Browsing Tag

patanagarh news

ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କଲେ ଏକ ପରିବାରର ଛଅ ଜଣ : ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଭବ୍ୟ ସ୍ୱାଗତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତ ଅଣ୍ଡାଲମୁଣ୍ଡି ଗାଁଠାରେ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ତେଲେନପାଲି ଶାଖା ସଭାପତି ରାଜକିଶୋର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା । ସଭାରେ ମୁଖ୍ୟ ଆତିଥି ରୁପେ ବ୍ଲକ୍ ସଭାପତି…
Read More...

କନିଷ୍ଠ ଯନ୍ତ୍ରୀଙ୍କ ହତ୍ୟାକାରୀଙ୍କୁ ଗିରଫ କରିବାରେ ବିଳମ୍ବ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ପୋଲିସର ନିଷ୍କ୍ରିୟତା…

ଧାରଣା ସ୍ଥଳରେ ତିନି ଧାରାଣାକାରୀ ଅସୁସ୍ଥବିଜେଡିର ବେଣିବନ୍ଧନରେ ବନ୍ଧା ପାଟଣାଗଡ଼ ପୋଲିସ : କୋଶଳ ମୁକ୍ତି ମୋର୍ଚ୍ଚା ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ କନିଷ୍ଟ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କ ହତ୍ୟା ଘଟଣା ଦୀର୍ଘ ୧୭ ଦିନ ବିତିଯାଇଥିଲେ ବି ପୋଲିସର ହତ୍ୟାକାରୀକୁ…
Read More...

ସତ୍ୟସାଇ ସେବା ସମିତି ତରଫରୁ ହରିଶଙ୍କର ଝରଣା କୂଳ ସଫେଇ କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ପୂଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରର ଝରଣା କୂଳକୁ ସତ୍ୟସାଇ ସେବା ସମିତି ତରଫରୁ ରବିବାର ଦିନ ସଫେଇ କରାଯାଇଛି । ହରିଶଙ୍କରରେ କିଛି ଦିନ ତଳେ ବୈଶାଖ ମେଳା ଓ ହରିଶଙ୍କର ମହୋତ୍ସବ ଶେଷ ହୋଇଥିଲା…
Read More...

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚକୁ ବିରୋଧ ପ୍ରସଙ୍ଗକୁ ତୀବ୍ର ସମାଲୋଚନା କଲେ କୋଶଳବାଦୀ ନେତା ଅଚ୍ୟୁତ ସିପୁନ ଖମାରୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଓକିଲ ସଂଘ ଏକ ବୈଠକରେ ଗତ ୧୮/୫/୨୦୨୨ ତାରିଖ ଦିନ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ବିରୋଧରେ ଏକ ପ୍ରସ୍ତାବ ପାରିତ ହେବା ସହ ଖୋଲାଖୋଲି ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ପଶ୍ଚିମ ଓଡ଼ିଶାରେ ବ୍ୟାପକ ଜନ…
Read More...

ପ୍ରଶାସନିକ ଅଧିକାରୀ ତଥା ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠୀଙ୍କ ମହାନତା : ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ପରାମର୍ଶ…

ପାଟଣାଗଡ, (ଗୋରେଖନାଥ ବରିହା) : କେତୋଟି କୋମଳମତି ଶିଶୁଙ୍କ ଅନୁରୋଧ ରକ୍ଷା କରି ଛୁଟିଦିନରେ ଉଦୁଉଦିଆ ଖରାରେ ପାଦରେ ଚାଲି ଚାଲି ତିନି କିଲୋମେଟର ରାସ୍ତା ଚାଲିବା ଅଧିକାରୀ ହେଉଛନ୍ତି ପାଟଣାଗଡ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠି ଯାହାକି ଅଞ୍ଚଳର ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରି…
Read More...

