csstore

ମା’ ଦକ୍ଷିଣେଶ୍ୱରୀ ମନ୍ଦିର ପୀଠରେ ବୃକ୍ଷ ରୋପଣ

କଟକ, (ଶ୍ରୀକାନ୍ତ ବେଉରା) : କଟକ ସଦର ବୟାଳିଶମୌଜା ବେଣ୍ଟକାର ପଞ୍ଚାୟତ ଅନ୍ତର୍ଗତ ଏରଞ୍ଚ ଗ୍ରାମସ୍ଥିତ ମା’ ଦକ୍ଷିଣେଶ୍ୱରୀ ମନ୍ଦିର ପୀଠରେ ସଫେଇ କାର୍ଯ୍ୟକ୍ରମ ହେବା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମବାସୀଙ୍କ ପକ୍ଷରୁ ଶିକ୍ଷାବିତ୍ ସ୍ୱାଧୀନ ଶେଖର ଷଡଙ୍ଗୀ, ଲଳିତ ରଜଂନ ପତି, ରବିନ୍ଦ୍ର ମହାନ୍ତି, ଦିଲ୍ଲୀପ କୁମାର ପତି, ଅନୁପମ ପତି, ତରୁଣ ଭୋଇ, ଟିକିମ ଭୋଇ, ବିକାଶ ଭୋଇ, ଯୁବ ସାମ୍ବାଦିକ ଚନ୍ଦନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.