Daily Archives

ଜୁନିୟର ରେଡ଼କ୍ରସ ତରଫରୁ ବଜ୍ରପାତ ପ୍ରତି ସଚେତନତା କାର୍ଯ୍ୟକ୍ରମ

ସଇଁତଲା, (ପ୍ରମୋଦ ସେଲମା) : ବର୍ଷା ସମୟରେ ବଜ୍ରପାତ କିମ୍ବା ବିଜୁଳି ମାରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ହାନି ହେଉଛି । ଏହି ଘଟଣାକୁ ଲକ୍ଷ୍ୟ କରି ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଡେଙ୍ଗ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ବଜ୍ରପାତ ପ୍ରତି
Read More...

ସ୍ୱାଧୀନତାର ବହୁବର୍ଷ ପରେ ମଧ୍ୟ ଗାଁକୁ ନାହିଁ ପକ୍କା ରାସ୍ତା : ସ୍ଥାପିତ ସ୍କୁଲକୁ ଉଠାଇ ଦେଲା ସରକାର, ଫ୍ଲୋରାଇଡ଼…

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଉପାନ୍ତରେ ଏବେ ବି ଅନେକ ଗାଁ ଅଛି ଯାହା ଆଜି ବି ମୌଳିକ ସୁବିଧାରୁ ବଂଚିତ । ନା ଅଛି ଭଲ ରାସ୍ତା ନା ଅଛି ଭଲ ପାନୀୟ ଜଳର ବ୍ୟବସ୍ଥା । ଶିକ୍ଷାର କଥା ତ ନ କହିବା ଭଲ । ସ୍ୱାଧୀନତାର ଅନେକ ବର୍ଷ ପରେ ବି ଲୋକଙ୍କ ନିକଟରେ ପହଂଚି ପାରିନି ସରକାରୀ ଯୋଜନାର
Read More...

ଲାନ୍ଥ ନଦୀରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡାଠାରେ ବହି ଯାଉଥିବା ଲାନ୍ଥ ନଦୀରେ ଏକ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଥିବା ଖବର ମିଳିଛି । ଖବର ଅନୁଯାୟୀ ଆଜି ସକାଳ ସମୟରେ ବେଲପଡାର ଜଣେ ଲୋକ ଗାଧୋଇବା ପାଇଁ ନଦୀକୁ ଯାଇଥିବା ବେଳେ ଏକ ଅଜଣା ବ୍ୟକ୍ତିଙ୍କ ଶବ ନଦୀରେ
Read More...

ଶ୍ରଦ୍ଧାରେ ରାଜକିଶୋର ରାଜଗୁରଙ୍କ ୯ମ ପୁଣ୍ୟତିଥି ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରଦ୍ଧାର ପ୍ରତିଷ୍ଠାତା ସଭାପତି ସ୍ଵର୍ଗତ ରାଜକିଶୋର ରାଜଗୁରଙ୍କ ୯ମ ପୁଣ୍ୟତିଥି ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରଘୁନାଥପାଲିର ବିଧାୟକ ସୁବ୍ରତ ତରାଇ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ସଭ୍ୟ, କବି ତଥା ଏକତ୍ରର ସଭାପତି ରାଜୀବ ପାଣି ଯଥାକ୍ରମେ
Read More...

ଆଡ଼କଟା ବନ୍ଧକୁ ମା’ ଧନଲକ୍ଷ୍ମୀ ଏସ୍‌ଏଚ୍‌ଜିକୁ ନିଲାମ ସୂତ୍ରରେ ଦେବାକୁ ଦାବୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବାଦୀବାହାଲ ପଞ୍ଚାୟତ ଅନ୍ତର୍ଗତ କଦଳିପାଲି ଗ୍ରାମର ଆଡ଼କଟା ବନ୍ଧକୁ ମାଛଚାଷ ପାଇଁ ନିଲାମ ସୂତ୍ରରେ ସ୍ଥାନୀୟ ମା' ଧନଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦେବା ପାଇଁ ସଦସ୍ୟାମାନେ ବଲାଙ୍ଗିର ଜିଲ୍ଲାପାଳଙ୍କଠାରେ ଦାବୀ କରିଛନ୍ତି । ଗତ
Read More...

ଉଲୁଣ୍ଡା ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୪୨ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା
Read More...

