Daily Archives

ବଲାଙ୍ଗିରର ପାଟଣା ଛକରେ କାର୍‌କୁ ଧକ୍କା ଦେଲା ଟ୍ରକ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ପାଟଣା ଛକରେ ଏକ କାର୍‌କୁ ଏକ ଟ୍ରକ୍‌ ଧକ୍କା ଦେଇଥିବା ବେଳେ ଏଥିରେ କାହାରି କିଛି କ୍ଷତି ଘଟିନଥିବା ସୂଚନା ରହିଛି । ସୂଚନା ଅନୁସାରେ ରିଷିଡାର ସଂଗ୍ରାମ କେଶରୀ ନାଏକ (ଓଡି୦୩ଏମ୍‌ ୦୦୭୪) ନମ୍ବର ବିଶିଷ୍ଟ ଏକ ହୁଣ୍ଡାଇ କମ୍ପାନୀର
Read More...

ମଦନପୁରରେ ପାଇକ ସମାଜର ପଲ୍ଲୀ କମିଟି ଗଠିତ

କଳାହାଣ୍ଡି, (ପିକେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମଦନପୁରଠାରେ ପାଇକ ସମାଜର ନୂତନ ପଲ୍ଲୀ କମିଟି ଗଠନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ରୂପେ ଯୁଧିଷ୍ଠିର ବାଣୁଆଁ ନିର୍ଵାଚିତ ହୋଇଥିବା ବେଳେ, ଉପସଭାପତି ଗାନ୍ଧୀ ଦଣ୍ଡିଆ, ସମ୍ପାଦକ କେଶବ
Read More...

ଏସ୍‌ଜି ଓମେନ୍ସ କଲେଜରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସହଯୋଗରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଓ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ
Read More...

ଭବାନୀପାଟଣାଠାରେ ମଶାବାହିତ ରୋଗ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ଅନ୍ତବିଭାଗୀୟ ସ୍ୱମନ୍ନୟ ବୈଠକ

କଳାହାଣ୍ଡି, (ପିକେ ସାହୁ) : ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଡେଙ୍ଗୁ ମ୍ୟାଲେରିଆ ସଂପର୍କିତ ଜିଲ୍ଲାସ୍ତରୀୟ ଅନ୍ତବିଭାଗୀୟ ସ୍ଵମନ୍ନୟ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଜିଲ୍ଲାପାଳ, ଜିଲ୍ଲାରେ ଡେଙ୍ଗୁ,
Read More...

ସଇଁତଲା ରେଡ଼କ୍ରସ ବିଦ୍ୟାଳୟ ପରିଚାଳନା କମିଟି ବୈଠକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରଠାରେ ଦୃଷ୍ଟି ବାଧିତ, ବୌଦ୍ଧିକ ଭିନ୍ନକ୍ଷମ ଓ ଶ୍ରବଣ ବାଧିତ ବିଦ୍ୟାଳୟର ପରିଚାଳନା କମିଟି ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବଲାଙ୍ଗିର ଜିଲ୍ଲାପାଳ ତଥା କମିଟିର
Read More...

ମାଟିତଳୁ ଆବିର୍ଭାବ ହେଲା ଶିବଲିଙ୍ଗ : ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଜୁରାବନ୍ଦ ଗାଁରେ ଜୈନିକା ଆଦିବାସୀ ସମ୍ପ୍ରଦାୟର ବିଧବା ମହିଳା ପୁରାନ ଭୁଏଙ୍କ ଘରେ ଭୂମି ମଧ୍ୟରୁ ଫୁଟି ବାହାରି ଶିବଲିଙ୍ଗ ଆବିର୍ଭାବ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଖବର ପ୍ରଚାରିତ ହେବା ପରେ
Read More...

ସହର ସ୍ଥିତିର ପରିଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

-ସହରର ଡ୍ରେନେଜ୍‌ ବ୍ୟବସ୍ଥାକୁ ଅତିଶୀଘ୍ର ବ୍ୟବସ୍ଥିତ କରିବାକୁ ନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଗାମୀ ବର୍ଷାକୁ ଦୃଷ୍ଟିରେ ରଖି ଆଜି ସକାଳେ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ ସୋନପୁର ସହରର ବିଭିନ୍ନ ୱାର୍ଡ ପରିଦର୍ଶନ କରି ସହରର
Read More...

ସିଭିଲ କୋର୍ଟ କର୍ମଚାରୀଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସିଭିଲକୋର୍ଟ ପରିସର ସ୍ଥିତ ସମ୍ମିଳନୀ କକ୍ଷରେ ମୁରିବାହାଲ କୋର୍ଟରେ କାର୍ଯ୍ୟରତ ପ୍ରେସେସ୍‌ ସର୍ଭର ବିଶ୍ୱନାଥ ପରିଡାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଉଭୟ କୋର୍ଟର କର୍ମଚାରୀ ଓ ବିଚାରପତି ତଥା ଆଇନଜୀବୀମାନଙ୍କର ମିଳିତ ଆନୁକୂଲ୍ୟରେ
Read More...

ଡଙ୍ଗାଘାଟ୍‌ରେ ପଞ୍ଚାୟତ ସ୍ତରୀୟ ବନମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର ବ୍ଳକୟ ଅଧିନସ୍ଥ ଡଙ୍ଗାଘାଟ ଗ୍ରାମ ପଞ୍ଚାୟତର ଜଗନ୍ନାଥ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ବନମହୋତ୍ସବ ହାଇସ୍କୁଲର ପ୍ରଧାନ ଶିକ୍ଷକ ରବିଶଙ୍କର ପଧାନଙ୍କ ସଭାପତିତ୍ୱ ପାଳିତ ହୋଇଯାଇଛି । ପ୍ରୋକ୍ତ ଉତ୍ସବରେ ମୁଖ୍ୟ ଅତିଥି
Read More...

ଧରାପଡ଼ିଲେ ଶେଷାଦ୍ରୀଙ୍କ ହତ୍ୟାକାରୀ, ସିନ୍‌ ରିକ୍ରିଏସନ୍‌ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଥାରେ ଅଛି, ଅପରାଧ ଲୁଚେଇ ହୁଏନି କି ଲୁଚେନି । ଯେମିତି ହେଲେ ଦୃଶ୍ୟମାନ୍‌ ହୁଏ ଲୋକଙ୍କ ଆଖିରେ । ଏହି କ୍ରମରେ ଶେଷାଦ୍ରୀଙ୍କ ହତ୍ୟାକାରୀ ଏବେ ପୋଲିସ ପନ୍‌ଝାରେ । ଅପରାଧୀଙ୍କୁ ନେଇ ସିନ୍‌ ରିକ୍ରିଏସନ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଏହି ବିଭତ୍ସ
Read More...