Daily Archives

ଅମୃତ ସରୋବରରେ ମେସିନ ଦ୍ୱାରା କାମ ଓ ରୟତି ଜମିରେ ମନରେଗା ପୋଖରୀ ଖନନ ଅଭିଯୋଗ ଉଠାଇଲେ ସମିତି ସଭ୍ୟା : କାର୍ଯ୍ୟ…

ସଇଁତଲା, (ପ୍ରମୋଦ ସେଲମା) : ସରକାର ମନରେଗା ଯୋଜନା ମାଧ୍ୟରେ ଶ୍ରମିକମାନଙ୍କୁ କର୍ମନିଯୁକ୍ତି ଯୋଗାଇବା ସହ ବ୍ୟକ୍ତିଗତ ଓ ସାମୁହିକ ପ୍ରକଳ୍ପଗୁଡିକ ହାତକୁ ନେଇ ନୂତନ କାର୍ଯ୍ୟ କରାଯିବା ସହିତ ପୁରାତନ କାର୍ଯ୍ରଗୁଡିକର ରକ୍ଷଣାବେକ୍ଷଣ ପୁନଃଉଦ୍ଧାର ଭଳି କାଯ୍ୟ କରାଯାଉଥିବା ବେଳେ ମନରେଗା
Read More...

ଚାଷଜମି ପାଖରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବେଲଗାଁ ଫାଣ୍ଡି ସ୍ଥିତ ଯାନୀପଡା ଚାଷ ଜମିଠାରେ ଏକ ଅଜଣା ବ୍ୟକ୍ତିଙ୍କ ଶବ ସଇଁତଲା ପୋଲିସ ଶବ ଉଦ୍ଧାର କରିଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୭ ଘଣ୍ଟା ସମୟରେ ଯାନୀପଡା କିଛି ମହିଳାମାନେ ଚାଷଜମିକୁ
Read More...

ହତ୍ୟା ଉଦ୍ୟମକାରୀଙ୍କୁ ୭ ବର୍ଷ ଜେଲ ଦଣ୍ଡ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ମାନ୍ୟବର ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ସେସନ କେସ ନଂ.୫୯/୦୩ ମସିହା ୨୦୨୧ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନା ମୁତାବକ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବରପିଟା
Read More...

ରାଜବୋଡାସମ୍ବର ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରାଜବୋଡାସମ୍ବର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ଼ ପ୍ରକଳ୍ପ ନିର୍ଦ୍ଦେଶକ, ଆରକ୍ଷୀ ଅଧିକ୍ଷକ, ପଦ୍ମପୁର ଉପଜିଲ୍ଲାପାଳ, ରାଜବୋଡାସମ୍ବର ବିଡ଼ିଓ ଓ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇ ଜନସାଧାରଣଙ୍କ
Read More...

ନୃସିଂହନାଥରେ ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘର ବୈଠକ

ନକଲି ଆଦିବାସୀ ହଟାଓ ଦାବୀରେ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ବରଗଡ଼ ଜିଲ୍ଲା ତରଫରୁ ପାଇକମାଲ ବ୍ଲକ୍ ସଭାପତି ଚେରୁ ବରିହାଙ୍କ ସଭାପତିତ୍ୱରେ ନୃସିଂହନାଥଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଞ୍ଜିବ ବରିହା ପିତା
Read More...

ଗଞ୍ଜାମ ଏନ୍‌ଏସି କାର୍ଯ୍ୟାଳୟରେ ମୁକ୍ତା ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି କାର୍ଯ୍ୟାଳୟ କନ୍‌ଫରେନ୍ସ ହଲରେ ମୁକ୍ତା ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ କର୍ମ ତତ୍ପର ଅଭିଯାନକୁ ନେଇ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ
Read More...

ଜମି ବିବାଦକୁ ନେଇ ଆକ୍ରମଣ : ଜଣେ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜମି ବିବାଦକୁ ନେଇ ଏକ ଆକ୍ରମଣ ଘଟଣା ଆଜି ସାମ୍ନାକୁ ଆସିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ା ଫାଣ୍ଡିର ସାହାଜବାହାଲ୍‌ ଗ୍ରାମରେ ଘଟିଛି ଏହି ଘଟଣା । ଆହତ ଅମ୍ବରିଶ ଯୋଷୀଙ୍କ କହିବା ଅନୁସାରେ ସେ ଆଜି ପୂର୍ବାହ୍ନରେ
Read More...

ପ୍ରଥମ ଜିଲ୍ଲା ସମନ୍ୱୟ ବୈଠକ ଅନୁଷ୍ଠିତ

ଜିଲ୍ଲାରେ ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ୧୦ ଅଗଷ୍ଟରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତସଚେତନତା ନିମନ୍ତେ ପଲ୍ଲିସଭା ଓ ସ୍କୁଲ ଗୁଡିକରେ ବିଶେଷ ପଦକ୍ଷେପ ଉପରେ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାରେ ଫାଇଲେରିଆ ରୋଗର
Read More...

ସୁକତେଲ ବୁଡିଅଞ୍ଚଳକୁ ଯାଇନପାରି ଫେରିଗଲେ ପ୍ରଫୁଲ୍ଲ ସାମନ୍ତରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଲୋୟର ସୁକତେଲ ବୁଡିଅଞ୍ଚଳରେ ବିସ୍ଥାପିତଙ୍କୁ ଉଚିତ ନ୍ୟାୟ ମିଳୁନାହିଁ । ଗଡଶଙ୍କର ଡୁଙ୍ଗୁରିପାଲି ବିସ୍ଥାପିତ ପରିବାରଙ୍କ ପାନୀୟଜଳ ଓ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି । ସେଠାରେ ସେମାନଙ୍କ ମାନବାଧିକାରର ଉଲଂଘନ ହେଉଛି ବୋଲି ଅଭିଯୋଗ
Read More...

ବଲାଙ୍ଗିର ଭାଜପାରେ ବିଭେଦ : ସଂଯୁକ୍ତ ମୋର୍ଚ୍ଚା ବୈଠକ ନାମରେ ରାଜାରାଣୀଙ୍କ ବିରୁଦ୍ଧରେ ପ୍ରଜାମେଳି, ପୁରୁଣା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ରାଜନୀତିର ଭାଜପା ଦଳରେ ବଲାଙ୍ଗିର ରାଜାରାଣୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି । କିନ୍ତୁ ଭାଜପା ନେତ୍ରୀ ତଥା ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ବ୍ୟବହାରରେ ଅନେକ ଭାଜପା କର୍ମୀ ଅତିଷ୍ଠ ହୋଇପଡିଥିବା ଲକ୍ଷ୍ୟ କରାଯାଉଛି । ଶେଷରେ
Read More...