Daily Archives

ସେକେଣ୍ଡ ହେଣ୍ଡ ବାଇକ୍‌ ବିକିବା ବାହାନାରେ ୬୫ ହଜାର ଟଙ୍କା ଠକେଇ, ଗିରଫ୍‌ କଲା ପୋଲିସ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ସେକେଣ୍ଡ୍‌ ହେଣ୍ଡ୍‌ ବାଇକ୍‌ ବିକିବା ବାହାନାରେ ଜଣେ ଅଭିଯୁକ୍ତ ୬୫ ହଜାର ଟଙ୍କା ଠକି ନେଇଥିବା ବେଳେ ପୁଇଁନ୍ତଲା ପୁଲିସ ଅଭିଯୁକ୍ତକୁ ଗିରଫ୍‌ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଭେଡେ଼ନ୍‌
Read More...

ବଲାଙ୍ଗିର ସହରର ରାଜୀବନଗରରେ ବେଆଇନ ରନ୍ଧା ମଦ କାରବାରରେ ଜଣଙ୍କୁ ଗିରଫ କଲା ଟାଉନ ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ରାଜୀବନଗରର ଏକ ଘରେ ଚଢାଉ କରି ଟାଉନ ପୁଲିସ ମଦ ଜବତ କରିଛି । ଏହି ଘଟଣା ରେ ଜଣେ ଯୁବକକୁ ଗିରଫ କରାଯାଇଛି । ଗିରଫ ଯୁବକ ଜଣକ ହେଲା ଗୌର ସାହୁ । ସୂଚନା ଅନୁସାରେ ଗୌର ବେଆଇନ ଭାବରେ ମଦ ବିକ୍ରି କରୁଥିବା ନେଇ ଟାଉନ ପୁଲିସ ଖବର ପାଇଥିଲା ।
Read More...

ଡାକ୍ତର ଶ୍ରୀମତୀ ସୁସ୍ମିତା ଦାଶଙ୍କ ମହନୀୟତା

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା କଟାପାଲି ଗ୍ରାମର ମାନିନୀ ଜାଲ ଅତି କମ ବୟସରେ ନିଜ ପିତାଙ୍କୁ ହରାଇ ବାପ ଛେଉଣ୍ଡ ହୋଇଯାଇଥିଲେ । ଘରେ ଗୋଟେ ଛୋଟ ଭାଇ ଆଉ ମା' । ମା' ଦିନ ମଜୁରୀ କାମ କରି ପରିବାର ପୋଷଣ କରୁଥିବା ବେଳେ ଝିଅର ପାଠ ପଢ଼ିବାର ଇଚ୍ଛା ଥିବା ସତ୍ୱେ ଅର୍ଥ ଅଭାବରୁ
Read More...

ରେଳ ଉପଭୋକ୍ତା ସଂଘ ତରଫରୁ ରେଳ ଷ୍ଟେସନ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରେଳ ଉପଭୋକ୍ତ ସଂଘର ସଭାପତି ତଥା ଜେଡ୍‌ଆରୟୁସିସି ସଭ୍ୟ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ୍‌ କାଲି ହଠାତ୍‌ ରେଳ ଷ୍ଟେସନକୁ ଯାଇ ପ୍ରତ୍ୟକ୍ଷ ଭାବରେ ଯାତ୍ରୀମାନଙ୍କ ସମସ୍ୟା ବୁଝିଥିଲେ । ୯୨ ବର୍ଷ ହେଉଥିବା ରେଳ ଷ୍ଟେସନରେ
Read More...

ସମସ୍ତ ଅଭିଯୋଗକାରୀଙ୍କୁ ବ୍ୟକ୍ତିଗତ ଭାବେ ଡାକି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦିନ ୧୧ଟା ସମୟରେ ବଲାଙ୍ଗିର ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଖୁଜେନପାଲି ଫୁଟବଲ ପଡ଼ିଆ ପାଖରେ ହେବାକୁ ଥିବା ଦେଶୀ ମଦ ଭାଟିକୁ ବିରୋଧ କରି ଲିଖିତ ଅଭିଯୋଗ ହୋଇଥିଲା । ତେଣୁ ଜିଲ୍ଲାପାଳ ସମସ୍ତ ଅଭିଯୋଗକାରୀଙ୍କୁ ବ୍ୟକ୍ତିଗତ ଭାବେ ଡାକି ଅଭିଯୋଗ ଶୁଣିଛନ୍ତି
Read More...

ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ପଦ୍ମପୁର ସାଙ୍ଗଠାନିକ ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଜିଲ୍ଲା ସଭାପତି କେଶବ ଚନ୍ଦ୍ର ଜାଲଙ୍କ ନେତୃତ୍ୱରେ ଏକ କଠୋର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ପାଇଁ ଏକ ଦାବୀପତ୍ର ପଦ୍ମପୁର ଉପଜିଲ୍ଲାପାଳଙ୍କ ଜରିଆରେ
Read More...

ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ନାଗରିକ କମିଟିର ବୈଠକ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଶେଷତଃ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପାନୀୟ ଜଳ ସମସ୍ୟା ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା କାରଣ ପଡାର ଜନସାଧାରଣ ପାଇଁ
Read More...

ବରପାଲିପଡ଼ାର ଏକ ଦୋକାନରୁ ଚୋରି କରି ଦୋକାନ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣା : ଅଭିଯୁକ୍ତଙ୍କୁ ଗିରଫ କରି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ବରପାଲିପଡ଼ାର ଜଣେ ଦୋକାନରୁ ଚୋରି କରି ଦୋକାନ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ଟାଉନ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚଲାଣ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଚିମିନିଭାଟିପଡାର ପପୁ
Read More...

ବଲାଙ୍ଗିର ଜିଲ୍ଲା କୈବର୍ତ ସମାଜର ସାଧାରଣ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କୈବର୍ତ ସମାଜର ଉନ୍ନତିକରଣ, ସୁଦୃଢିକରଣ ଓ ଶୃଙ୍ଖଳିତ କରି ଗଢି ତୋଳିବା ପାଇଁ ସ୍ଥାନୀୟ ଯାଦବ ଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ଅଶ୍ୱିନୀ ବାସେଳୀ ସମଲେଶ୍ୱରୀଙ୍କୁ ପୂଜା ଅର୍ଚ୍ଚନା କରି ସଭା
Read More...

ପୌରାଞ୍ଚଳ ଯାଦବ ମହାସଭାର ନୂତନ କର୍ମକର୍ତ୍ତା ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯାଦବ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା । ବୈଠକରେ ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେହେତୁ ପୌରାଞ୍ଚଳର କାର୍ୟ୍ୟକାଳ ପାଞ୍ଚ ବର୍ଷ ପୂରଣ ହୋଇ ଗଲାଣି ତେଣୁ ନୂତନ କର୍ମକର୍ତ୍ତା ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଅଛି । ଏଣୁ ଆଗାମୀ ଦିନରେ ତାରିଖ ଧାର୍ଯ୍ୟ କରି
Read More...