Daily Archives

ମାଟି ତଳୁ ନାବାଳକର ମୃତଦେହ ଉଦ୍ଧାର, ଦୁଇ ଦିନ ଆଗରୁ ପୋତିଥିଲା ଜିଆରପି

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ଶନିବାର ଦିନ ଜଣେ ନାବାଳକର ମୃତଦେହ ମାତି ତଳୁ ଉଦ୍ଧାର କରା ଯାଇଛି । ନାବାଳକ ଜଣକ ହେଲେ କଣ୍ଟାବାଞ୍ଜିର ଲଳିତ ଜୈନ (୧୩) । ସୂଚନା ଅନୁସାରେ ଲଳିତ ଗତ ଗୁରୁବାର ଦିନ ସକାଳୁ ଘରୁ କୁଆଡେ ଚାଲିଯାଇଥିଲେ । ପରିବାର
Read More...

ବଲାଙ୍ଗିରରେ ବିଶ୍ଵ ମ୍ୟାଲେରିଆ ମାସ ପାଳିତ : ସଂପୂର୍ଣ୍ଣ ମ୍ୟାଲେରିଆ ନିରାକରଣ ଉପରେ ଗୁରୁତ୍ଵାରୋପ

ଜିଲ୍ଲାର ସମସ୍ତ ଅନୁଷ୍ଠାନରେ ପ୍ରତ୍ୟେକ ଶନିବାର ପାଳନ ହେବ ସ୍ୱଚ୍ଛତା ଦିବସ ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାର ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନରେ ଏଣିକି ପ୍ରତ୍ୟେକ ଶନିବାର ପାଳନ ହେବ ସ୍ଵଚ୍ଛତା ଦିବସ । ସମସ୍ତ ଅନୁଷ୍ଠାନରେ ହେବ ସଫେଇ । ଏହା ସମସ୍ତ ବିଭାଗର
Read More...

ଭାଙ୍ଗିଲା ନିମ୍ନମାନର କେନାଲ : ସମସ୍ୟା ଭୋଗୁଛନ୍ତି ଚାଷୀ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଚଳିତବର୍ଷ ପ୍ରଥମ ଥର ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ତିଖାଲି ଠାରୁ କେନାଲରେ ପାଣି ଛାଡ଼ିଲା । ପ୍ରଥମ ପାଣିରେ ବାଗବାହଲ୍ ସ୍ଥିତ କେନାଲ ଭାଙ୍ଗିଗଲା । କେନାଲ କାର୍ଯ୍ୟଟି ଅତି ନିମ୍ନମାନର ହୋଇଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏବେ
Read More...

ସଂସ୍କୃତି ପୁରୁଷ ଅଚ୍ୟୁତାନନ୍ଦଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ କବି, ଲେଖକ, ସାହିତ୍ୟିକ, ମଞ୍ଚ ଅଭିନେତା, ନିର୍ଦ୍ଦେଶକ, ଜ୍ୟୋତିଷ ଓ ସଂସ୍କୃତି ପୁରୁଷ ଅଚ୍ୟୁତାନନ୍ଦ ଉଦ୍‌ଗାତାଙ୍କ ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୭୪ବର୍ଷ ହୋଇଥିଲା । ସେ କୋଶଳ ବ୍ରହ୍ମା, ଜ୍ୟୋତିଷ ବିଶାରଦ୍‌ ତଥା ଅନେକ
Read More...

ନାବାଳିକାକୁ ବିବାହ କରାଇବା ଘଟଣାରେ ତିନି ସମ୍ପର୍କୀୟ ଜେଲ ଗଲେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ୍‌ ଓଡିଆପଳି ଗାଁରେ ଜଣେ ନାବାଳିକା ନବମ ଶ୍ରେଣୀ ଛାତ୍ରୀଙ୍କୁ ବିବାହ କରେଇବା ଉଦ୍ୟମରେ ତିନି ସମ୍ପର୍କୀୟଙ୍କୁ ଖପ୍ରାଖୋଲ ପୋଲିସ ଶୁକ୍ରବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ତିନି ଅଭିଯୁକ୍ତ ହେଲେ ଓଡିଆପାଲି ଗାଁର ସାଗର ମାଝୀ
Read More...

