csstore

କୋଶଳି କୁଇନ ମୀରାବାଈ ପାଣିଗ୍ରାହୀଙ୍କ ଜଗନ୍ନାଥ ଉପରେ କଳା ଆସର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମର କୋଶଲି କୁଇନ ଜଗନ୍ନାଥ କଳା ଉପରେ ଏକ ଆସର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କୋଣ ଅନୁକୋଣରୁ ବହୁତ କଳାକାର ଅଂଶଗ୍ରହଣ କରିଥିଲେ । ସମସ୍ତ କଳାକାରମାନେ ଚମତ୍କାର କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ସେମାନେ ହେଲେ ସୁବର୍ଣ୍ଣପୁରର ଦୀପ୍ତି ସେଠ, ବରପାଲିର ବିକ୍ରମ ସାହୁ, ବରଗଡ଼ର ଗୌରବ ଦୀପ, ରାଜଶ୍ରୀ ସାହୁ, ଜଗତସିଂପୁର ଅଜିତ ପାଢ଼ୀ, ମହୁଲଭଟାର ପ୍ରହଲ୍ଲାଦ ବିଶ୍ୱାଳ, କଳାହାଣ୍ଡର ରତିକାନ୍ତ ପ୍ରଧାନ, ବରଗଡ଼ର ସୁରେଶ ଚନ୍ଦ୍ର ପାଢ଼ୀ, ଗଞ୍ଜାମର ଶିବାସିଂ ପାଣିଗ୍ରାହୀ, କୋମନାର ଦିବ୍ୟ ପ୍ରକାଶ ନାୟକ, ନୟାଗଡର ବୀରେନ୍ଦ୍ର ସାଲମା ଓ ଅନ୍ୟାନ୍ୟ ଜିଲ୍ଲାର ଭାଇ ଭଉଣୀମାନେ ଅଂଶଗ୍ରହଣ କରି କଳା ପ୍ରଦର୍ଶନ କରିଥିଲେ ।

jayashree
Leave A Reply

Your email address will not be published.