Daily Archives

ବାଞ୍ଜିବାହାଲିରେ ୱାଇସିଡିଏ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଦେଓଗାଁ ବ୍ଲକ ସିକୁଆଁ ପଞ୍ଚାୟତ ଅନ୍ତର୍ଗତ ବାଞ୍ଜିବାହାଲି ଗାଁରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାଁ ଲୋକଙ୍କ ସହଯୋଗରେ ନିକଟସ୍ଥ ଜଙ୍ଗଲରେ ଥିବା
Read More...

ଜିଲ୍ଲା ବରିଷ୍ଠ ନାଗରିକ ସଂଘର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଇତି ମଧ୍ୟରେ ସ୍ଥାନୀୟ ନରସିଂହ ମନ୍ଦିର ପ୍ରାଙ୍ଗଣରେ ସଂଘର କାର୍ଯ୍ୟକାରିଣୀ ସଭ୍ୟ ସଭ୍ୟା ଓ ନିମନ୍ତ୍ରିତ ସଭ୍ୟ ସଭ୍ୟାମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଉକ୍ତ ବୈଠକରେ ଆସନ୍ତା ତା.୨୭.୦୭.୨୦୨୩ ତାରିଖରେ ତ୍ରିବେଣୀ ହୋଟେଲ ଠାରେ ପାଳିତ
Read More...

ବିଦ୍ୟା ପବ୍ଲିକ ବିଦ୍ୟାଳୟର ସମ୍ମୁଖରେ ଥିବା ନାଳ ମରାମତି ପାଇଁ ଦାବୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ୪ ନମ୍ବର ୱାର୍ଡ ରଘୁନାଥ ସାହିରେ ରହିଛି ବିଦ୍ୟା ପବ୍ଲିକ ବିଦ୍ୟାଳୟ । କୁନି କୁନି ଛାତ୍ର ଛାତ୍ରୀ ମାନେ ଅଧୟନ କରୁଛନ୍ତି । କିନ୍ତୁ କିଛି ଦିନ ହେଲା ମୁଖ୍ୟ ନାଳର ଏକପାଖ ବାଡ ଭୁଷୁଡ଼ି ଯାଇଥିବାରୁ ବିଦ୍ୟାଳୟକୁ ଯିବା ଆସିବାରେ
Read More...

ଲୋୟର ସୁକ୍‌ତେଲ ବୁଡ଼ି ଅଂଚଳ ବୁଲି ଲୋକଙ୍କ ସହ ଆଲୋଚନା କଲେ ନରସିଂହ

ବିସ୍ଥାପନ ଶେଷ ପର୍ଯ୍ୟାୟରେ ଗଡଶଙ୍କର ଡୁଙ୍ଗୁରିପାଲିରେ ପହଞ୍ଚିଲେ ନରସିଂହଥଇଥାନ କଲୋନୀର ଅସ୍ଥାୟୀ ଆଶ୍ରୟ ସ୍ଥଳି କଲେ ପରିଦର୍ଶନଆଇନସଙ୍ଗତ ସମସ୍ତ ଅସୁବିଧା ନିଶ୍ଚିତ ଦୂର ହେବ : ନରସିଂହପାଣି ବଢ଼ୁଥିବାରୁ ଥଇଥାନ କଲୋନୀକୁ ଶୀଘ୍ର ଯାଆନ୍ତୁ ଲୋକେ : ନରସିଂହଆସନ୍ତାକାଲି ବିସ୍ଥାପିତଙ୍କ
Read More...

ଷ୍ଟ୍ରିଟ ଲାଇଟ ଲଗାଇବାକୁ ନେଇ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ସ୍ଥିତ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାସ୍ତାରେ ଷ୍ଟ୍ରିଟ ଲାଇଟ ଲଗାଇବାକୁ ଦୃଢ ଦାବୀ ହୋଇଛି । ଏନେଇ ଏକ ଦାବୀପତ୍ର ଖପ୍ରାଖୋଲ ବିଡିଓ ବିଜୟ କୁମାର ହୋତାଙ୍କୁ ବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଛି । ୧୯୯୨ରେ ପ୍ରତିଷ୍ଠା ହୋଇଥିବା ଏହି
Read More...

ଜିଲ୍ଲପାଳଙ୍କ ଝରାପଡା ବସ୍ତି ପରିଦର୍ଶନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ ଆଜି ବିନିକା ବ୍ଲକ ସେଲେଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝରାପଡ଼ା ପରିଦର୍ଶନ କରି ବସ୍ତିରେ ବସବାସ କରୁଥିବା ୨୦ଟି ପରିବାରର ମୁଖ୍ୟ ତଥା ସଦସ୍ୟଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ
Read More...

ତମ୍ବାଖୁ ମୁକ୍ତ ଯୁବା ଅଭିଯାନ ସଚେତନତା ସଭା ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚଟୁଅନକାଠାରେ ତମ୍ବାଖୁ ମୁକ୍ତ ଯୁବା ଅଭିଯାନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତୁରେକେଲା ସୌଜନ୍ୟରେ ସ୍ୱାସ୍ଥ୍ୟ ଓ ସୁସ୍ଥତା କେନ୍ଦ୍ର
Read More...

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କଲେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ସରକାର ସବୁ ବେଳେ ଜନାଭିମୁଖି ଯୋଜନା ଲୋକଙ୍କ ନିମନ୍ତେ ପ୍ରଣୟନ କରୁଛନ୍ତି । ଜନ୍ମ ହେବାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ସହାୟତା ତଥା ସହଯୋଗ ଯୋଗାଉଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି
Read More...

ଜୁଲାଇ ୨୫ରୁ ୨୭ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ । ୨୫ ଜୁଲାଇ ୨୦୨୩ ସନ୍ଧ୍ୟାରେ ରାଷ୍ଟ୍ରପତି ଅତୁଟ-ବନ୍ଧନ ପରିବାର ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ମତବିନିମୟ
Read More...

ଜି-୨୦ ବିପର୍ଯ୍ୟୟ ବିପତ୍ତି ହ୍ରାସ କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

• ‘‘ବୃଦ୍ଧିଶୀଳ ପରିବର୍ତ୍ତନର ସମୟ ବିତିସାରିଛି। ଆମକୁ ସ୍ଥାନୀୟ, ଜାତୀୟ ଏବଂ ବିଶ୍ୱ ପ୍ରଣାଳୀରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି’’• ‘‘ଭାରତରେ ଆମେ ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ଅର୍ଥବିନିଯୋଗ ପଦ୍ଧତିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛୁ’’• ‘‘ ‘ମୁକାବିଲା ପାଇଁ ପ୍ରସ୍ତୁତି’ ଭଳି
Read More...