କର୍ମବୀର ଗୌରୀଶଙ୍କରଙ୍କ ଜୟନ୍ତୀ ପାଳିତ

ଗୌରୀଶଙ୍କର ଥିଲେ ପ୍ରଜ୍ଞାପୁରୁଷ ଓ ସାହିତ୍ୟ ସାରଥି ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଆ ଜାତି ଦାରୁଣ ସଂକଟର ସମ୍ମୁଖୀନ ହୋଇ ଅତ୍ୟାଚାର, ଅନ୍ୟାୟ, ଅନୀତି ପରାଧୀନତାରେ ସଢୁଥିବା ବେଳେ ଉତ୍କଳର ପ୍ରାଣ, ପ୍ରଜ୍ଞାପୁରୁଷ ସାହିତ୍ୟ ସାରଥି ପ୍ରବୀଣ ସାମ୍ବାଦିକ କର୍ମବୀର ଗୌରୀଶଙ୍କର
Read More...

ଏବେ ୟୁପିଆଇ ଦ୍ୱାରା ଟଙ୍କା ପଠାଇ ହେବ ଦୁବାଇ

ଆବୁଧାବି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଏଇ ଗସ୍ତ କାଳରେ ଭାରତର ରିଜର୍ଭ ବ୍ୟାଙ୍କ ଓ ୟୁଏଇର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଗୋଟିଏ ବୁଝାମଣାପତ୍ର ଫଳରେ ଦୁଇ ଦେଶ ପରସ୍ପର ସହ ନିଜସ୍ୱ ମୁଦ୍ରାରେ ବାଣିଜ୍ୟ କାରବାର କରିବେ । ଏହା ଫଳରେ
Read More...

ଚନ୍ଦନଭାଟି ଓ ବଘଲା-ସାଲେପାଲିରେ ୩ଟି ଜଳଯୋଗାଣ ପ୍ରକଳ୍ପର ଭିତ୍ତପ୍ରସ୍ତର ସ୍ଥାପନ କଲେ ନରସିଂହ

ସାଲେପାଲି ଠାରେ ପ୍ରହରୀ ମଣ୍ଡପର ହେଲା ଉଦ୍‌ଘାଟନପ୍ରତ୍ୟେକ ଘରକୁ ପିଇବା ପାଣି ପହଞ୍ଚାଇବା ଆମର ଲକ୍ଷ୍ୟ : ନରସିଂହ ବଲାଙ୍ଗିର, (କେପିଏନ୍‌ଏସ) : ସ୍ୱଚ୍ଛ ପିଇବା ପାଣି ପାଇବାର ବ୍ୟକ୍ତିର ମୌଳିକ ଅଧିକାର । ଏଥିରୁ କେହି କାହାକୁ ବଞ୍ଚିତ କରିପାରିବେ ନାହିଁ । ପ୍ରତିଶ୍ରୁତି ମୁତାବକ
Read More...

ରୋଟାରୀ କ୍ଲବ୍‌ ରାଉରକେଲା ଷ୍ଟିଲ୍‌ ସିଟି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ୍‌ ରାଉରକେଲା ଷ୍ଟିଲ୍‌ ସିଟି ଓ ସେକ୍ଟର ୧୬ର ରୋଟ୍ରାକ୍ଟ କ୍ଲବ୍‌ ଡିଏଭି ପବ୍ଲିକ୍ ସ୍କୁଲର ମିଳିତ ଆନୁକୂଲ୍ୟରେ ସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନୀକରଣ ସପ୍ତାହ ପାଳନ ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା
Read More...

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଏକ ଘଣ୍ଟାରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି5T ଉପକ୍ରମରେ ପର୍ଯ୍ୟଟନ ବିଭାଗ ଜରିଆରେ ହେବ ବିକାଶସ୍ଥାପିତ ହେବ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣାବୟବ ପ୍ରତିମୂର୍ତ୍ତୀସଂଗ୍ରହାଳୟ ଓ ପାଠାଗାର ପୁନଃ ଉଦ୍ଧାର ସହ ସ୍ମୃତି ସଦନ ହେବଖର୍ଚ୍ଚ ହେବ ୬ କୋଟି ୪୧ ଲକ୍ଷ ଟଙ୍କା : 5T ସଚିବଙ୍କ ସହ କଥା
Read More...