Daily Archives

ଶ୍ରଦ୍ଧାରେ ଅଭିଭାବକ ସଚେତନତା ଓ ପରାମର୍ଶ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୬ ସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ଶ୍ରଦ୍ଧା' ପରିସରରେ ମାନସିକ ଭିନ୍ନକ୍ଷମ ପିଲାମାନଙ୍କ ଅଭିଭାବକମାନଙ୍କ ପାଇଁ ଏକ ସଚେତନତା ଓ ପରାମର୍ଶ ଶିବିର ଅନୁଷ୍ଠାନର ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।
Read More...

ରସାୟନ ବିଜ୍ଞାନ ବିଭାଗରେ ବିଦାୟ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ରସାୟନ ବିଭାଗର ପ୍ରକୋଷ୍ଠରେ ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ଵରେ ଏକ ବିଦାୟକାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଡ଼ଃ ମନୋଜ ପ୍ରଧାନକୁ ରସାୟନ ବିଭାଗ ତରଫରୁ ବିଦାୟ ସମ୍ବର୍ଦ୍ଧନା
Read More...

ବିଦାୟ ମୋଡ଼ରେ ରାଜସ୍ଥାନ ସରକାର, ମନ୍ତ୍ରୀ ଓ ବିଧାୟକମାନେ ସରକାରୀ ଘର ଖାଲି କରୁଛନ୍ତି : ବିକାନେର ସମାବେଶରେ…

ବିକାନେର : ରାଜସ୍ଥାନର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳଗୁଡ଼ିକ ପରସ୍ପର ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ଏଥର ଭାରତୀୟ ଜନତା ପାର୍ଟି ଟାର୍ଗେଟ କରିଛି କଂଗ୍ରେସକୁ । ଏହି କ୍ରମରେ ରାଜ୍ୟର ବିକାନେରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରୁଥିବା ବେଳେ
Read More...

୧୭,୦୦୦ କର୍ମଜୀବୀଙ୍କୁ ଭିଆର୍ – ଆଧାରିତ ସୁରକ୍ଷା ଏବଂ ପରିଚାଳନା ପ୍ରଶିକ୍ଷଣ ପ୍ରଦାନ କରିବ ମହାନଦୀ…

ଦକ୍ଷତା ବିକାଶ ପାଇଁ ୬.୫ କୋଟି ଟଙ୍କା ଖର୍ଚ୍ଚ ହେବଏମ୍ସିଏଲ୍ ୨୦୨୨-୨୩ ରେ ୧୯୩ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ କରିଛି ଦିଲ୍ଲୀ, (ପିଆଇବି) : ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ୨୦୨୬ ସୁଦ୍ଧା ଏହାର ୧୭,୦୦୦ କର୍ମଜୀବୀଙ୍କୁ ସୁରକ୍ଷା ଏବଂ ପରିଚାଳନା ତାଲିମ ପ୍ରଦାନ କରିବା
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ୭୪ତମ ବନ ମହୋତ୍ସବ ପାଳିତ

• ଚଳିତ ବର୍ଷ ଛତ୍ରପୁର ବ୍ଲକ୍ ସିନ୍ଦିରାପଲ୍ଲୀ ଗ୍ରାମରେ ୪ ହେକ୍ଟର ଜମିରେ ଚାରାରୋପଣ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ବ୍ଲକ୍ ସିନ୍ଦିରାପଲ୍ଲୀ ଗ୍ରାମରେ ୪ ହେକ୍ଟର ଜମିରେ ଚାରା ରୋପଣ
Read More...

