Daily Archives

ଇନର ହୁଇଲର ରକ୍ତଦାନ ଶିବିର ଓ ପରିବେଶ ସୁରକ୍ଷା ବିକାଶ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୈନନ୍ଦିନ ଜୀବନରେ ଆମେ ଅନେକ ଜିନିଷ ଅଦରକାରୀ ଭାବି ଫିଙ୍ଗି ଦେଇଥାଉ । ସେହି ବସ୍ତୁକୁ ପୁନଃବ୍ୟବହାର କରି ଅନେକ ସୁନ୍ଦର ଆବଶ୍ୟକୀୟ ଉପକରଣ ତିଆରି କରାଯାଇପାରିବ ଓ ଏହାଦ୍ୱାରା ପରିବେଶ ସୁରକ୍ଷିତ ରହିବ । ଏହି ଜିରୋ ଓଏଷ୍ଟ ବାର୍ତ୍ତାକୁ ନେଇ ଇନର ହୁଇଲ
Read More...

ପ୍ରକୃତିକୁ ଅନୁଭବ କଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଏ କହିପାରୁ ନାହାନ୍ତି, କିଏ ଶୁଣି ପାରୁ ନାହିଁ । ଏମିତିକି କାହା ଆଖିକୁ ଏ ଜନ୍ମରେ ଦେଖିବା ପାଇଁ ଭାଗ୍ୟ ନାହିଁ, କିନ୍ତୁ ସମସ୍ତେ ନିଃଶ୍ୱାସ ନେଉଛନ୍ତି । ଜୀବନଟା ବଂଚିଛି । ସମସ୍ତେ ଅନୁଭବ କରିପାରୁଛନ୍ତି ଯେ, ଜୀବ ଜଗତରେ କୌଣସି ଏକ ଅଦୃଶ୍ୟ ଶକ୍ତି
Read More...

ଶ୍ରମିକ ସମବାୟ ସମିତି ଗଠନ ଓ ନୂତନ କର୍ମକର୍ତ୍ତା ଚୟନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ଶିବ ମନ୍ଦିର ପରିସରରେ ଶ୍ରମିକ ସମବାୟ ସମିତିର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଏହି ସମିତି ମାଧ୍ୟମରେ ଆଗାମୀ ଦିନରେ ଶ୍ରମିକଙ୍କ ବିଭିନ୍ନ ସମସ୍ୟାକୁ ପ୍ରାଥମିକତା ଦେବା ସହ ତାହାର ସମାଧାନ ଦିଗରେ ଯତ୍ନବାନ ହେବ
Read More...

ନିଷାନ୍ ସାହିତ୍ୟ ସଂସଦର କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଅଷ୍ଟମ ଆଭାସି ଅଠାରି କବିତା ଆସର ନିଷାନ୍‌ର ମୁଖ୍ୟ ଉପଦେଷ୍ଟା ସୋମନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ୨ ଜୁଲାଇ ରବିବାର ଅପରାହ୍ନରେ ୫ ଘଟିକାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷାନ୍‌ର ପ୍ରତିଷ୍ଠାତା
Read More...

ଓଡିଶା ରାଜ୍ୟ ଆନ୍ତଃ କ୍ଳବ୍‌ ଭାରୋତ୍ତୋଳନ ପ୍ରତିଯୋଗିତା : ବଲାଙ୍ଗିର ଝିଅ ସୁନୈନା ବେହେରା ଜିତିଲେ ରୌପ୍ୟ ପଦକ

ଜିଲ୍ଲାର ପ୍ରଥମ ଝିଅ ଭାବେ ଅର୍ଜିଲେ ସୁନାମସୁନୈନାଙ୍କୁ ସମ୍ବର୍ଦ୍ଧିତ କଲେ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଏବଂ ରାଜ୍ୟ ଭାରୋତ୍ତଳନ ସଂଘର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ଓଡିଶା ରାଜ୍ୟ ଆନ୍ତଃ କ୍ଳବ୍‌
Read More...

