Daily Archives

କଡଗାବାଲି ପ୍ରାଥମିକ ବିଦ୍ୟାଳୟ ବନ୍ଦକୁ ବିରୋଧ : ବିଇଓ ଅଫିସ ଘେରାଉ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମଗ୍ର ରାଜ୍ୟରେ ୫ ବର୍ଷ ରୁ ୧୪ବର୍ଷ ପିଲାମାନଙ୍କୁ ନିଶ୍ଚିତ ଶିକ୍ଷା ଦେବା ପାଇଁ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ପିଲାଙ୍କୁ ସ୍କୁଲକୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଗ୍ରାମରେ ସ୍କୁଲ ଖୋଲାଯିବା ସହ
Read More...

ପୋର୍ଟବ୍ଲେୟାର ବୀର ସଭରକର ଆନ୍ତର୍ଜାତିକ ବିମାନବନ୍ଦରର ନୂତନ ସମନ୍ୱିତ ଭବନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ପୋର୍ଟବ୍ଲେୟାର ନୂତନ ରହଣିସ୍ଥଳ ଭବନ ଯାତ୍ରା ସୁବିଧା ଏବଂ ବ୍ୟବସାୟ ଓ ସଂଯୋଗୀକରଣକୁ ସୁଗମ କରିବଅନ୍ତର୍ଭୁକ୍ତୀକରଣର ଏକ ନୂତନ ମଡେଲ ଭାରତକୁ ଆସିଛି । ଏହି ମଡେଲ ହେଉଛି ‘ସବକା ସାଥ ସବକା ବିକାଶଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ବିକାଶ ଦେଶର ଯୁବଶକ୍ତି ନିମନ୍ତେ ଏକ ପ୍ରେରଣାର ଉତ୍ସ
Read More...

ମୋହନଗିରି ଓଁ ଶ୍ରୀ ପୂଜା କମିଟିର ସଦସ୍ୟଙ୍କ ସହାୟତା ରେଭଙ୍ଗା ବିଦ୍ୟୁତ ଖୁଣ୍ଟ ସଜଡା ହେଲା

କଳାହାଣ୍ଡି. (ପିକେ ସାହୁ) : କଳାହାଣ୍ଡି ଜିଲ୍ଲା ଆଦିବାସୀ ବହୁଳ ମାଓ ପ୍ରବଣ ଅଞ୍ଚଳ ମ.ରାମପୁର ବ୍ଲକ୍‌ର ଗତ ଦୁଇଦିନ ଧରି ଘୋର ବର୍ଷା ଯୋଗୁଁ ବାଞ୍ଜାମୁଣ୍ଡା ଗ୍ରାମ ନିକଟ ଏକଚାଷ ଜମିରେ ବିଦ୍ୟୁତ୍ ଖୁଣ୍ଟ ପଡିଯିବାରୁ ମାଣିକେରା ଠାରୁ ମୋହନଗିରି ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବିଛିନ୍ନ
Read More...

ଡି. କର୍ଲାଖୁଣ୍ଟା ବିଦ୍ୟାଳୟ ରାସ୍ତା ଆଣ୍ଠୁଏ କାଦୁଅ, ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସୀ

କଳାହାଣ୍ଡି, (ପି.କେ ସାହୁ) : କଲାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକ୍‌ ଅନ୍ତର୍ଗତ ଡି.କର୍ଲାଖୁଣ୍ଟା ଗ୍ରାମପଞ୍ଚୟତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାସ୍ତା ବିପଦଜନକ ଅବସ୍ଥା ହୋଇ ପଡିଛି । ବହୁବାର ରାସ୍ତା ପାଇଁ ଆବେଦନ କଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଗ୍ରାମବାସୀ ଜଣାଇଛନ୍ତି । ଟିକିଏ
Read More...

ପାଇକମାଲ, ନୃସିଂହନାଥ, ପଦ୍ମପୁର ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ପରିସରରେ ମଙ୍ଗଳବାର ଦିନ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ
Read More...

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ବିଷୟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯ୍ୟରତ
Read More...

‘ଭୂମି-ସମ୍ମାନ’ ପୁରସ୍କାରରେ ପୁରସ୍କୃତ ହୋଇଥିବା ୬୮ ଜିଲ୍ଲା ମଧ୍ୟରେ ଓଡ଼ିଶାର ୧୯ ଜିଲ୍ଲା ସାମିଲ୍‌

ଭୁବନେଶ୍ୱର : ଡିଜିଟାଲ୍‌ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମର ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ‘ଭୂମି ସମ୍ମାନ’ ପୁରସ୍କାର ପ୍ରଦାନ କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ
Read More...

ଅଚ୍ୟୁତାନନ୍ଦ ଉଦ୍‌ଗାତାଙ୍କ ପରଲୋକରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜନଜୀବନରେ ବେଶ୍‌ ଜଣାଶୁଣା କବି, ଲେଖକ, ଜ୍ୟୋତିର୍ବିଦ, ଅଭିନେତା ଓ ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ଉଦ୍‌ଗାତାଙ୍କ ପରଲୋକରେ ଏବଂ ସର୍ବ ଭାରତୀୟ ବ୍ରାହ୍ମଣ ମହାସଭାର ଉପସଭାପତି ତଥା ଅଖିଳ ଓଡିଶା ବ୍ରାହ୍ମଣ ମହାସଭାର ପୂର୍ବତନ ସଭାପତି ପଣ୍ଡିତ
Read More...

ଆଜି ନୂଆଦିଲ୍ଲୀରେ ସିଆରସିଏସ୍ – ସାହାରା ରିଫଣ୍ଡ ପୋର୍ଟାଲ

https://mocrefund.crcs.gov.in/ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହା-ସାହାରା ଗ୍ରୁପ୍ ର ସମବାୟ ସମିତି- ସାହାରା କ୍ରେଡିଟ୍ କୋପରେଟିଭ୍ ସୋସାଇଟି ଲିମିଟେଡ୍, ସାହାରାୟାନ୍ ୟୁନିଭର୍ସାଲ୍ ମଲ୍ଟିପର୍ପୋସ୍ ସୋସାଇଟି ଲିମିଟେଡ୍, ହମାରା ଇଣ୍ଡିଆ କ୍ରେଡିଟ୍
Read More...

ଥର୍ମାଲ ପାୱାର ପ୍ଲାଣ୍ଟ ପାଇଁ ପର୍ଯ୍ୟାପ୍ତ ପରିମାଣର କୋଇଲା ଉପଲବ୍ଧ : କୋଇଲା ମନ୍ତ୍ରଣାଳୟ

ପାୱାର ପ୍ଲାଣ୍ଟରେ କୋଇଲା ଷ୍ଟକ୍ ୨୮% ବୃଦ୍ଧି ପାଇ ୩୩.୪୬ ନିୟୁତ ଟନ୍ ଛୁଇଁଲାଭାରତୀୟ ରେଳବାଇ ଦ୍ୱାରା ଉପଲବ୍ଧ ହେଉଛି ପର୍ଯ୍ୟାପ୍ତ ରେକ୍ ନୂଆଦିଲ୍ଲୀ, (ପିଆଇବି) : ଦେଶର ଥର୍ମାଲ ପାୱାର ପ୍ଲାଣ୍ଟ (ଟିପିପି) ପାଇଁ ପର୍ଯ୍ୟାପ୍ତ ପରିମାଣର କୋଇଲା ଉପଲବ୍ଧ ଅଛି ବୋଲି କୋଇଲା ମନ୍ତ୍ରଣାଳୟ
Read More...