Daily Archives

ଫାଇଭ ଟି ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ତଦାରଖ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତା ଅଗଷ୍ଟ ୬ ତାରିଖରେ ୫ ଟି ସଚିବ ଭି କେ ପାଣ୍ଡିଆନଙ୍କ ଲୋଇସିଂହା ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଲୋଇସିଂହା ବ୍ଲକ ଅଞ୍ଚଳ ଗସ୍ତ କରି ତଦାରଖ କରିଛନ୍ତି । ପ୍ରଥମେ ସେ ଯୋଗୀସର୍ଡା ସ୍ଥିତ ପ୍ରସିଦ୍ଧ…
Read More...

ଗ୍ରାମ୍ୟ ଇତିହାସ ଓ ଖାଦ୍ୟ ସଂସ୍କୃତି ସମ୍ପର୍କିତ କର୍ମଶାଳା

ଛାତ୍ରଛାତ୍ରୀ ଲେଖିବେ ନିଜ ଗ୍ରାମର ଇତିହାସ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଦିଶା ମିଲେଟ୍ ମିଶନ ତରଫରୁ ଗ୍ରାମ୍ୟ ଇତିହାସ ଓ ଖାଦ୍ୟ ସଂସ୍କୃତି ସମ୍ପର୍କିତ କର୍ମଶାଳା ଆଜି ରବିବାର ଦିନ ଅନୁଷ୍ଠିତ…
Read More...

ସେବା ମନୋଭାବକୁ ଆହୁରି ବ୍ୟାପକ କରାଇବାର ମହତ ଉଦ୍ଦେଶ୍ୟରେ ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେବା ମନୋଭାବକୁ ଆହୁରି ବ୍ୟାପକ କରାଇବାର ମହତ ଉଦ୍ଦେଶ୍ୟରେ ମାହେଶ୍ୱରୀ ସଂଗଠନ "ପ୍ରତି ପଞ୍ଚାୟତରେ ମାହେଶ୍ୱରୀ ସଫଳତାର ସହ ଗୋଟିଏ ପରେ ଗୋଟିଏ ପଞ୍ଚାୟତକୁ ବିସ୍ତାର ହେବାରେ ଲାଗିଛି । ସଦର ବ୍ଲକରେ ଏହି ଅନୁଷ୍ଠାନର ଆହ୍ୱାନରେ କୁଟୁମଡୋଳା ଯୋଡି ହୋଇଛି ।…
Read More...

ଶିମୁଲିଖୋଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିମୁଲିଖୋଲ ଯୁବକ ସଂଘ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ବରଗଡ଼ ତରଫରୁ ଶିମୁଲିଖୋଲ ପର୍ଯ୍ୟଟନ ସ୍ଥଳୀଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଯେଉଁଥିରେ ପଟୁଲି, ଅଳା, ଜାମୁକୋଳି, ଆମ୍ବ, ବଉଳ, ପିପଳ ପରି ୨୦୦ ଚାରା ରୋପଣ କରାଯାଇଥିଲା ।…
Read More...

ମା’ ଦକ୍ଷିଣେଶ୍ୱରୀ ମନ୍ଦିର ପୀଠରେ ବୃକ୍ଷ ରୋପଣ

କଟକ, (ଶ୍ରୀକାନ୍ତ ବେଉରା) : କଟକ ସଦର ବୟାଳିଶମୌଜା ବେଣ୍ଟକାର ପଞ୍ଚାୟତ ଅନ୍ତର୍ଗତ ଏରଞ୍ଚ ଗ୍ରାମସ୍ଥିତ ମା' ଦକ୍ଷିଣେଶ୍ୱରୀ ମନ୍ଦିର ପୀଠରେ ସଫେଇ କାର୍ଯ୍ୟକ୍ରମ ହେବା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମବାସୀଙ୍କ ପକ୍ଷରୁ ଶିକ୍ଷାବିତ୍ ସ୍ୱାଧୀନ ଶେଖର…
Read More...

କୁଲୁତା ସମାଜ ବଲାଙ୍ଗିର ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଁ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କ କରୁଣାରୁ ରବିବାର ଦିନ କୁଲୁତା ସମାଜ ବଲାଙ୍ଗିର ତରଫରୁ ସମାଜର ସେବା ସଦନ ଖୁଜେନପାଲି ସ୍ଥିତ ନିର୍ଦ୍ଧାରିତ ସ୍ଥାନରେ ସମାଜର ସଭାପତି ରବିନ୍ଦ୍ର କୁମାର ପଧାନଙ୍କ ନେତୃତ୍ୱରେ ୧୫୦ ଗୋଟି ବୃକ୍ଷ ରୋପଣ କରାଯାଇଛି । ଉକ୍ତ…
Read More...

ରେଡକ୍ରସ ସୋସାଇଟି ତରଫରୁ ହାଇଜେନିକ କିଟ୍‌ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାରୁ ଯୋଗାଇଥିବା ହାଇଜେନିକ୍‌ କିଟ୍‌କୁ ବଲାଙ୍ଗିର ଜିଲ୍ଲା ଜୁନିୟର ରେଡକ୍ରସ ସୋସାଇଟି ତରଫରୁ ବଲାଙ୍ଗିର ସହର ପଥରଚେପା ସ୍ଥିତ ପାର୍ବତୀଗିରି ବାଲ ନିକେତନ ଓ ଅଦୃଶା ଶିଶୁ ଘର ଅନ୍ତବାସୀଙ୍କୁ ବଣ୍ଟନ କରାଯାଇଛି ।…
Read More...

କଂଟାବାଂଜି ଅବକାରୀ ବିଭାଗ ଦ୍ୱାରା ୭.୩୪ କେଜି ଗଂଜେଇ ସହ ମୋଟର ସାଇକେଲ ଜବତ, ଜଣେ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ପେଟ୍ରୋଲିଂଗ ବେଳେ ରବିବାର ଦିନ କଂଟାବାଂଜି ଥାନା ବୁରୋମାଲ ପଂଚାୟତ ଧୁମସୁ ଗାଁ ନିକଟରେ ଜଣେ ଗଂଜେଇ ଚାଲାଣ କରୁଥିବା ବ୍ୟକ୍ତିକୁ କଂଟାବାଂଜି ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି ।…
Read More...

ଖପ୍ରାଖୋଲ ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଖପ୍ରାଖୋଲ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ…
Read More...

ଦୁର୍ଘଟଣାଗ୍ରସ୍ତ ହେଲା ତିର୍ଥଯାତ୍ରୀ ବସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମ ସ୍ଥିତ ଷୋହଳ ନମ୍ବର ଜାତୀୟ ରାଜପଥଠାରେ ତିର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାତ୍ରୀବାହୀ ବସଟି ଭାରସ୍ୟାମ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଏକ ସଂକେତ ଖୁଣ୍ଟରେ ପିଟି ହୋଇ ଯାଇଥିଲା । ସୌଭାଗ୍ୟ ବଶତଃ…
Read More...