ସାମ୍ବିଧାନିକ ମୂଲ୍ୟବୋଧ ଏବଂ ନାଗରିକ ସମାଜ ଶୀର୍ଷକ କର୍ମଶାଳା

ଛତ୍ରପୁର, (କେପଏନ୍‌ଏସ୍‌) : ସ୍ଥାନୀୟ ଲକ୍ଷଣ ଭବନଠାରେ ଲୋକ ଶକ୍ତି ଅଭିଯାନ ଓ ୟୁସୁଫ ମେହେରାଲ୍ଲୀ ସେଣ୍ଟର ତରଫରୁ ସାମ୍ପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟ କରି ରାଜ୍ୟର ବିଭିନ୍ନ ଜିଲାରେ ସମଭାବାପନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ନେଇ ଜିଲ୍ଲାସ୍ତରୀୟ ସାମ୍ବିଧାନିକ ମୂଲ୍ୟବୋଧ ଓ ନାଗରିକ
Read More...

ନଗର ଚିକିତ୍ସାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ନଗର ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତରଙ୍କ ଠାରୁ ଆରମ୍ଭ କରି ଗ୍ରୁପ୍‌ ଡି କର୍ମଚାରୀମାନେ ଦାୟିତ୍ୱ କର୍ତ୍ତବ୍ୟ ପ୍ରତି ଅଧିକ ଧ୍ୟାନ ଦେଇ ସେବା କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରିଲେ ନଗର ଚିକିତ୍ସାଳୟର ସୁନାମ ବୃଦ୍ଧି ପାଇବ ବୋଲି ଜିଲ୍ଲା
Read More...

ଗଞ୍ଜାମରେ ଜଗନ ବାବୁ ଜଣେ ଭୀଷ୍ମ ପିତାମହ ସଦୃଶ ଥିଲେ : ଲୋକ ସମ୍ପର୍କ ଅଧିକାରୀ

• ବରିଷ୍ଠ ସାମ୍ବାଦିକ ଡ଼ଃ. ଜଗନମୋହନ ମହାପାତ୍ରଙ୍କ ବିୟୋଗରେ ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ଗଭୀର ଶୋକ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ସାମ୍ବାଦିକ ଦୈନିକ ଖବରକାଗଜ "ସକାଳ" ବ୍ରହ୍ମପୁର ସଂସ୍କରଣ ଦାୟିତ୍ୱ ବହନ କରି ଆସିଥିବା ମୁଖ୍ୟ ଡ଼ଃ. ଜଗନ ମୋହନ ମହାପାତ୍ରଙ୍କ
Read More...

ଦ୍ୱିତୀୟ ଜଗଦଲପୁର ଅଞ୍ଚଳ ପ୍ରତିଭା ସମ୍ମାନ ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଲପୁରଠାରେ ଆଜି ଜଗଦଲପୁର ଅଞ୍ଚଳ ପ୍ରତିଭା ସମ୍ମାନ ସମିତି ଆନୁକୂଲ୍ୟରେ ସ୍ଥାନୀୟ ଜଗଦଲପୁର ରେସିଡେଣ୍ଟସିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦ୍ୱିତୀୟ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ବିଜ୍ଞାନ ଶିକ୍ଷକଙ୍କୁ ମେଲାଣି ଦେଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଚନ୍ଦ୍ରମଣି ସାହୁ ଯିଏକି ଗତ ଶୁକ୍ରବାର ଦିନ ଅବସର ଗ୍ରହଣ କରିଥିଲେ । ତାଙ୍କୁ ଆଜି ବିଧିବଦ୍ଧ ଭାବେ ଗାଁର ଭଦ୍ରବ୍ୟକ୍ତି, ପୁରାତନ ଛାତ୍ରଛାତ୍ରୀ, ସ୍କୁଲ
Read More...