Daily Archives

ଯାଦବ ସମାଜ ଉପଖଣ୍ଡ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଯାଦବ ସମାଜର ଉପଖଣ୍ଡ ସଭାପତି ଓ ଜିଲ୍ଲା ସଂଯୋଜକ କେଶବ ଚନ୍ଦ୍ର ଜାଲଙ୍କ ସଭାପତିତ୍ୱରେ ପୁଞ୍ଜିପଥର ଛକଠାରେ ପଦ୍ମପୁର ରାଜବୋଡାମ୍ବର ଉପଖଣ୍ଡ ସ୍ତରିୟ ଆସନ୍ତା ଅଗଷ୍ଟ ମାସରେ କାର୍ଯ୍ୟକାରିଣୀ ବୈଠକ ପାଇଁ ପ୍ରସ୍ତୁତି ଏବଂ ସମାଧାନ ବୈଠକ ହୋଇଥିଲା। ଏଠାରେ
Read More...

ବିଦ୍ୟାଳୟ ତଥା ସହରକୁ ସବୁଜମୟ କରିବାକୁ ପ୍ରୟାସ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଜ ବିଦ୍ୟାଳୟ ସହ ରାଉରକେଲାକୁ ଏକ ସବୁଜ ସୁନ୍ଦର ସହରଟିଏ ଭାବେ ଗଢି ତୋଳିବାକୁ ସେକ୍ଟର ୨ସ୍ଥିତ କଳିଙ୍ଗ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀମାନେ ପ୍ରୟାସ କରିଛନ୍ତି । ସ୍କୁଲର ଅଧ୍ୟକ୍ଷ ପ୍ରଫେସର ଶରତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସ୍କୁଲର ଶିକ୍ଷୟିତ୍ରୀ
Read More...

ନିଷାନ୍ ସାହିତ୍ୟ ସଂସଦର କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଦଶମ ଅଠାରି କବିତା ଆସର ନିଷାନ୍ର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜୁଲାଇ ୧୬ ତାରିଖ ରବିବାର ଦିନ ଅପରାହ୍ନ ୫ ଘଟିକା ସମୟରେ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଷାନ୍ର
Read More...

ଧରଣୀପୀଠର ଶୁଭ ପ୍ରତିଷ୍ଠା ଅବସରରେ ଯୋଗ ଦେଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବାଙ୍କେଲ ଗାଁ ସ୍ଥିତ ଆଦିବାସୀ କନ୍ଧମାନଙ୍କ ଇଷ୍ଟ ଦେବୀ ଧରଣୀପୀଠର ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ସାଂସଦ ବିକାଶ ପାଣ୍ଠିରୁ ଅନୁଦାନ ମିଳିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ନିର୍ମାଣ କାର୍ଯ୍ୟ
Read More...

ଅସହାୟ ଶବ ସତ୍କାର କଳା ବରଗଡର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ଖରା ବର୍ଷା ହେଉ ଅବା ଶୀତ ହେଉ ସଂକଳ୍ପ ପରିବାର ସବୁବେଳେ ତତ୍ପର ରହିଥାଏ ଅସହାୟର ସେବାରେ । ଆଜି ପ୍ରବଳ ବର୍ଷା ସତ୍ୱେ ସଂକଳ୍ପ ପରିବାରର ସଦସ୍ୟମାନେ ଅଚିହ୍ନା ଶବକୁ ସସମ୍ମାନେ ସତ୍କାର କରିଛନ୍ତି । ୭୨ ଘଣ୍ଟା ଧରି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟର ଶବ
Read More...

ଓଡିଶା ରାଜ୍ୟ ବିଦ୍ୟୁତ ବୋର୍ଡ ଶ୍ରମିକ ମହାସଂଘର ଅଧିବେଶନ

ଟାଟା ପାୱାରର ମନମୁଖି କାର୍ଯ୍ୟ ଉପରେ ବର୍ଷିଲେ ଶ୍ରମିକ ସଂଘର କାର୍ଯ୍ୟକର୍ତ୍ତା ଓ ନେତୃସ୍ଥାନୀୟ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ରାଜ୍ୟ ସଭାପତି ରମେଶ ଚନ୍ଦ୍ର ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ବିଦ୍ୟୁତ ବିଭାଗର ବିଭିନ୍ନ
Read More...

ମାହେଶ୍ୱରୀ ସଂଗଠନର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସାମାଜିକ ଯୁବ ସଂଗଠନ ମାହେଶ୍ୱରୀ ସଂଗଠନର ଏକ ସାଧାରଣ ପରିଷଦ ବୈଠକ ସାଇ ପେଲେସ ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଆଗଲପୁର, ଟିଟିଲାଗଡ, ତରଭା, ପାଟଣାଗଡ, କୁଡାସିଂହା ପ୍ରଭୃତି ବିଭିନ୍ନ ଶାଖାର ମହିଳା ତଥା ପୁରୁଷ
Read More...

ସ୍ୱାଭିମାନ ପରିବାରର ବାର୍ଷିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯାଦବ ଭବନଠାରେ ସ୍ୱାଭିମାନ ପରିବାରର ବାର୍ଷିକ ବୈଠକ ସ୍ୱାଭିମାନ ପରିବାରର ସଭାପତି ରମ୍ୟ ରଞ୍ଜନ ସାହୁ, ସମ୍ପାଦକ ରିକୁନ ମିଶ୍ର, ସହ-ସଂପାଦକ ସଞ୍ଜୀବ ସାହୁ ଏବଂ ସ୍ୱାଭିମାନ ପରିବାରର ମାର୍ଗଦର୍ଶକ ଟୁନା ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ତରଫରୁ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିରଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ସଂଘର ଉପଦେଷ୍ଟା ସ୍ୱର୍ଗତ ଡା.ଜୟକୃଷ୍ଣ ଦାସ ଶର୍ମାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସ୍ୱର୍ଗତ ଦାସ ଶର୍ମାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୂତନ ସଭାପତି ଓ ସଂପାଦକ ମନୋନୀତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜରୁରୀ ବୈଠକ ସ୍ଥାନୀୟ ସୁଦପଡା ସ୍ଥିତ କଲ୍ୟାଣ ମଣ୍ଡପଠାରେ ଅଷ୍ଟରତ୍ନ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ୧୪ଟି ବ୍ଲକରୁ ୧୨ ଗୋଟି ବ୍ଲକର ସଭାପତି, ସଂପାଦକ, ପ୍ରତିଷ୍ଠାତା ସଭ୍ୟ, ଆଜୀବନ ସଭ୍ୟ ଅଂଶଗ୍ରହଣ
Read More...