Daily Archives

ମଧ୍ୟାହ୍ନ ଭୋଜନ ମାନ ପରଖିଲେ ବରଗଡ଼ ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଶନିବାର ଦିନ ବରଗଡ଼ ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାଷ୍ଟରଟିକ୍ରା ପରିଦର୍ଶନ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଦ୍ୟାଳୟର ସୁନାମ ବଜାୟ ରଖିବା ପାଇଁ ଉତ୍ସର୍ଗୀକୃତ ମନୋଭାବ
Read More...

ପର୍ଶୁରାମ ଫଟୋ ହଟାଇ ବିଜୁବାବୁଙ୍କ ମୂର୍ତ୍ତି ସ୍ଥାପନକୁ ପ୍ରତିବାଦ କରି ଆଜି ବେଲପଡା ବନ୍ଦ

ବେଲପଡା, (ଭୋଜରାଜ ଦଣ୍ଡସେନା) : କିଛିଦିନ ତଳେ ପଟଣାଗଡ଼ ବ୍ଲକ ଛକଠାରେ ଲାଗିଥିବା ଭଗବାନ ପର୍ଶୁରାମଙ୍କ ଫଟୋକୁ ହଟାଇ ବିଜୁବାବୁଙ୍କ ମୂର୍ତ୍ତି ସ୍ଥାପନ କରିଥିବାରୁ ଗତ ୩ଦିନ ତଳେ ପାଟଣାଗଡ଼ ବ୍ଲକ ଛକ ନିକଟରେ ଧାରଣା ଦେଇ ପାଟଣାଗଡ଼ ବନ୍ଦ ଡାକରା ଦେଇଥିଲା ହିନ୍ଦୁ ସମାଜ । ଆଜି ତାକୁ ସମର୍ଥନ
Read More...

ରାତି ଅଧରେ ଦେକାନରୁ ଚୋରି ଅଭିଯୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ ସହର ନିକଟରେ ରେଳଷ୍ଟସନ ପାର୍ଶ୍ଵରେ ଥିବା ଏକ ପାନ ଜଳଖିଆ ଦୋକାନରୁ ମଧ୍ୟରାତ୍ରରେ ଚୋର କଳାକାନ ବୁଲେଇଥିବା ଦେଖିବାକୁ ମିଳିଛି । ବିପିନ ପାଲାଇ ଓ ତାଙ୍କ ମା' ସବୁଦିନ ପରି ଗତକାଲି ରାତ୍ରି ଦୋକାନ ବନ୍ଦ କରି ଘରକୁ
Read More...

ଜିଲ୍ଲାପାଳ ସୁବର୍ଣପୁରଙ୍କ ସହର ସ୍ଥିତ ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ସୋନପୁର ସହର ସ୍ଥିତ ଜିଲ୍ଲା ସାମ୍ବାଦିକ ସଂଘର ସାମ୍ବାଦିକ ଭବନ, ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର, ଲେପ୍ରା ସୋସାଇଟି, ଯୋଗ ବିହାର ତଥା ମହାରାଜା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଅନୁଷ୍ଠାନଗୁଡ଼ିକର
Read More...

ମଣିପୁରରେ ସାମ୍ପ୍ରଦାୟିକ ହିଂସା, ମହିଳାଙ୍କୁ ଉଲଗ୍ନ ଭଳି ଘଟଣାରେ ମୋଦୀଙ୍କୁ ଦୋଷ ଦେଇଛି ଆମ୍ ଆଦ୍‌ମୀ ପାର୍ଟି

ବ୍ରହ୍ମପୁରରେ ମୋଦିଙ୍କ କୁଶପୁତ୍ତଳିକା ଦାହ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜେପି ଶାସିତ ରାଜ୍ୟ ମଣିପୁରରେ ସାମ୍ପ୍ରଦାୟିକ ହିଂସା ଏବଂ ମହିଳାଙ୍କୁ ଉଲଗ୍ନ କରି ଗାଁ ବୁଲାଇବା ଭଳି ନାରୀ ନିର୍ଯ୍ୟାତନା ଦେଶର ନାରୀ ସମାଜକୁ ଘୋର ଅପମାନ ହୋଇଛି । ଏଭଳି ଜଘନ୍ୟ-ଅତ୍ୟାଚାର ସାରା
Read More...