ରୁଷ-ୟୁକ୍ରେନ ଯୁଦ୍ଧ ୫୦୦ ଦିନ ସମାପ୍ତ କରିଛି, ବର୍ତ୍ତମାନ ପର୍ଯ୍ୟନ୍ତ ୫୦୦ ପିଲାଙ୍କ ସମେତ ୯୦୦୦ ଲୋକଙ୍କ ପ୍ରାଣହାନୀ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ହେବାର ଏକ ବର୍ଷରୁ ଅଧିକ ସମୟ ବିତି ସରିଲାଣି । ୟୁକ୍ରେନରେ ରୁଷର ଯୁଦ୍ଧ ଯୋଗୁଁ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ମିଳିତ ଜାତିସଂଘ ନିନ୍ଦା କରିଛି । ମିଳିତ ଜାତିସଂଘ କହିଛି ଯେ, ଏହି ଯୁଦ୍ଧ ୫୦୦ ଦିନରୁ ଅଧିକ ସମୟ ଧରି ଚାଲିଛି ଏବଂ ଏହି ବିବାଦର କୌଣସି
Read More...

ଏସି ଟ୍ରେନ୍ ଭଡ଼ାରେ ରିହାତି ଯୋଜନା ଘୋଷଣା କଲା ରେଳ ମନ୍ତ୍ରଣାଳୟ

• ଅନୁଭୂତି ଓ ଭିଷ୍ଟାଡୋମ୍ କୋଚ୍ ସମେତ ଏସି ଯାତ୍ରା ସୁବିଧା ଥିବା ସବୁ ଟ୍ରେନର ଏସି ଚେୟାର କାର୍ ଏବଂ ଏଗ୍ଜିକ୍ୟୁଟିଭ୍ ଶ୍ରେଣୀରେ ମିଳିବ ରିହାତି• ମୂଳ ଭଡ଼ା ଉପରେ ସର୍ବାଧିକ 25% ପର୍ଯ୍ୟନ୍ତ ରିହାତି ସୁବିଧା• ଅନ୍ୟାନ୍ୟ ପ୍ରଯୁଜ୍ୟ ଶୁଳ୍କ ପୃଥକ ଭାବେ ଲାଗୁ ହେବ• ବିଗତ 30 ଦିନ ମଧ୍ୟରେ
Read More...

ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀଙ୍କ ଜନ୍ମଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି କେନ୍ଦ୍ରର ସଞ୍ଚାଳିକା ବ୍ରହ୍ମାକୁମାରୀ ରାଜଯୋଗିନୀ ବିଜୟ ଲକ୍ଷ୍ମୀଙ୍କ ଜନ୍ମଦିବସ ପାଳିତ ହୋଇଯାଇଛି । ଭଉଣୀଙ୍କ ଜନ୍ମଦିବସରେ ଆଧ୍ୟାତ୍ମିକ ସଙ୍ଗୀତ ରସାତ୍ମକ ଭାବରେ ଭରି
Read More...

ଭାରତ ଗୌରବ ଟ୍ରେନ ଆସନ୍ତା ଅଗଷ୍ଟ ୧୧ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଇଣ୍ଡିଆନ ରେଲୱେ କେଟେରିଂ ଆଣ୍ଡ ଟୁରିଜିମ କର୍ପୋରେସନ୍ ଲିମିଟେଡ (ଆଇଆର୍‌ସିଟିସି) ପକ୍ଷରୁ ମାତା ବୈଷ୍ଣୋଦେବୀ ତଥା ଉତ୍ତର ଭାରତ ଦର୍ଶନ ପାଇଁ ଭାରତ ଗୌରବ ଟ୍ରେନ ଆସନ୍ତା ଅଗଷ୍ଟ ୧୧ ତାରିଖ ଦିନ କୋଲକତାରୁ ବାହାରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା
Read More...

କୋଶଳି କୁଇନ ମୀରାବାଈ ପାଣିଗ୍ରାହୀଙ୍କ ଜଗନ୍ନାଥ ଉପରେ କଳା ଆସର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମର କୋଶଲି କୁଇନ ଜଗନ୍ନାଥ କଳା ଉପରେ ଏକ ଆସର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କୋଣ ଅନୁକୋଣରୁ ବହୁତ କଳାକାର ଅଂଶଗ୍ରହଣ କରିଥିଲେ । ସମସ୍ତ କଳାକାରମାନେ ଚମତ୍କାର
Read More...