Daily Archives

ବିଶ୍ୱ ଡାକ୍ତର ଦିବସରେ ନକଲି ବଙ୍ଗାଳି ଡାକ୍ତର ବେନ୍ଦେର ଗାଁରୁ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବିଶ୍ୱ ଡାକ୍ତର ଦିବସରେ ନକଲି ବଙ୍ଗାଳି ଡାକ୍ତର ବେନ୍ଦେର ଗାଁରୁ ଗିରଫ ହୋଇଥିବା ଜଣାପଡ଼ିଛି । ଆଜି ଅପରାହ୍ନରେ ଲାଠୋର ଥାନା ପୋଲିସ ପକ୍ଷରୁ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବେନ୍ଦେର ଗ୍ରାମରେ ଚଢାଉ କରାଯାଇ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି । ଗିରଫ
Read More...

ରାଷ୍ଟ୍ରୀୟ ରକ୍ତ ଶିକୁଳି ଜନିତ ରକ୍ତହୀନତା ଅଭିଯାନର ଶୁଭାରମ୍ଭ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଷ୍ଟ୍ରୀୟ ରକ୍ତ ଶିକୁଳି ଜନିତ ରକ୍ତହୀନତା ଅଭିଯାନର ଶୁଭାରମ୍ଭ ମଧ୍ୟପ୍ରଦେଶର ସାହାଡୋଲଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ରାଜ୍ୟସ୍ତରୀୟ ଶୁଭାରମ୍ଭ ଆଭାସୀ ଜରିଆରେ ସୁବର୍ଣ୍ଣପୁରରୁ ଆରମ୍ଭ
Read More...

ସରପଞ୍ଚଙ୍କ ଭ୍ରାତୃ ବିୟୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବାଦୀବାହାଲର ସରପଞ୍ଚ ପ୍ରଶାନ୍ତ ତ୍ରିପାଠୀଙ୍କ ବଡ଼ଭାଇ ସୂର୍ଯ୍ୟନାରାୟଣ ତ୍ରିପାଠୀ(ବିରାଟ)ଙ୍କ ଶନିବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ । ସ୍ୱର୍ଗତ ତ୍ରିପାଠୀ
Read More...

ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଦିବସ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଆଜି ଡାକ୍ତର ଦିବସ ପାଳିତ ହୋଇଯାଇଛି । ଏଥିରେ ଡା. ସବ୍ୟସାଚି ପାଢ଼ୀ, ଡ଼ା. ସ୍ମୃତି ରଞ୍ଜନ ପରିମାଣିକ, ଡ଼ା. ନେହା ଦାସ, ଡ଼ା. ରାମକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ନର୍ସିଙ୍ଗ ଅଫିସର ଗୌରୀ ଶଙ୍କର
Read More...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଗୋଛାଡେଙ୍ଗେନ ଗ୍ରାମ ପଞ୍ଚାୟତର ବେଲୁର ଗ୍ରାମର ଜଣେ ବ୍ୟକ୍ତି ଭାଲୁ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି । ସୂଚନା ମୁତାବକ ବେଲୁର ଗ୍ରାମର ଗଗନ ଭୋଇ (୫୨) ଗୁରୁବାର ଦିନ ପ୍ରାୟ ଏଗାର ଟା ସମୟରେ ନିଜ ଜମିରେ
Read More...

ବିକାଶ ଆବାସିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବିକାଶ ଆବାସିକ ବିଦ୍ୟାଳୟରେ ଆଜି ବନମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବନମହୋତ୍ସବ ଉପରେ ବୃକ୍ଷର ମହତ୍ଵ ବିଷୟରେ ପ୍ରସଙ୍ଗ ଉପସ୍ଥାପନ କରାଯାଇଥିଲା । ପ୍ରକୃତିର ଅମୂଲ୍ୟ ହରିତ୍‌ ବୃକ୍ଷରାଜିର ଉପଯୋଗିତା ଉପରେ
Read More...

ତୁଳିରେ ଚେତନା ସୃଷ୍ଟି କଲେ ଶିଶୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିନକୁ ଦିନ ପରିବେଶ ଉପରେ କୁପ୍ରଭାବ ପଡିବା ଚିନ୍ତାର ବିଷୟ ହୋଇଛି । ଯେଉଁଠି ମାନବ ବଢୁଛି । ସେଠାରେ ନିଜେ ଦୈଷର କାରଣ ସାଜୁଛି । ଜୀବ ଜଗତରେ ବନ ହିଁ ସର୍ବ ମହୋଷଦି । ଏହା ଜୀବନ ରକ୍ଷକ । କୁନି କୁନି ଶିଶୁମାନଙ୍କଠାରେ ବୃକ୍ଷଲତା ପରିବେଶ ସୁରକ୍ଷା ଓ ଏକ
Read More...

ଅଚିହ୍ନା ପୁରୁଷ ମୃତଦେହ ଉଦ୍ଧାର

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବେଲପଡ଼ା ଥାନା ଅନ୍ତର୍ଗତ ଖଲିଆପାଲି ଗାଁ ନିକଟରେ ଏକ ଅଚିହ୍ନା ପୁରୁଷ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ତେବେ ମୃତ ବ୍ୟକ୍ତିଙ୍କ ବୟସ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ସଂପୃକ୍ତ ମୃତ ବ୍ୟକ୍ତିଙ୍କ ସଂପର୍କରେ କୌଣସି ସୂଚନା ମିଳିଲେ ଜଣାଇବା
Read More...

ବିଜେଡି ସକ୍ରିୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ବିଧାୟକ ସରୋଜ ମେହେରଙ୍କ ଆଲୋଚନା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବିଧାୟକ ସରୋଜ ମେହେର ବେଲପଡା ବ୍ଲକ ଅନ୍ତର୍ଗତ ବେଲପଡା ପଞ୍ଚାୟତର ବିଜେଡି ସକ୍ରିୟ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିବା ବେଳେ ବେଲପଡା ବ୍ଲକ ଅନ୍ତର୍ଗତ ସମସ୍ତ ୨୪ ଗୋଟି ପଞ୍ଚାୟତର ସରପଞ୍ଚ ମାନଙ୍କ
Read More...

ଖପ୍ରାଖୋଲ ବନବିଭାଗ ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବନବିଭାଗ ପକ୍ଷରୁ ୭୪ତମ ବନ ମହୋତ୍ସବ ୨୦୨୩ ଜୁଲାଇ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ପାଳନ ହେଉଛି । ଏହି ଅବସରରେ ଆଜି ଖପ୍ରାଖୋଲ ବ୍ଲକର ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ବଡ଼ ଜଙ୍ଗଲଠାରେ ବୃକ୍ଷ ରୋପଣ
Read More...