ଗଛ ମୂଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଘଟଣା : ନିଦାବିଷ୍ଣୁ ଶିକ୍ଷା ବିଭାଗ, ଖବର ପ୍ରସାରଣ ପରେ ଗଣମାଧ୍ୟମ ପ୍ରତିନିଧି…

ଘଟଣାକୁ ନେଇ ଆନ୍ଦୋଳନ ଚେତାବନୀ ଦେଇଛନ୍ତି କୋଶଳ ମୁକ୍ତି ମୋର୍ଚ୍ଚା ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ମଣ୍ଡଳ ପଞ୍ଚାୟତ ସିଲିଙ୍ଗପଡାରେ ଦୀର୍ଘ ୫ ବର୍ଷରୁ ଅଧିକ ଦିନ ହେବ ଛାତ୍ରଛାତ୍ରୀମାନେ ଗଛମୂଳେ ପାଠ ପଢ଼ୁଛନ୍ତି । ଏନେଇ ବ୍ଲକ ଶିକ୍ଷା ଅଧିକାରୀମାନେ…
Read More...

ରାସ୍ତାକଡ ଗଛକୁ ପିଟିଲା କାର୍‌, ୪ ଗୁରୁତର

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ-ଖପରାଖୋଲ ରାସ୍ତାର ବାଙ୍କିବାହାଲ ଗ୍ରାମ ହନୁମାନ ମନ୍ଦିର ନିକଟରେ ରାସ୍ତାକଡର ଏକ ଗଛକୁ କାର୍‌(ଓଡି ୦୩ ଏଲ୍‌ ୮୦୬୧) ଧକ୍କା ଦେଇଥିଲା । ଫଳରେ କାର୍‌ରେ ଥିବା ଜ୍ୟୋତି ଅଗ୍ରୱାଲ, ଅବିନାଶ ଜୈନ, ଗୁନଗୁନ ଅଗ୍ରୱାଲ ଓ ସୁମନ ଅଗ୍ରୱାଲ ଗୁରୁତର ଆହତ…
Read More...

ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ କଟକ ବାର ଆସୋସିଏସନ୍‌ର ମନ୍ତବ୍ୟକୁ ପାଟଣାଗଡ଼ରେ ନିନ୍ଦା

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ୨ଦିନ ତଳେ କଟକ ବାର ଆସୋସିଏସନ୍‌ର କିଛି କାର୍ଯ୍ୟକର୍ତ୍ତା ବିରୋଧି ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସୂଚନା…
Read More...

କୋମଲମତି ପିଲାଙ୍କୁ ଦେଖି ତରଳି ଗଲେ ବିଡ଼ିଓ : ସ୍କୁଲ ଫେରାଇ ଆଣିବାକୁ ଦେଲେ ପ୍ରତିଶୃତି

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଖୁଣ୍ଟସମଲେଇ ଗ୍ରାମ ପଞ୍ଚାୟତ ଗରଗଡ଼ଛାପର ପ୍ରାଥମିକ ବିଦ୍ୟାଳୟରେ ପିଲା କମ୍‌ ହେତୁ ଢୋଡ଼ମହୁଲ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ ହୋଇଥିଲା । ଗରଗଡ଼ଛାପର ସ୍କୁଲଟି ଢୋଡ଼ମହୁଲ ସ୍କୁଲଠାରୁ ୨.୫ କିଲୋମିଟର ଦୂର ହୋଇଥିବା ବେଳେ ତାହାକୁ ଅଧ…
Read More...

ଆକସ୍ମିକ ଭାବେ ମୃତ୍ୟୁ ବରଣ କରିଥିବା କେନ୍ଦୁପତ୍ର ତୋଳାଳୀଙ୍କ ପରିବାର ଲୋକଙ୍କୁ କେନ୍ଦୁପତ୍ର ଅନୁକମ୍ପା ରାଶି ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ ଗୌଡ଼ପାଲିଠାରେ କେନ୍ଦୁପତ୍ର ବିଭାଗରେ କାମ କରୁଥିବା ସମୟରେ ଆକସ୍ମିକ ଭାବେ ମୃତ୍ୟୁବରଣ କରିଥିବା କେତେକ କର୍ମଚାରୀଙ୍କ ପରିବାର ଲୋକଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଆ…
Read More...