୨୪ତମ କାର୍ଗିଲ ବିଜୟ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୪ତମ କାର୍ଗିଲ ବିଜୟ ଦିବସ ଉପଲକ୍ଷେ ଲାଲ୍‌ଟିକ୍ରା ସ୍ଥିତ ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟ ପରିସରରେ ସଭାପତି ବିଭୁତି ଭୂଷଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୬ ଜୁଲାଇ ୨୦୨୩ ସକାଳ ୯ଟା ସମୟରେ କାର୍ଯ୍ୟାଳୟ ପରିସରରେ
Read More...

ରାଣୀପୁର ଝରିଆଲ ମନ୍ଦିର କମିଟିର ବୈଠକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ବହୁ ପୁରାତନ ଐତିହାସିକ ଯୋଗିନୀ ପୀଠ ରାଣିପୁର ଝରିଆଲର ସୋମେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ମନ୍ଦିର ପରିଚାଳନା କମିଟିର ବୈଠକ ସଭାପତି ମାଣିକ ଲାଲ ଜୈନଙ୍କ ସଭାପତିତ୍ୱ ଓ ଆବାହକ ଅନିଲ କୁମାର ତ୍ରିପାଠୀଙ୍କ
Read More...

ବଢ଼ୁଛି ଲୋୟର୍‌ ସୁକ୍‌ତେଲ୍‌ ଡ୍ୟାମ୍‌ର ଜଳସ୍ତର, ବିସ୍ଥାପିତଙ୍କୁ ଗାଁ ଛାଡ଼ିବା ପାଇଁ ପ୍ରଶାସନର ଅନୁରୋଧ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଜୀବନ ରେଖା କୁହାଯାଉଥିବା ଲୋୟର୍‌ ସୁକ୍‌ତେଲ୍‌ ଡ୍ୟାମ୍‌ର ଜଳସ୍ତର ବଢ଼ିଚାଲିଥିବା ବେଳେ ବସ୍ଥାପିତଙ୍କୁ ଗାଁ ଛାଡ଼ିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସୂଚନା ଅନୁସାରେ ଡ୍ୟାମ୍‌କୁ ୧୭୬ କ୍ୟୁବିକ୍‌ ମିଟର ଜଳ ପ୍ରବେଶ ଥିବା ବେଳେ
Read More...

ଟିଟିଲାଗଡ଼ରେ ଛତୁଆ ପରେ ବାଦାମଲଡୁ ପ୍ୟାକେଟରେ ଲେଖା ଯାଉନି ପ୍ରସ୍ତୁତି ତାରିଖ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ସରକାରଙ୍କ ବିକାଶମୁଖୀ କାର୍ଯ୍ୟକ୍ରମର ଅନ୍ୟ ଏକ ମୁଖ୍ୟ ଦିଗ ହେଲା ମହିଳା ସଶକ୍ତିକରଣ । ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ସବୁ କ୍ଷେତ୍ରରେ ଏସ୍‌ଏଚ୍‌ଜି ମହିଳାଙ୍କୁ ବିଭିନ୍ନ ମହାସଂଘ କିମ୍ବା ଗୋଷ୍ଠୀ ତିଆରି କରି ବିଭିନ୍ନ ଉନ୍ନୟନମୂଳକ
Read More...

ଦୁଇ ଭାଇକୁ ଅପହରଣ ଘଟଣାରେ ନୂଆ ମୋଡ଼ : ଅପହରଣ ନୁହେଁ କର୍ଣ୍ଣାଟକ ପୋଲିସ ଉଠାଇ ନେଇଥିଲା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗତକାଲି ରାତିରେ ଗଞ୍ଜାମ ଥାନା ପୁଇଁତୋଳା ଛକ ନିକଟ ଦୋକାନରୁ ଦୁଇ ଭାଇ କୃଷ୍ଣ ସାହୁ ଓ ପଞ୍ଚୁ ସାହୁଙ୍କୁ ଅପହରଣ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏବେ ସେ ଭିନ୍ନ ମୋଡ଼ ନେଇଛି । ସେମାନେ ଅପହରଣ ହୋଇନାହାନ୍ତି । କୌଣସି ଏକ ମାମଲାରେ ଜଡିତ ଥାଇ
Read More...