ଟିଟିଲାଗଡ଼ ରେଳ ଓଭରବ୍ରିଜ ଉପରେ ହେଲାଣି ଗାତ, ରାସ୍ତା ଉପରୁ ବାହାରିଲାଣି ଲୁହା ଛଡ଼ : ପ୍ରଶାସନ ଦୃଷ୍ଟି ପାଇଁ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ବହୁ ପ୍ରତିକ୍ଷୀତ ରେଳ ଓଭରବ୍ରିଜ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୯ ଏପ୍ରିଲ ୨୦୨୧ ମସିହାରେ ଜନ ସାଧାରଣଙ୍କ ନିମନ୍ତେ ଲୋକାର୍ପିତ ହୋଇଥିଲା । ଏହି ରେଳ ଓଭରବ୍ରିଜ ଲୋକାର୍ପଣ ହେବା ପରେ ଟିଟିଲାଗଡ ସହରର ଗୋଟିଏ ପ୍ରମୁଖ ସମସ୍ୟାର
Read More...

ନୃତ୍ୟଶିଳ୍ପୀ ଓ କଣ୍ଠଶିଳ୍ପୀ : ବଲାଙ୍ଗିର ମାଟିର ଝିଅ ରେସ୍‌ମାରାଣୀ ଦାଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର କଳାକାର ମାନେ ଦେଶ ବିଦେଶରେ ନାଁ କରିଛନ୍ତି । ବଲାଙ୍ଗିର ମାଟିର ଗୌରବ ସାଜିଛନ୍ତି । ଏମିତି ଜଣେ କଳାକାର ରେସ୍‌ମାରାଣୀ ଦାଶ, ଯାହାଙ୍କ ପ୍ରତିଭା ସଂପର୍କରେ ଆଜି ଆମେ ଆପଣମାନଙ୍କୁ ଅବଗତ କରାଇବାକୁ ଯାଉଛୁ । ରେସ୍‌ମାରାଣୀ ଜଣେ ସୁନାମଧନ୍ୟ
Read More...

ଆକାଶବାଣୀ ଅଞ୍ଚଳବାସୀଙ୍କ ପାଇଁ ଅନନ୍ୟ ଉପହାର : ନରେନ୍ଦ୍ର ନାଥ ପଟ୍ଟନାୟକ

ଭୁବନେଶ୍ୱର : ରବିବାର ଦିନଟି ଭାରତର ସମସ୍ତ ରେଡ଼ିଓ ପ୍ରେମୀଙ୍କ ପାଇଁ ଏକ ଅଭୁଲା ଦିବସ । ୧୯୨୭ ମସିହାରେ ଏହି ଦିନ ଭାରତବର୍ଷରେ ପ୍ରଥମ ରେଡ଼ିଓ ପ୍ରସାରଣ ହୋଇଥିଲା । ଏହି କ୍ରମରେ ୧୯୫୬ ମସିହାରେ ଆକାଶବାଣୀ ସ୍ଥାପନା ହେବା ପରେ ସାରା ଭାରତବର୍ଷରେ ୪୭୦ଟି ରେଡ଼ିଓ ଷ୍ଟେସନ ସ୍ଥାପିତ ହୋଇଥିବା
Read More...

ଜନଗଣର ମୁଖପତ୍ର ସାପ୍ତାହିକୀ ଗଣଇସ୍ତାହାର ଆତ୍ମପ୍ରକାଶ କରିବ

ବରଗଡ, (ନିରୋଜ କୁମାର ପାଣୀ) : ଗ୍ରାମାଞ୍ଚଳର ଗରିବ ଖଟିଖିଆ ଜନଗଣର ସ୍ୱର ସାପ୍ତାହିକ ଖବରକାଗଜ ଗଣଇସ୍ତାହାର ଆଗାମୀ ଅଗଷ୍ଟ ୧୫ରେ ଆତ୍ମପ୍ରକାଶ କରିବ ବୋଲି ବରଗଡ ଅଗ୍ରଗାମୀ ଯୁବକ ସଂଘଠାରେ ଅନୁଷ୍ଠିତ ଗଣଇସ୍ତାହାରର ଶୁଭେଚ୍ଛୁମାନଙ୍କ ମଧ୍ୟରେ ଘୋଷଣା କରାଯାଇଛି । ବିଶିଷ୍ଟ ଶିକ୍ଷାବିତ ତଥା
Read More...