଳିତ ପୂର୍ବରୁ ସମ୍ବଳପୁର ନଗର ସମ୍ପାଦକ ଭାବେ କାର୍ୟ୍ୟରତ ଥିଲେ । ତେବେ ଗତକାଲି ଏନେଇ ଏବିଭିପି ରାଜ୍ୟ କାର୍ୟ୍ୟଲୟ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ପ୍ରାନ୍ତୀୟ କାର୍ୟ୍ୟ ସମିତି ବୈଠକରେ ଏହି ସଂକ୍ରାନ୍ତରେ ଘୋଷଣା କରାଯାଇଛି ।

Leave A Reply

Your email address will not be published.